Browsing Category

ଵାଣିଜ୍ୟ

ଲଖନପୁର ଜୁନିଏନରେ ତୀବ୍ର ଉତ୍ତେଜନା 

ଝାରସୁଗୁଡା: ଝାରସୁଗୁଡା ଲଖନପୁର ବ୍ଲକରେ ଜନଶୁଣାଣିକୁ ବିରୋଧ । ଜୁନିଏନ ଖେଳପଡିଆରେ ରାମକି କମ୍ପାନୀ କୁ ବିରୋଧ କରିଛନ୍ତି ଗ୍ରାମବାସୀ । ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ଓ ନିଷ୍କାସନ ପ୍ରକଳ୍ପକୁ ଅଂଚଳ ବାସୀଙ୍କ ବିରୋଧ ଥିବା ସୂଚନା ଥିବା ବେଳେ ଜନ ଶୁଣାଣି ପାଇଁ ଆସିଥିବା କଂପାନୀ…
Read More...

ବାଣପୁର ଗସ୍ତରେ ମାନସ

ବାଣପୁର:-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଞ୍ଚଳର ପ୍ରସିଦ୍ଧ ଶକ୍ତିପୀଠ ମା ଭଗବତୀଙ୍କର ଦର୍ଶନ ନିମନ୍ତେ ନବନିର୍ବାଚିତ ସାଂସଦ ମାନସ କୁମାର ମଙ୍ଗରାଜ ସଂଧ୍ୟା ସମୟରେ ବାଣପୁର ଗସ୍ତରେ ଆସିଥିଲେ। ଶ୍ରୀ ମଙ୍ଗରାଜଙ୍କର ବାଣପୁର ନିଜ ଜନ୍ମମାଟି ହୋଇଥିବା ସହିତ ବିଗତ ଦିନରେ ସେ ବିଧାୟକ ଆସନ…
Read More...

ବିଦେଶ ଯିବେ ମୁଖ୍ୟମନ୍ତ୍ରୀ !

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୮ ତାରିଖରେ ୧୦ ଦିନିଆ ବିଦେଶ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଶାସନ କାଳର ଦୀର୍ଘ ୨୫ ବର୍ଷ ମଧ୍ୟରେ ଶ୍ରୀ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ବିଦେଶ ଗସ୍ତରେ ଯିବେ । ୧୯୯୭ ମସିହାରେ ରାଜନୀତିରେ ପାଦ ଥାପିବା ପରଠୁ ଆଉ ବିଦେଶ…
Read More...

ଛଟେଇ ପ୍ରତିବାଦରେ ଧାରଣା ଦେଲେ ସିକ୍ୟୁରିଟି କର୍ମଚାରୀ

କଟକ:(ଜଗନ୍ନାଥ ମହାନ୍ତି):-ଛଟେଇ ପ୍ରତିବାଦରେ ଧାରଣାରେ ଆସିଲେ ସିକ୍ୟୁରୀଟି କର୍ମଚାରୀ। କଟକ ମିଶନ ରୋଡ଼ ଠାରେ ଥିବା ରିଲାଏନ୍ସ ଆଉଟଲେଟ ସମ୍ମୁଖରେ ଛଟେଇ ପ୍ରତିବାଦରେ ପ୍ରତିବାଦ କରିଥିଲେ ଛଟେଇ କର୍ମଚାରୀ। ସିଧାସଳଖ ଭାବରେ କମ୍ପ୍ୟୁଟର ଓଡିଶା ମୁଖ୍ୟ ଙ୍କୁ ଏଥିପାଇଁ ଦାୟୀ କରିଛନ୍ତି…
Read More...

ଭୁବନେଶ୍ୱର ମୁମ୍ବାଇଠାରୁ ଭଲ ସହର : ଲାରା

ଭୁବନେଶ୍ୱର : ଓଡିଶାର ରାଜଧାନୀ ଭୂବନେଶ୍ୱର ଠାରେ ଦେଶର ପ୍ରଥମ ମହିଳା ବ୍ୟବସାୟ ମେଳା ଉଦଘାଟିତ ହୋଇଛି । ଜନତା ମଇଦାନରେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି । ଏହି ମେଳାରେ ପ୍ରାୟ ୧୫୦ରୁ ଅଧିକା ଷ୍ଟଲ ଥିବା ବେଳେ ମହିଳା ବ୍ୟବସାୟୀଙ୍କ ଦ୍ୱାରା ଏହା ପରିଚାଳିତ ହୋଉଛି…
Read More...

ଟ୍ୱିଟର ବ୍ୟବହାର ପାଇଁ ଦେବାକୁ ପଡିବ ଟଙ୍କା

ବ୍ୟୁରୋ : ବର୍ତ୍ତମାନ ଟ୍ୱିଟର ବ୍ୟବହାର କରିବାକୁ ହେଲେ ଦେବାକୁ ପଡିବ ଅର୍ଥ । ବିଶ୍ୱର ସବୁଠାରୁ ବଡ ସୋସିଆଲ ମିଡିଆ ଆପକୁ କରିପାରିବେନି ମାଗଣା ବ୍ୟବହାର । ଟ୍ୱିଟରକୁ କିଣିବା ଦିନରୁ ଏହାର ମାଲିକ ଏଲନ ମସ୍କ ବେଶ ଚର୍ଚ୍ଚାରେ । ପୁଣି ଏକ ଟ୍ୱିଟ ତାଙ୍କୁ ଆଲୋଚନା ମଧ୍ୟକୁ ଆଣିଛି । ଆଗାମୀ…
Read More...

ଆଧାର କାର୍ଡ ଦେଖାଇଲେ ମିଳିବ ନୂଆ ଏଲପିଜି ସଂଯୋଗ

ବ୍ୟୁରୋ : ଲୋକଙ୍କୁ ସୁବିଧାରେ ମିଳିବ ଗ୍ୟାସ । ବର୍ତ୍ତମାନ ନା ଗୁଡିଏ କାଗଜ ପତ୍ର ଦେଖାଇବାକୁ ପଡିବ ନା ଅପେକ୍ଷା କରିବାକୁ ପଡିବ । ଇଣ୍ଡିଆନ ଗ୍ୟାସ କମ୍ପାନୀ ପକ୍ଷରୁ ଏହି ଯୋଜନା ଆରମ୍ଭ କରାଯାଇଛି । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ କୁହାଯାଇଛି ଲୋକଙ୍କ ସୁବିଧା ପାଇଁ ଆମେ…
Read More...

ଭାଟ କମାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ବ୍ୟୁରୋ : ଦେଶରେ ଦିନକୁ ଦିନ ଅହେତୁକ ଭାବରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି । ଏହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଲ ଦର ବୃଦ୍ଧିକୁ ନେଇ ଉଭୟ କେନ୍ଦ୍ର ରାଜ୍ୟ ଦୋଷ ଲଦାଲଦି ହେଉଥିବା ସମୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟ ଗୁଡିକର ମୁଖ୍ୟମନ୍ତ୍ରୀ…
Read More...

ଇଣ୍ଡୋନେସିଆ ପାଇଁ ଭାରତରେ ବୃଦ୍ଧି ପାଇବା ତୈଳ ଦର

ଦିଲ୍ଲୀ : ପୁଣି ଖାଉଟିଙ୍କ ପାକେଟ ଉପରେ ବୋଝ । ଖୁବଶୀଘ୍ର ଭାରତରେ ବୃଦ୍ଧିହେବାକୁ ଯାଉଛି ଖାଇବା ତେଲର ଦର । ବିଶ୍ୱର ଟପ୍ ପାମ୍ ଅଏଲ ଉତ୍ପାଦନକାରୀ ଇଣ୍ଡୋନେସିଆ ଘରୋଇ ଅଭାବକୁ ପୂରଣ କରିବା ପାଇଁ ତୈଳ ରପ୍ତାନୀ ଉପରେ ବ୍ୟାନ୍ ଲଗାଇବାକୁ ଯାଉଛି । ଅଶୋଧିତ ତୈଳ ଓ ଖାଇବା ତେଲ ଉପରେ ମୁଖ୍ୟତଃ…
Read More...

ଟାଟା କାର କିଣିବା ହେଲା ମହଙ୍ଗା

ବ୍ୟୁରୋ : ଟାଟା ମୋଟର୍ସ କାର କିଣିବା ଆଜିଠାରୁ ହୋଇଛି ମହଙ୍ଗା । ସୁଚନାନୁଯାୟୀ କମ୍ପାନୀ କହିଛି ଇନପୁଟ ମୂଲ୍ୟରେ ଅହେତୁକ ମୂଲ୍ୟ ହେତୁ କାରର ମୂଲ୍ୟ ବୃଦ୍ଧି ହୋଇଛି । ଭିନ୍ନ ଭିନ୍ନ ମେଡଲ ହିସାବରେ ମୂଲ୍ୟ ବୃଦ୍ଧି କରାଯାଇଛି । କମ୍ପାନୀ ନିଜର ବିବୃତ୍ତି ରେ କହିଛି ଯାନ ଗୁଡିକର ଦାମ ୧୦୦୦୦…
Read More...