Browsing Category

ଦେଶ ବିଦେଶ

ମହାକାଶ ଯାତ୍ରାର ଆକର୍ଷଣୀୟ ଅଭିଜ୍ଞତା ସେୟାର କଲେ ଶୁଭାଂଶୁ ଶୁକ୍ଳା

ଭାରତକୁ ଫେରିବା ପରେ ମୋଦୀଙ୍କୁ ସାକ୍ଷାତ କଲେ ଶୁଭାଂଶୁ ଶୁକ୍ଳା । ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ପାଦ ଦେଇଥିବା ପ୍ରଥମ ଭାରତୀୟ ମହାକାଶଚାରୀ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ।  ସୋମବାର ଉଭୟଙ୍କ ମଧ୍ୟରେ ଏହି ସାକ୍ଷାତ…
Read More...

ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲନ୍‌ସ୍କି ଭେଟଘାଟ୍, ମିଳିପାରେ ନୂଆ ଆଶାର କିରଣ

ୱାଶିଂଟନ: ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ୍‌-ଜେଲନ୍‌ସ୍କି ବୈଠକ । ରୁଷିଆ-ୟୁକ୍ରେନ ଯୁଦ୍ଧ ବନ୍ଦ ନେଇ ହୋଇଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା । ଯଦି ସବୁ ଠିକ୍‌ ଚାଲେ ତାହେଲେ ତ୍ରିପାକ୍ଷିକ ବୈଠକ ହେବ ବୋଲି କହିଛନ୍ତି ଟ୍ରମ୍ପ୍‌ । ୟୁକ୍ରେନବାସୀ ଯୁଦ୍ଧ ପାଇଁ ଅନେକ ଦୁର୍ଦ୍ଦଶା ଭୋଗିଲେଣି । ରୁଷିଆ…
Read More...

ଫୋନ୍ କଲ୍ ପାଇଁ ପୁଟିନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୋଦୀ…

ଆଜି ଅର୍ଥାତ ସୋମବାର ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ। ଆଲାସ୍କାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ହୋଇଥିବା ସାମ୍ପ୍ରତିକ ସାକ୍ଷାତ ବିଷୟରେ ପୁଟିନ ମୋଦୀଙ୍କୁ ସୂଚନା ଦେଇଥିଲେ। ପ୍ରକୃତରେ ଟ୍ରମ୍ପ…
Read More...

ସ୍କୁଲଗୁଡ଼ିକୁ ବୋମା ମାରିବାର ବାରମ୍ବାର ଧମକ କାହିଁକି… ଦିଲ୍ଲୀର ବିଜେପି ସରକାରଙ୍କୁ କେଜରିୱାଲଙ୍କ ପ୍ରଶ୍ନ

ଦିଲ୍ଲୀରେ ପୁଣି ଥରେ ସ୍କୁଲକୁ ବୋମା ଧମକ । ବାରମ୍ବାର ଦିଲ୍ଲୀ ସ୍କୁଲକୁ ବୋମା ଧମକ ମାଡ ମିଳିବା ପରେ ଆମ ଆଦମୀ ପାର୍ଟି ଦିଲ୍ଲୀ ସରକାରଙ୍କ ଉପରେ କଠୋର ଆକ୍ରମଣ କରିଛି। ଦ୍ୱାରକାର ଦୁଇଟି ସ୍କୁଲ ଏବଂ ଗୋଟିଏ କଲେଜକୁ ବୋମା ମାଡ଼ କରିବାର ଧମକ ପାଇବା ପରେ ଆପର ଜାତୀୟ ସଂଯୋଜକ ଅରବିନ୍ଦ…
Read More...

୨୦୨୬ରେ ଦେଶରେ ଆରମ୍ଭ ହେବ ଜନଗଣନା

ଆସନ୍ତା ବର୍ଷ ଅର୍ଥାତ ୨୦୨୬ରେ ଦେଶରେ ଆରମ୍ଭ ହେବ ଜନଗଣନା । ପ୍ରଥମେ ତୁଷାରପାତ ହେଉଥିବା ଅଞ୍ଚଳରୁ ଜନଗଣନା କରାଯିବ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରୀ କରାଯାଇଛି । 2026 ଅକ୍ଟୋବର 1  ଲଦାଖ ଭଳି ତୁଷାରପାତ ଅଞ୍ଚଳରେ ଓ 2027 ମାର୍ଚ୍ଚ 1 ରେ ଦେଶର ଅନ୍ୟାନ୍ୟ…
Read More...

ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ କଥା ହେଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉପ ରାଷ୍ଟ୍ରପତି ନିର୍ବାଚନ ପାଇଁ ଏନଡିଏ ପ୍ରାର୍ଥୀ ସି.ପି ରାଧାକ୍ରିଷ୍ଣନଙ୍କୁ ସମର୍ଥନ କରିବାକୁ ବିଜେଡି ବିରୋଧୀ ଦଳନ ନେତା ନବୀନ ପଟ୍ଟନାୟକଙ୍କ ସହ କଥା…
Read More...

ଭାରତ କ’ଣ ତାମିଲନାଡୁରୁ ତୃତୀୟ ଉପରାଷ୍ଟ୍ରପତି ପାଇବ କି ? ଜାଣନ୍ତୁ ପ୍ରଥମ ଦୁଇ ଜଣ କିଏ?

ଉପରାଷ୍ଟ୍ରପତି ପଦ ପାଇଁ NDA ତାମିଲନାଡୁର ସିପି ରାଧାକୃଷ୍ଣନଙ୍କୁ ପ୍ରାର୍ଥୀ କରିଛି। ଜଗଦୀପ ଧନଖରଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଥିଲା। ଦୌଡ଼ରେ ଅନେକ ନାମ ଆସିଥିଲା କିନ୍ତୁ ରାଧାକୃଷ୍ଣନଙ୍କ ନାମ ଚୂଡ଼ାନ୍ତ ହୋଇଥିଲା। ବିଜେପି ସଂସଦୀୟ ବୋର୍ଡର ବୈଠକ ପରେ, ଜେପି ନଡ୍ଡା ଆନୁଷ୍ଠାନିକ…
Read More...

ସି.ପି ରାଧାକ୍ରିଷ୍ଣନ ହେଲେ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା NDA । ସି.ପି ରାଧାକ୍ରିଷ୍ଣନ ଏନ୍‌ଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ । ଏନେଇ ଘୋଷଣା କଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା । ରାଧାକ୍ରିଷ୍ଣନ ୨୧ ଅଗଷ୍ଟରେ ନାମାଙ୍କନ ଦାଖଲ କରିବେ । ଏହି ଅବସରରେ ଏନଡିଏ ଶାସିତ ରାଜ୍ୟର ସମସ୍ତ…
Read More...

ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ଘୋଷଣା

ଜଗଦୀପ ଧନଖରଙ୍କ ଇସ୍ତଫାର ସପ୍ତାହକ ପରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (NDA) ରବିବାର ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନଙ୍କୁ ଭାରତର ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ ଭାବରେ ଘୋଷଣା କରିଛି। ଉପରାଷ୍ଟ୍ରପତି ନିର୍ବାଚନ ସେପ୍ଟେମ୍ବର 9 ରେ ହେବାକୁ ଯାଉଛି, ଏବଂ ନାମାଙ୍କନର ଶେଷ…
Read More...

ଭୋଟଚୋରି ଅଭିଯୋଗ ରେ ରାହୁଲ ଗାନ୍ଧିଙ୍କ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ

ନୂଆଦିଲ୍ଲୀ:- ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା କରାଯାଇଥିବା ଭୋଟ ଚୋରି ଅଭିଯୋଗକୁ ନେଇ  ସାମ୍ବାଦିକ ସମ୍ମିଳନୀରେ ନିର୍ବାଚନ କମିଶନ ସ୍ପଷ୍ଟ ଜବାବ ଦେଇଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ‘ଜଣେ ଯଦି କହିବ ଯେ ଭୋଟର ତାଲିକାରେ ଜଣେ…
Read More...