Browsing Category

ଦେଶ ବିଦେଶ

ଭାରତକୁ ମୁନିରଙ୍କ ଧମକ, ପାକିସ୍ତାନ ସେନାର କଲେ ମିଛ ପ୍ରଶଂସା

Asim Munir: ପାକିସ୍ତାନର ସେନା ମୁଖ୍ୟ, ଫିଲ୍ଡ ମାର୍ଶାଲ ଅସୀମ ମୁନିର ପୁଣି ଥରେ ଭାରତକୁ ଧମକ ଦେଇଛନ୍ତି। ପୁଣି ଥରେ, ଅସୀମ ମୁନିର ମିଥ୍ୟା ଦାବି କରିଛନ୍ତି ଏବଂ ପାକିସ୍ତାନୀ ସେନାର ପ୍ରଶଂସା କରିଛନ୍ତି। ମୁନିର ଜୋର୍ଡାନର ରାଜା ଅବଦୁଲ୍ଲା ଦ୍ୱିତୀୟଙ୍କ ସମ୍ମୁଖରେ ତାଙ୍କ ସେନାର ମିଛ…
Read More...

ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି, ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା

ନୂଆଦିଲ୍ଲୀ: ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ଉଦ୍ଦେଶ୍ୟରେ ଖୋଲା ଚିଠି । ୧୬ ବିଚାରପତି, ୧୨୩ ଅବସରପ୍ରାପ୍ତ ପ୍ରଶାସକଙ୍କ ସହ ୨୭୨ ବ୍ୟକ୍ତିଙ୍କ ଚିଠି । ନିର୍ବାଚନ କମିଶନ ଭଳି ସାମ୍ବିଧାନିକ ସଂସ୍ଥାକୁ କଳଙ୍କିତ ପ୍ରୟାସକୁ ନିନ୍ଦା । ଗଭୀର ଚିନ୍ତା ପ୍ରକାଶ କରୁଛୁ, ଗଣତନ୍ତ୍ର ଆଜି…
Read More...

ବିଧାୟକ ଦଳ ବୈଠକରେ ବାଜିଲା ମୋହର, ସରକାର ଗଢ଼ିବେ ନୀତିଶ୍ କୁମାର, କାଲି ନେବେ ଶପଥ

Bihar: ବାଜିଲା ମୋହର । ମୁଖ୍ୟମନ୍ତ୍ରୀ ହେବେ ନୀତିଶ୍ କୁମାର । ସେପଟେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର । ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ସେ ଇସ୍ତଫା ଦେବା ସହ ଏନଡିଏ ବିଧାୟକଙ୍କ ସମର୍ଥନ ପତ୍ର ମଧ୍ୟ ପ୍ରଦାନ କରିଥିଲେ ଏବଂ ରାଜ୍ୟରେ ନୂତନ ସରକାର ଗଠନ ପାଇଁ ଦାବି…
Read More...

ନାଗାଲାଣ୍ଡ ବିପକ୍ଷ ମ୍ୟାଚରେ ଓଡ଼ିଶା ୨୯୯ ରନର ଏକ ବିଶାଳ ବିଜୟ ହାସଲ କରିଛି

ରଣଜୀ ଟ୍ରଫିରେ ଓଡ଼ିଶା ଦଳ ଚଳିତ ସିଜନରେ ତା’ର ପ୍ରଥମ ବିଜୟ ହାସଲ କରିଛି। କିଟ୍‌ ଷ୍ଟାଡିୟମରେ ନାଗାଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଓଡ଼ିଶା ଦଳ ୨୯୯ ରନ୍‌ର ବିଶାଳ ବ୍ୟବଧାନରେ ବିଜୟୀ ହୋଇଛି। ଓଡ଼ିଶା ଦ୍ୱାରା ଦିଆଯାଇଥିବା ୪୬୫ ରନ୍‌ର ବଡ଼ ଟାର୍ଗେଟ୍‌କୁ ପିଛା କରି…
Read More...

ଜୀବନ ବଞ୍ଚାଇଦେଲେ ମୋଦୀ, ଧନ୍ୟବାଦ ଜଣେଇଲେ ହାସିନାଙ୍କ ପୁଅ

ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ‌ଶେଖ୍‌ ହସିନାଙ୍କୁ ସୋମବାର ମୃତ୍ୟୁ ଦଣ୍ଡାଦେଶ ମିଳିଥିଲା। ଢାକାରେ ଆଇସିଟି (ଅନ୍ତର୍ଜାତୀୟ ଅପରାଧ ଟ୍ରବ୍ୟୁନାଲ୍‌) ହସିନାଙ୍କୁ ମାନବତା ବିରୋଧୀ ଅପରାଧ ପାଇଁ ଦୋଷୀସାବ୍ୟସ୍ତ କରିବାପରେ ତାଙ୍କୁ ହତ୍ୟା ମାମଲା‌ରେ ମୃତ୍ୟୁ ଦଣ୍ଡାଦେଶ…
Read More...

ଖାତାକୁ ଆସିଲା ପିଏମ୍ କିସାନର ୨୧ତମ କିସ୍ତି, ଓଡ଼ିଶାରୁ ଉପକୃତ ହେଲେ ୩୪ ଲକ୍ଷରୁ ଅଧିକ ଚାଷୀ

PM Kisan: ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ସାମିଲ ଥିବା ଚାଷୀଙ୍କ ପାଇଁ ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନାରେ ଦେଶର କୋଟି କୋଟି ଚାଷୀଙ୍କ ଆକାଉଣ୍ଟକୁ ଆସିଛି ପିଏମ୍ କିସାନ ଯୋଜନାର ୨୧ତମ କିସ୍ତି । ପିଏମ୍ କିସାନ ଯୋଜନାରେ ସାମିଲ ଥିବା ଚାଷୀଙ୍କ…
Read More...

ଆଶେସ୍ ସରିଜ୍ ପାଇଁ ପ୍ଲେଇଂ-୧୨ ଖେଳାଳିଙ୍କ ନାମ ଘୋଷଣା କଲା ଇଂଲଣ୍ଡ

ନୂଆଦିଲ୍ଲୀ: ଚଳିତବର୍ଷ ଅଷ୍ଟ୍ରେଲିଆ ଟେଷ୍ଟ କ୍ରିକେଟର ସବୁଠାରୁ ଐତିହାସିକ ସିରିଜ୍ ଆଶେସ୍ ଆୟୋଜନ କରୁଛି । ଏହି ସିରିଜର ପ୍ରଥମ ମ୍ୟାଚ୍ ପର୍ଥ ଷ୍ଟାଡିୟମରେ ଆସନ୍ତା ନଭେମ୍ବର ୨୧ରେ ଖେଳାଯିବ । ସାରା ବିଶ୍ୱର କ୍ରିକେଟ୍ ପ୍ରେମୀ ଆଶେସ୍ ଆରମ୍ଭ ପାଇଁ ଉତ୍ସାହିତ ଥିବା ବେଳେ ସେପଟେ ଟେଷ୍ଟ…
Read More...

ଭାରତ ଆସିଲା ଅନମୋଲ ବିଷ୍ଣୋଇ, ବାବା ସିଦ୍ଦିକୀଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଙ୍କ ସାନଭାଇ ଅନମୋଲ ବିଷ୍ଣୋଇଙ୍କୁ ଆମେରିକାରୁ ଭାରତ ଅଣାଯାଇଛି। ଏନଆଇଏ ତାଙ୍କୁ ଗିରଫ କରିଛି। ଏନଆଇଏ ସୂତ୍ର ଅନୁଯାୟୀ ଅନମୋଲ ବିଷ୍ଣୋଇ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଅବତରଣ କରିଥିଲେ ଏବଂ ବର୍ତ୍ତମାନ ଏଜେନ୍ସିମାନେ ତାଙ୍କୁ ବିଭିନ୍ନ ମାମଲାରେ…
Read More...

ଉପମୁଖ୍ୟମନ୍ତ୍ରୀ ପାଇଁ ମନୋନୀତ ହେଲେ ଏହି ନେତା, ଆସନ୍ତା କାଲି ଶପଥ ସମାରୋହ

ବିହାର ବିଧାନସଭା ନିର୍ବାଚନ ପରେ, ଜେଡିୟୁ ନୀତିଶ କୁମାରଙ୍କୁ ପୁନଃ ନେତା ଭାବରେ ନିର୍ବାଚିତ କରିଛି। ଏହାର ଅର୍ଥ ନୀତିଶ କୁମାର ପରବର୍ତ୍ତୀ ସରକାରର ମୁଖ୍ୟମନ୍ତ୍ରୀ ହେବେ। ଏନଡିଏ ବିଧାୟକ ଦଳ ବୈଠକରେ ଯୋଗ ଦେବା ପୂର୍ବରୁ ନୀତିଶ କୁମାର ରାଜଭବନରେ ଇସ୍ତଫା ଦେବେ। ଏହି ସମୟରେ, ବିଜେପି ନେତା…
Read More...

ଓଡ଼ିଶା-ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଓଡ଼ିଶାର ବିଶାଳ ସ୍କୋର

କିଟ୍‌ କ୍ରିକେଟ୍ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା- ନାଗାଲାଣ୍ଡ ରଣଜୀ ଟ୍ରଫି ମ୍ୟାଚ୍‌ରେ ଘରୋଇ ଦଳର ବ୍ୟାଟ୍‌ସମ୍ୟାନ ମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ଯୁବ ଓପନର୍‌ ସ୍ବସ୍ତିକ ସାମଲ ଏବଂ ଅଧିନାୟକ ଶୁଭ୍ରାଂଶୁ ସେନାପତିଙ୍କ ଶତକ ସାହାଯ୍ୟରେ ଓଡ଼ିଶା ନାଗାଲାଣ୍ଡ ସମ୍ମୁଖରେ ୪୬୫ ରନ୍…
Read More...