Browsing Category

ଦେଶ ବିଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ

ଜୟପୁର: ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଣ୍ଟେନର ଓ ପିକ୍‌ ଅପ୍‌ ଭ୍ୟାନ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା । ଚାଲିଗଲା ୧୦ ଜଣଙ୍କ ଜୀବନ । ୧୦ ମୃତକଙ୍କ ମଧ୍ୟରେ ୩ ମହିଳା ଓ ୭ ଶିଶୁ ଥିବା ନେଇ ସୂଚନା । ଦୁର୍ଘଟଣାରେ ଆଉ ୨୦ ଗୁରୁତର ହସ୍ପିଟାଲରେ ଭର୍ତ୍ତି । ମନ୍ଦିରରୁ ଦର୍ଶନ…
Read More...

ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ମୁହଁ ଖୋଲିଲେ ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ଟ୍ରେଡ ଗୁଜବକୁ ନେଇ ସିଏସକେକୁ ଉତ୍ତର ମାଗିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ । ଆଇପିଏଲ ୨୦୨୬ ସିଜିନ ଆରମ୍ଭ ହେବା ପୂର୍ବରୁ ଗୁଜବକୁ ନେଇ ବିବାଦ ଦେଖାଦେଲାଣି । ଏବିଷୟରେ ଚେନ୍ନାଇ ସୁପରକିଙ୍ଗସ୍ କୁ ସ୍ପଷ୍ଟ ଉତ୍ତର…
Read More...

ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳକୁ ପଠାଇବା ନିର୍ଦ୍ଦେଶ ପରେ, ସୁପ୍ରିମକୋର୍ଟଙ୍କ ଚେତାବନୀ…

ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କୁ ଆଶ୍ରୟସ୍ଥଳକୁ ପଠାଇବା ପାଇଁ ନିର୍ଦ୍ଦେଶ ଦେବାର ଗୋଟିଏ ଦିନ ପରେ ମଙ୍ଗଳବାର ସୁପ୍ରିମକୋର୍ଟ କର୍ମଚାରୀ ଏବଂ ପରିଦର୍ଶକଙ୍କୁ କୋର୍ଟ ପରିସରରେ ବଳକା ଖାଦ୍ୟ ବନ୍ଦ ଡଷ୍ଟବିନରେ ପକାଯିବା ନିଶ୍ଚିତ କରିବାକୁ କହିଛନ୍ତି। ଯାହା ଦ୍ଵାରା ପଶୁ କାମୁଡ଼ା…
Read More...

ଗିରଫ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୬ ସଦସ୍ୟ

ନୂଆଦିଲ୍ଲୀ: ଗିରଫ ହେଲେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ୬ଜଣ ସଦସ୍ୟ । ବିଷ୍ଣୋଇ ଗ୍ୟାଙ୍ଗର ୬ ଜଣ କୁଖ୍ୟାତ ଅପରାଧୀ ରାଜସ୍ଥାନରୁ ଗିରଫ କରିଛି ପୋଲିସ । ରାଜସ୍ଥାନ ପୋଲିସର ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ ଲରେନ୍ସ ଗ୍ୟାଙ୍ଗର କୁଖ୍ୟାତ ଅପରାଧୀମାନଙ୍କୁ ଧରିଛି। ଗିରଫ ୬ ଜଣଙ୍କ ମଧ୍ୟରେ ତିନି…
Read More...

ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌

ଭୁବନେଶ୍ଵର: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକଚରିଂ ୟୁନିଟ୍‌ । କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ନେଇ କେନ୍ଦ୍ର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସୂଚନା । ଭୁବନେଶ୍ବରରେ ହେବ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌ । ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର…
Read More...

ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ

ରିପୋର୍ଟର୍ସ ଟୁଡେ ବ୍ୟୁରୋ; ପୁଣି ବିବାହ କରିବାକୁ ଯାଉଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡ । ବିଶ୍ୱ ପ୍ରସିଦ୍ଧ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନ ରୋନାଲ୍ଡୋଙ୍କର ସରିଲା ନିର୍ବନ୍ଧ । ଖୁବଶିଘ୍ର ବାନ୍ଧବୀ ଜର୍ଜିନା ରଡ୍ରିଗ୍ସଙ୍କୁ ବିବାହ କରିବାକୁ ସେ ଯାଉଛନ୍ତି । ତେବେ ତାଙ୍କର ନିର୍ବନ୍ଧ ଫଟୋ…
Read More...

ଗାଈକୁ ଜାତୀୟ ପଶୁ ଘୋଷଣା କରାଯିବା ପ୍ରଶ୍ନରରେ ଏସ୍ ପି ସିଂହ ବାଘେଲଙ୍କ ଉତ୍ତର…

ଭାରତରେ ଗାଈକୁ ଜାତୀୟ ପଶୁ ଘୋଷଣା କରିବା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ଏବେ କେନ୍ଦ୍ର ସରକାର ଖୋଲାଖୋଲି ଭାବରେ ଏହି ପ୍ରସଙ୍ଗରେ ନିଜର ମତ ପ୍ରକାଶ କରିଛନ୍ତି। କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ରାଷ୍ଟ୍ରମନ୍ତ୍ରୀ ଏସ୍ ପି ସିଂହ ବାଘେଲ ମଙ୍ଗଳବାର ସଂସଦରେ କହିଛନ୍ତି ଯେ କେନ୍ଦ୍ର…
Read More...

ଭୋଟ୍ ଚୋରି ବିରୋଧରେ କଂଗ୍ରେସ କରିବ ବଡ ଆନ୍ଦୋଳନ

କେନ୍ଦ୍ରର ମୋଦି ସରକାର ଏବେ ଏକ କଠିନ ପରୀକ୍ଷା ଦେଇ ଗତି କରୁଛନ୍ତି । ମୋଦୀ ଏବେ ଦେଶ ଭିତରେ ଏବଂ ଦେଶ ବାହାରୁ ଆକ୍ରମଣର ଶିକାର ହେଉଛନ୍ତି । କଂଗ୍ରେସ ସମେତ ପ୍ରମୁଖ ବିରୋଧୀ ଦଳଗୁଡ଼ିକ SIR ଏବଂ ଭୋଟ ଚୋରି ଉପରେ ସରକାରଙ୍କୁ ଆକ୍ରମଣ କରୁଛନ୍ତି , ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…
Read More...

କୁକୁର ବନ୍ଧ୍ୟାକରଣକୁ ନେଇ ସୁପ୍ରିମକୋର୍ଟକୁ ରାହୁଲ ଗାନ୍ଧୀଙ୍କ କଡା ଜବାବ୍

ଦିଲ୍ଲୀ-ଏନସିଆରରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ସୁପ୍ରିମକୋର୍ଟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କୁକୁରଙ୍କ ସଂଖ୍ୟା ବୃଦ୍ଧିର ସମସ୍ୟାର ସମାଧାନ ପାଇଁ, କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ୮ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରଙ୍କୁ ଧରି କୁକୁର ଆଶ୍ରୟସ୍ଥଳରେ ରଖାଯାଉ।…
Read More...

ଏସିଆ କପ ଖେଳିବା ପାଇଁ ହାର୍ଦ୍ଦିକ ଦେବେ ଫିଟନେସ ଟେଷ୍ଟ

ନୂଆଦିଲ୍ଲୀ:- ସେପ୍ଟମ୍ବର ୯ରୁ ୨୮ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ ଏସିଆ କପ । ଏଥିପାଇଁ ଏବେ ଦଳ ଚୟନ ପ୍ରକ୍ରିୟା ଆରମ୍ଭ କରିଛି ଭାରତୀୟ ଚୟନ କମିଟି । ତେବେ  ଏସିଆ କପରେ ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବା ନେଇ ଏବେ ବି ସନ୍ଦେହ ରହିଛି । ପାଖାପାଖି ୨ ମାସ ହେବ ହାର୍ଦ୍ଦିକ…
Read More...