ସୁନ୍ଦରଗଡରେ ଅଦିନିଆ ବର୍ଷା , ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ସୁନ୍ଦରଗଡ : ୩ ଦିନ ହେଲା ସୁନ୍ଦରଗଡରେ ଅଦିନିଆ ବର୍ଷା ଲାଗି ରହିଛି । ତାକୁ ଦୃଷ୍ଟରେ ରଥି ସୁନ୍ଦରଗଡ ଜିଲ୍ଲାପାଳ ଡ. ପରାଗ ହର୍ଷଦ ଗାଭାଲି ଆଜି ସମସ୍ତ ସ୍କୁଲକୁ ଦିନିକିଆ ଛୁଟି ଘୋଶଣା କରିଛନ୍ତି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ସମସ୍ତ ସ୍କୁଲକୁ ସୁଚିତ କରାଇ ଦିଆଯାଇଛି ।
Read More...

ଅନୁଗୋଳରେ ୬୧ ତମ ଗୃହରକ୍ଷୀ ଦିବସ ପାଳିତ

ଅନୁଗୁଳୁ : ଅନୁଗୁଳୁ ଗୃହରକ୍ଷୀ ପଡ଼ିଆଠାରେ ୬୧ ତମ ଗୃହରକ୍ଷୀ ଦିବସ ପାଳିତ ହୋଇ ଯାଇଛି । ଡିସେମ୍ବର ମାସ ୬ ତାରିଖ ଓଡିଶା ପୋଲିସ ପାଇଁ ଏବଂ ଓଡିଶା ଗୃହରକ୍ଷୀ ମାନଙ୍କ ପାଇଁ ଏକ ବଡ଼ ଦିନ । ସେହି ଗୃହରକ୍ଷୀ ମାନଙ୍କ ସେବାକୁ ସମ୍ମାନ ଜଣାଇ ଆଜି ଏହି ଦିବସ ପାଳନ ହୋଇ ଯାଇଥିବା ବେଳେ ଅନୁଗୋଳ…
Read More...

ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ , ଘଟଣାକୁ ଏଡାଇଲେ ଅଗ୍ନିଶମ ବାହିନୀ

କଟକ : ଜନଶତାବ୍ଦୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ  । ଭୁବନେଶ୍ବରରୁ ହାଓ୍ବଡ଼ା ଯାଉଥିବାବେଳେ କଟକ ଷ୍ଟେସନରେ ଅଗ୍ନିକାଣ୍ଡ ହୋଇଛି  ।  କଟକ ଷ୍ଟେସନରେ ଛିଡା ହୋଇଥିବାବେଳେ ଟ୍ରେନ୍ ବଗ ତଳୁ ଧୂଆଁ ବାହାରିବାର ଦେଖିବାକୁ ମିଳିଥିଲା । ତେବେ ଏତେ ମାତ୍ରାରେ ଧୂଆଁ ବାହାରୁଥିବା ଦେଖି ଯାତ୍ରୀ ଭୟବୀତ…
Read More...

ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲାରେ ଅର୍ଚ୍ଚନା ନାଗକୁ ଆଶ୍ୱସ୍ତି : ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର : ଅର୍ଚ୍ଚନା ନାଗକୁ ବଡ ଆଶ୍ୱସ୍ତି । ଇଡି ମାମଲାରେ ଅର୍ଚ୍ଚନାଙ୍କୁ ହାଇକୋର୍ଟ ପକ୍ଷରୁ ଜାମିନ୍ । ପୂର୍ବରୁ ୨ଟି ମାମଲାରରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାଲଲାରେ ଜାମିନ ମିଳିଥିବାରୁ ଖୁବଶୀଘ୍ର ଅର୍ଚ୍ଚନା ନାଗ ଜେଲରୁ ମୁକୁଳିପାରନ୍ତି । ପୂର୍ବରୁ ନୟାପଲ୍ଲୀ…
Read More...

ଜିଲ୍ଲା ସ୍ତରୀୟ ଜନଜାତି କ୍ରୀଡା ପ୍ରତିଯୋଗିତାରେ ବିଷମକଟକ ଚମ୍ପିୟାନ : ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା କଲେ…

ବିଷମକଟକ(ରବିନ୍ଦ୍ର କୁମାର ସାହୁ):ରାୟଗଡା ଜିଲ୍ଲା ସ୍ଥାନୀୟ ଜିସିଡି ଖେଳ ପଡିଆ ଠାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଆନୁକୂଲ୍ୟରେ ଜନଜାତି କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି I ଏହି ଅବସରରେ ପ୍ରତିଯୋଗିତାରେ ଭାଗ ନେଇଥିବା ବିଷମକଟକ ବ୍ଲକର ଭଲିବଲ ଖେଳାଳିମାନେ , ବିଷମକଟକ ଗୋଷ୍ଠୀ…
Read More...

ପୋଲିସ ହାତରେ ଆନ୍ତରାଜ୍ୟ ବାଇକ ଲୁଟେରା ଗ୍ୟାଙ୍ଗ, ୨୩ ବାଇକ ଜବତ

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ରୟାଲ ଏନଫିଲଡ଼ ବୁଲେଟ ଚୋର । ଭୁବନେଶ୍ୱର, କଟକ, ବୌଦ୍ଧ , ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରୁ ୨୩ ଦାମୀ ବାଇକ ଜବତ କରାଯାଇଛି । ୩ ଜଣ ଆନ୍ତଃରାଜ୍ୟ ବାଇକ ଲୁଟେରାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୁଲିସ୍ । ୨୩ ଦାମୀ ବାଇକ ମଧ୍ୟରୁ ୧୪ ଟି…
Read More...

କେଉଁଠି ରାସ୍ତାରେ ଲହଡି ଭାଙ୍ଗୁଛି ବର୍ଷା ପାଣି ତ କେଉଁଠି ବୁଡୁଛି ଏୟାରପୋର୍ଟ

ଚେନ୍ନାଇ : ବାତ୍ୟା ପ୍ରଭାବରେ ତାମିଳନାଡୁ ସମେତ ଆନ୍ଧ୍ରର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ବର୍ଷାରେ ବେହାଲ ହେଇଛି ଚେନ୍ନାଇର । ମୂଷଳଧାରରେ ବର୍ଷା ଯେଗୁଁ ଚାରିଆଡେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । କେଉଁଠି ରାସ୍ତା ଲହଡି ଭାଙ୍ଗୁଛି ବର୍ଷା ପାଣି ପାଣି ତ କେଉଁଠି ବୁଡୁଛି…
Read More...

ହୋ ଛାତ୍ର ସଂଘର ବାର୍ଷିକ ସମ୍ମିଳନୀ ‘ସେଏଲମିସା’ ଅନୁଷ୍ଠିତ

ରାଇରଙ୍ଗପୁର : ହୋ ଛାତ୍ର ସଂଘ ରାଇରଙ୍ଗପୁର ଶାଖାର ବାର୍ଷିକ ସମ୍ମିଳନୀ 'ସେଏଲମିସା' କୁସୁମୀ ବ୍ଲକର ସୁଲେଇପାଟଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିବର୍ଷ ଏହି ସମ୍ମିଳନୀ ବାମନଘାଟି ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । ସମାଜର ସମନ୍ୱୟ, ସହଯୋଗ ସ୍ଥାପନ ସହିତ ସମାଜର ସଂସ୍କୃତି…
Read More...

ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି. ମିଳିତ ସହଯୋଗରେ ଆଲୋଚନା ଚକ୍ର

ଭୁବନେଶ୍ବର : ୟୁନେସ୍କୋ ଏବଂ ଆଇ.ଆଇ.ଏମ୍.ଟି ଭୁବନେଶ୍ବର ମିଳିତ ସହଯୋଗରେ ଜୁମ୍ ମାଧ୍ୟମରେ ମାନବିକ ଅଧିକାର ଏବଂ ଆର୍ଥିକ ବ୍ୟବସ୍ଥା ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହି ଆଲୋଚନା ଚକ୍ରକୁ ଉଦ୍‌ଘାଟନ କରି ୟୁନେସ୍କୋ  ଲେକଚର ସିରିଜ୍ । ପ୍ରଫେସର ଫ୍ରାନ୍ସିସକୋ ଭିଗ୍ଲିଆରୋଳ ଦେଶର…
Read More...

ମିଜୋରାମର ୪୦ ବିଧାନସଭା ଆସନରେ ଭୋଟ ଗଣତି ଆରମ୍ଭ

ମିଜୋରାମ : ଆରମ୍ଭ ହୋଇଛି ମିଜୋରାମର ନିର୍ବାଚନର ଭୋଟ ଗଣତି । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କିଏ ସରକାର ଗଢିବ ତା ଉପରେ ନଜର ରହିଛି । ମିଜୋରାମରେ ଏବେ ସରକାର ଅଛି ଏମଏନଏଫ ବା ମିଜୋନେସନାଲ ଫ୍ରଂଟ । ହେଲେ ଏଗଜିଟ ପୋଲ ଅନୁସାରେ ଜୋରାମ ପିପୂଲ୍ସ ପ୍ରଂଂଟକୁ ଲୋକେ ଅଧିକ ପସନ୍ଦ…
Read More...