(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : କଂଗ୍ରେସ ଦଳର ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୁରଭଞ୍ଜ ଜିଲ୍ଲାରୁ ୭୦ ରୁୁ ଉଦ୍ଦ୍ୱର୍ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ବ୍ଲକ ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷମାନେ ଆଜି କଂଗ୍ରେସ ଭବନଠାରେ ପିସିସି ସଭାପତିଙ୍କ ଉପସସ୍ଥିତିରେ ବିଧିବଧଭାବେ କଂଗ୍ରେସରେ ଯୋଗ ଦେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସେମାନଙ୍କୁୁ ସ୍ୱାଗତ କରିବା ସହ ଏମାନଙ୍କ ଯୋଗଦାନ ଓଡିଶାର ବିକାଶ ସଙ୍ଗେ ସଙ୍ଗେ କଂଗ୍ରେସ ଦଳକୁୁୁ ଆଗକୁ ନେବ ।