Browsing Category
ଦେଶ ବିଦେଶ
ଆଫଗାନିସ୍ତାନ ଉପରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍, ସୀମା ବିବାଦ ଏବେ ଚରମ ସୀମାରେ
ନୂଆଦିଲ୍ଲୀ: Pakistan ଓ Afghanistan ମଧ୍ୟରେ ଚାଲିଥିବା ସୀମା ବିବାଦ ଏବେ ଭୟଙ୍କର ରୂପ ନେଇଛି। ପାକିସ୍ତାନ ବାୟୁସେନା ଆଜି ସକାଳୁ ଆଫଗାନିସ୍ତାନର ରାଜଧାନୀ Kabul ଓ Kandahar ସମେତ ଅନ୍ୟାନ୍ୟ ଅଞ୍ଚଳରେ ଜୋରଦାର ଏୟାରଷ୍ଟ୍ରାଇକ୍ କରିଛି। ଖବର ଅନୁସାରେ, ପୂର୍ବରାତିରେ Taliban ସେନା…
Read More...
Read More...
ସିମ୍ ନଥିଲେ ଚାଲିବନି ହ୍ଵାଟ୍ସଆପ୍, କେନ୍ଦ୍ର ସରକାରଙ୍କ ବଡ଼ ନିୟମ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ପୁଣିଥରେ ସିମ୍-ବାଇଡିଂ ନିମରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି । ଆଉ ନିୟମ ଅନୁଯାୟୀ, ଏଣିକି ବିନା ସିମରେ ଚାଲିବନି ହ୍ବାଟସଆପ୍ । ମାର୍ଚ୍ଚ ୧ ତାରିଖରୁ ଏହି ନିୟମ ଲାଗୁ ହେବ । ମାର୍ଚ୍ଚ ୧ରୁ ସମସ୍ତ ମେସେଜିଂ ପ୍ଲାଟଫର୍ମରେ ଏହି ସିଷ୍ଟମକୁ…
Read More...
Read More...
ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଶୁକ୍ରବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନୂଆଦିଲ୍ଲୀ ଭାଜପା ମୁଖ୍ୟାଳୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟି ଓଡ଼ିଶାର ଦଳର ସାଂଗଠନିକ ସ୍ଥିତି ଓ ସମନ୍ବୟ ଉପରେ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକ ପରେ ମୁଖ୍ୟମନ୍ତ୍ରୀ…
Read More...
Read More...
ପରଲୋକରେ ଭାରତୀୟ କ୍ରିକେଟର ରିଙ୍କୁ ସିଂଙ୍କ ବାପା ଖାଚେନ୍ଦ୍ର ସିଂ ।
ଆଉ ନାହାନ୍ତି କ୍ରିକେଟର ରିଙ୍କୁ ସିଂହଙ୍କ ପିତା ଖଚେନ୍ଦ୍ର ସିଂହ । ସେ ଗ୍ରେଟର ନୋଏଡାର ଯଥାର୍ଥ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରିଙ୍କୁ ସିଂହଙ୍କ ପିତା ଖାଚେନ୍ଦ୍ର ସିଂହ ଷ୍ଟେଜ ୪ ଯକୃତ କର୍କଟରେ ପୀଡ଼ିତ ଥିଲେ । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନିକଟରେ ଖରାପ ହୋଇଥିଲା, ଯାହା…
Read More...
Read More...
ହାର୍ଦ୍ଦିକ-ଅଭିଷେକଙ୍କ ଦମଦାର ଅର୍ଦ୍ଧଶତକ, ଜିମ୍ବାୱେକୁ ଦେଲେ ୨୫୭ ଟାର୍ଗେଟ୍
ଚେନାଇ: ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର-୮ ପର୍ଯ୍ୟାୟରେ ଆଜି ଚେନ୍ନାଇର ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଭାରତ ଓ ଜିମ୍ବାୱେ ମଧ୍ୟରେ ରୋମାଞ୍ଚକର ମ୍ୟାଚ୍ ଖେଳାଯାଉଛି। ଟସ୍ ଜିତି ଜିମ୍ବାୱେ ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍ ହରାଇ…
Read More...
Read More...
ଅପରେସନ ସିନ୍ଦୂର ପରେ ଅପରେସନ ସିନ୍ଦୂର ୨.୦
ବିଶ୍ୱ ଦେଖିବ ଭାରତର ପରାକ୍ରମ ପଣ ଅପରେସନ ସିନ୍ଦୂର ପରେ ଏବେ ଅପରେସନ ସିନ୍ଦୂର ୨.୦ । । ଥରହର ହେବ ଶତ୍ରୁ । ଆକାଶରୁ ହେବ ନିଆଁ ବର୍ଷା । ଛାରଖାର ହେବ ଶତ୍ରୁ ସୈନ୍ୟ । ମାଟିରେ ମିଶିଯିବ ଖାସ୍ କରି ପାକିସ୍ତାନ । କାରଣ ଏଥର ଆଉ ତ୍ରାହି ନାହିଁ । ପୁଣି ଥରେ ପାକିସ୍ତାନକୁ ସ୍ପଷ୍ଟ ଚେତାବନୀ…
Read More...
Read More...
ୱେଷ୍ଟଇଣ୍ଡିଜକୁ ହରାଇ ସେମିରେ ପ୍ରବେଶ କଲା ଦକ୍ଷିଣ ଆଫ୍ରିକା
ଟି ୨୦ ବିଶ୍ବକପ୍ ସେମିରେ ପ୍ରବେଶ କଲା ସାଉଥ୍ ଆଫ୍ରିକା । ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ କାରିବିଆନ ଦଳକୁ ୯ ୱିକେଟରେ ହରାଇ ଆଫ୍ରିକା ସେମିଫାଇନାଲ ରେସ୍ ରେ ନିଜକୁ ଆହୁରି ମଜବୁତ କରିଛି। କେବଳ ଆଫ୍ରିକା ନୁହେଁ ବରଂ ଏହି ବିଜୟ ଭାରତୀୟ ପ୍ରଶଂସକଙ୍କ ମନରେ ମଧ୍ୟ…
Read More...
Read More...
ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନର ଶିଳାନ୍ୟାସ ହୋଇଛି…
ନୂଆଦିଲ୍ଲୀର ଚାଣକ୍ୟପୁରୀସ୍ଥିତ କୌଟିଲ୍ୟ ମାର୍ଗରେ ଓଡ଼ିଶା ଭବନର ଶିଳାନ୍ୟାସ ହୋଇଛି। ₹ 93.27 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ପ୍ରସ୍ତାବିତ କୋଠା ରାଜ୍ୟର ସମୃଦ୍ଧ ଇତିହାସ, କଳା ଏବଂ ସଂସ୍କୃତିକୁ ପ୍ରତିଫଳିତ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ…
Read More...
Read More...
ସାରା ବିଶ୍ୱକୁ ବଦଳାଇବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ: ମୋଦି
ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଥିବା ଐତିହାସିକ ବୈଠକ ପରେ ଭାରତ-ଇସ୍ରାଏଲ ସମ୍ପର୍କକୁ “ବିଶେଷ ରଣନୈତିକ ସହଭାଗୀତା”କୁ ଉନ୍ନତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଦୁଇ…
Read More...
Read More...
ପୁସ୍ତକ ତ୍ରୁଟିକୁ ନେଇ ଦୁଃଖ ପ୍ରକାଶ କଲା NCERT, କହିଲା ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ପୁସ୍ତକ ତ୍ରୁଟି…
ନୂଆଦିଲ୍ଲୀ: NCERT ପକ୍ଷରୁ ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ପୁସ୍ତକରେ ଥିବା ତ୍ରୁଟିକୁ ନେଇ ଦୁଃଖ ପ୍ରକାଶ କରାଯାଇଛି। ସଂସ୍ଥା କହିଛି ଯେ, ଏହି ତ୍ରୁଟି କୌଣସି ଉଦ୍ଦେଶ୍ୟମୂଳକ ନୁହେଁ ଏବଂ ଅନାବଶ୍ୟକ ଅଧ୍ୟାୟ ପୁସ୍ତକରେ ସ୍ଥାନ ପାଇଥିବାରୁ ଏପରି ପରିସ୍ଥିତି ଉଦ୍ଭବ ହୋଇଛି। ଏହି ଘଟଣାକୁ ନେଇ…
Read More...
Read More...