Browsing Category

ଵାଣିଜ୍ୟ

ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳ ପାଇଁ ଆଜି ଶେଷ ତାରିଖ

ନୂଆଦିଲ୍ଲୀ: ଆଜିଠୁ ଦେଖିବାକୁ ମିଳିବନି ୨,୦୦୦ଟଙ୍କିଆ ନୋଟ୍ । ବ୍ୟାଙ୍କରେ ୨ ହଜାର ଟଙ୍କା ନୋଟ ଜମା ଓ ବଦଳ ପାଇଁ ଆଜି ହେଉଛି ଶେଷ ଦିନ । ଏହା ପରେ ଆଉ କେହି ୨୦୦୦ ଟଙ୍କିଆ ନୋଟ୍ ନେବେନାହିଁ । ଏ ନେଇ ସଳୂଚନା ଦେଇଛି ଆରବିଆଇ । ଏ ପର୍ୟ୍ୟନ୍ତ ମାର୍କେଟରୁ ବ୍ୟାଙ୍କକୁ ୯୩ ପ୍ରତିଶତ ୨ ହଜାର…
Read More...

ଗୁଗୁଲ , ଫେସବୁକ ଏବଂ ଏକ୍ସ ଭଳି ବିଭିନ୍ନ କମ୍ପାନି ଉପରେ ଲାଗୁ ହେବ ଟିକସ

ନୂଆଦିଲ୍ଲୀ: ଏଥର ଭାରତରେ ବ୍ୟବସାୟ ପଡିବ ମହଙ୍ଗା । ଭାରତରେ ବ୍ୟବସାୟ କରୁଥିବା ବିଦେଶୀ ଅନଲାଇନ ଟେକନଲୋଜୀ କମ୍ପାନି ଗୁଗୁଲ , ଫେସବୁକ ଏକ୍ସ ଭଳି ବିଭିନ୍ନ କମ୍ପାନି ଉପରେ ଲାଗୁ ହେବ ଟିକସ । ଏହି ସବୁ କମ୍ପାନିଙ୍କ ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହେବବୋଲି କହିଛନ୍ତି ସରକାର । ଆଜି…
Read More...

୫ଦନ ପରେ ଦେଖିବାକୁ ମିଳିବନ ୨ହଜାର ଟଙ୍କିଆ ନୋଟ

ନୂଆଦିଲ୍ଲୀ: ଆଉ ଦେଖିବାକୁ ମିଳିବନି ୨ହଜାର ଟଙ୍କିଆ ନୋଟ । ଆସନ୍ତା ୩୦ ତାରିଖ ଠାରୁ ଉଭେଇ ଯିବ ୨ହଜାର ଟଙ୍କିଆ ନୋଟ । ଦେଶର ସବୁଠାରୁ ବଡ ନୋଟ କୁହାଯାଉଥିବା ୨ହଜାର ଟଙ୍କିଆ ନୋଟକୁ ଆଉ ୫ଦନ ପରେ ଦେଖିବାକୁ ମିଳିବନି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର କ୍ଲିନ ନୋଟ ପଲିସି ଅନୁସାରେ ୩୦ ତାରିଖ…
Read More...

ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ନୀତା ଅମ୍ବାନୀଙ୍କ ଇସ୍ତଫା : ବୋର୍ଡରେ ସାମିଲ ହେଲେ ଇଶା, ଆକାଶ ଓ ଅନନ୍ତ

ମୁମ୍ବାଇ : ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରୀରୁ ଇସ୍ତଫା ଦେଇଛନ୍ତି। ଏବେ…
Read More...

ପରିବା ବଜାରରେ ପିଆଜର ଦର ବୃଦ୍ଧି ; କେଜି ପିଛା ୨୫ଟଙ୍କାରେ ପାଇବେ ଗ୍ରାହକ

ଓଡିଶା: ହୁ ହୁ ହୋଇ ବଢିବାରେ ଲାଗିଛି ପିଆଜ ଦର । ଟମାଟୋ ଦର ପରେ ଏବେ ପରିବା ବଜାରରେ ପିଆଜର ଦର ବୃଦ୍ଧି ହେବାରେ ଲାଗିଛି । ଏନେଇ ଚିନ୍ତାରେ ଖାଉଟି । ଆଗରୁ ୨୦ରୁ ୨୫ ଟଙ୍କା କେଜିରେ ପିଆଜ ବଜାରରେ ମିଳିଯାଉଥିବା ବେଳେ ଏବେ ୩୫ରୁ ୪୦ଟଙ୍କା ଦରରେ ପିଆଜର ବିକ୍ରି ହେଉଛି । ଗତ ବର୍ଷ ମଧ୍ୟ…
Read More...

ପୁଞ୍ଜି ଆଣିବାରେ ବଡ଼ ରାଜ୍ୟକୁ ପଛରେ ପକାଇଲା ଓଡ଼ିଶା

ଭୁବନେଶ୍ୱର : ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବା ଏବଂ ପୁଞ୍ଜିନିବେଶ ପ୍ରସ୍ତାବ କାର୍ଯ୍ୟାନ୍ଵୟନ ଦିଗରେ ନୂଆ କୀର୍ତିମାନ ସ୍ଥାପନ କରିଛି ଓଡ଼ିଶା | ପୁଞ୍ଜି ଆଣିବାରେ ଓଡ଼ିଶା ଏବେ ଗୋଟିଏ ପରେ ଗୋଟିଏ ବଡ଼ ରାଜ୍ୟକୁ ପଛରେ ପକାଇବା ଆରମ୍ଭ କରିଛି | ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ…
Read More...

ସୁଧ ହାର ସମୀକ୍ଷା ପାଇଁ ଆରବିଆଇ ଏମପିସିର ବୈଠକ ଆରମ୍ଭ;ଅଗଷ୍ଟ ୧୦ ରେ ଆସିବ ନିଷ୍ପତ୍ତି

ମୁମ୍ବାଇ:ସୁଧ ହାରର ସମୀକ୍ଷା ପାଇଁ ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ର ତିନି ଦିନିଆ ବୈଠକ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥର ମୁଦ୍ରାସ୍ଫୀତି ଏବଂ ବିଶ୍ୱସ୍ତରୀୟ ଅସ୍ଥିରତା ଭଳି ଅନେକ ପ୍ରସଙ୍ଗ ଆରବିଆଇର ଏମପିସି ସମ୍ମୁଖରେ ହେବାକୁ ଯାଉଛି। ଗତ ଦୁଇଟି ଗଚଉ ବୈଠକରେ ଆରବିଆଇରୁ ରେପୋ…
Read More...

ଖାଉଟି ଉପରେ ମହଙ୍ଗା ମାଡ଼, ବଢିବ ପିଆଜ ରେଟ୍ !

ନୂଆ ଦିଲ୍ଲୀ: ଖାଉଟି ଉପରେ ମହଙ୍ଗା ମାଡ଼ । କନ୍ଦାଇବ ପିଆଜ । ଟମାଟୋ ପରେ ଏବେ ଲୋକଙ୍କୁ କନ୍ଦାଇବ ପିଆଜ ଦର । ଚଳିତ ମାସ ଶେଷ ସୁଦ୍ଧା ପିଆଜ ଦର 70କୁ ଛୁଇଁପାରେ ବୋଲି ଆକଳନ କରାଯାଉଛି । ଦେଶରେ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ଟମାଟୋ କିଲୋ କେଉଁଠି ୧୨୦ଟଙ୍କାରେ ବିକ୍ରି ହେଉଛି ତ ଆଉ…
Read More...

ଜିଏସଟି ଆଦାୟରେ ଓଡିଶା ପାଇଛି ସଫଳତା

ଭୁବନେଶ୍ୱର: ଜିଏସଟି ଆଦାୟରେ କ୍ରମାଗତ ସଫଳତା ପାଇଚାଲିଛି ଓଡିଶା । ଚଳିତ ଆର୍ଥିକ ବର୍ଷ ଶେଷସୁଦ୍ଧା ରାଜ୍ୟ ଜିଏସଟି ଓ ସମନ୍ୱିତ ଜିଏସଟି ଫଇସାଲା ବାବଦକୁ ରାଜ୍ୟକୁ ମିଳିବାକୁ ଥିବା ଅର୍ଥରାଶି ୭୨୨୫.୨୫ କୋଟି ଟଙ୍କାରେ ପହଞ୍ଚିଛି । ଗତବର୍ଷ ଜୁଲାଇ ସୁଦ୍ଧା ଏ କ୍ଷେତ୍ରରେ ହୋଇଥିବା ୬୦୮୫.୨୭…
Read More...

୮୮% ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କୀଙ୍ଗ ସିଷ୍ଟମକୁ ଫେରସ୍ତ ହୋଇଛି

ନୂଆଦିଲ୍ଲୀ: ବ୍ୟାଙ୍କକୁ ଫେରିଛି ୨ ହଜାର ଟଙ୍କିଆ ନେଟ୍ ର ଏକ ବଡ ଅଂଶ । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଛି ଯେ ୩୧ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ମୋଟ ୮୮ ପ୍ରତିଶତ ୨ହଜାର ଟଙ୍କିଆ ନୋଟ ବ୍ୟାଙ୍କୀଙ୍ଗ ସିଷ୍ଟମକୁ ଫେରସ୍ତ ହୋଇଛି । ଆରବିଆଇ କହିବା ଅନୁଯାୟୀ, ୨୦୨୩ ମସିହା ମେ ୧୯ ତାରିଖ…
Read More...