ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳାର ତୃତୀୟ ଦିନ

ଗଜପତି (ବିବେକାନନ୍ଦ ବେହେରା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା  ତୃତୀୟ ଦିନରେ  ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ବନଖଣ୍ଡ ଅଧିକାରୀ ଏସ ଆନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ…
Read More...

ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ କଞ୍ଚୁଡୁରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ

ଗଞ୍ଜାମ(ରଜନୀ କାନ୍ତ ପାତ୍ର) : ଗଞ୍ଜାମ ଜିଲ୍ଲା ହିଂଜିଳି କାଟୁ ନିର୍ବାଚନ ମଣ୍ଡଳୀ ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ  କଞ୍ଚୁଡୁ ଠାରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ହିଂଜିଳି ନିର୍ବାଚନ ମଣ୍ଡଳୀର ପ୍ରତିନିଧି ଶରତ ମହାପାତ୍ର ଉଦଘାଟନ…
Read More...

ନୁଆଁ ଯୋଜନାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ରଙ୍ଗେଈଲୁଣ୍ଡା ବ୍ଲକ ଅନ୍ତର୍ଗତ ଡୁରା ସ୍ଥିତ ରାମନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ନୂଆ ଓ ଯୋଜନାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ତିନି ଦିନ ଧରି ଅନୁଷ୍ଠିତ ହେବ। ଏହାର ଉଦଘାଟନୀ ଉତ୍ସବରେ…
Read More...

ପୁରୀରେ ଜଙ୍ଗଲୀ ଭାଲୁକୁ ଉଦ୍ଧାର କଲା ବନ ବିଭାଗ

ପୁରୀ : ପୁରୀ ଜିଲ୍ଲା ସତ୍ୟବାଦୀଭଣ୍ଡାର ଦଣ୍ଡା ଗ୍ରାମରେ ଜଙ୍ଗଲୀ ଭାଲୁକୁ ଉଦ୍ଧାର କଲା ବନ ବିଭାଗ । ଆଜି ସକାଳେ ଗ୍ରାମରେ ଏହି ଜନ୍ତୁ  ବୁଲୁଥିବା ବେଳେ ଲୋକମାନେ ଦେଖି ସ୍ଥାନୀୟ ଅଙ୍ଗନବାଡି କେନ୍ଦ୍ରରେ ଧରିରଖିଥିଲେ ପରେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଏହି…
Read More...

ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ସୁଦୃଶ୍ୟ ଲଘୁଚାପ : ୩ ନେଇପାରେ ବାତ୍ୟା ରୂପ

ଭୁବନେଶ୍ୱର : ଅବପାତ ରୂପ ନେଲା ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ।ଆସନ୍ତା ୩ରେ ବାତ୍ୟା ଆଶଙ୍କା ।୪ ସଂନ୍ଧ୍ୟା ବେଳକୁ ବାତ୍ୟା ଅତିକ୍ରମ ନେଇ ସମ୍ଭାବନା ।ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଘୂର୍ଣ୍ଣିବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପକୂଳରେ ୪…
Read More...

ସତ୍ୟନାରାୟଣପୁର  ଅଙ୍ଗନବାଡ଼ି କେନ୍ଦ୍ରରେ ଚୋରି ହୋଇଥିବା ଦେଖିବାକୁ ମିଳିଛି

ଗଞ୍ଜାମ (ରଜନୀକାନ୍ତ ପାତ୍ର) : ରଙ୍ଗେଈଲୁଣ୍ଡା ବ୍ଲକ ନାରାୟଣ ପୁର ପଞ୍ଚାୟତ ସତ୍ୟନାରାୟଣପୁର  ଅଙ୍ଗନବାଡ଼ି କେନ୍ଦ୍ରରେ ଚୋରି ହୋଇଥିବା ଦେଖିବାକୁ ମିଳିଛି l ଅଙ୍ଗନ ବାଡ଼ି କେନ୍ଦ୍ରରେ  ଥିବା  2 ଟି ଗ୍ୟାସ , ହାଣ୍ଡି, ଚାଉଳ, ପରିବା, ଡାଲି, ଛତୁଆ, ପିଲାମାନଙ୍କର ଖେଳନା, ସବୁ ସାମଗ୍ରୀ…
Read More...

ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟରେ ପରିବେଶ ଓ ଖଣିଜ ସଂପଦ ସଚେତନତା କାର୍ଯ୍ୟକ୍ରମ

ରାଇରଙ୍ଗପୁର : ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ  ସୋସାଇଟି ଅଫ୍ ଜିଓସାଇଣ୍ଟିଷ୍ଟ  ଏଣ୍ଡ ଟେକ୍ନୋଲୋଜିଷ୍ଟସ, ଘନଶ୍ୟାମ ମିଶ୍ର ଆଇରନ ଏଣ୍ଡ ଷ୍ଟିଲ ,ଵାଦାମପାହାଡ ଏବଂ ଘନଶ୍ୟାମ ମିଶ୍ର ଏଣ୍ଡ ସନସ୍ ପ୍ରାଇଭେଟ୍ ଲିମିଟେଡ ମିଳିତ ଆନୁକୂଲ୍ୟରେ ଆଞ୍ଚଳିକ ପରିବେଶ ଓ ଖଣିଜ ସମ୍ପଦ ସଚେତନତା…
Read More...

ଜଙ୍ଗଲରେ ବୁଲିଲା ବାଘ, ଭିଡ଼ିଓ ଭାଇରାଲ

କାକଟପୁର (ଆର୍ଯ୍ୟ ବିଶ୍ୱାଳ) : କାକଟପୁର ବ୍ଲକ ଆଜମପୁରରେ  ସୋସିଆଲ ମିଡ଼ିଆ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ I ଗାଁ ଜଙ୍ଗଲରେ ବୁଲୁଛି ହେଟା ବାଘ, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲୋକ ଭୟଭୀତ ଅଛନ୍ତି I ଜଙ୍ଗଲ ବିଭାଗ କହିବା କଥା ଏହା ଏକ ପ୍ରକାର ଜଙ୍ଗଲ ବିରାଡ଼ି I ଯାହା ସମ୍ପୂର୍ଣ୍ଣ…
Read More...

ବୁଧବାର ରାଜଧାନୀରେ ଛାଡଖାଇ : ଖାଇଗଲେ କୋଟିଏ ଟଙ୍କାର ମଟନ୍

ଭୁବନେଶ୍ୱର : ବୁଧବାର ରାଜଧାନୀରେ ଛାଡଖାଇ । ବିକ୍ରି ହେଲା କୋଟିଏ ଟଙ୍କାର ମଟନ୍ । ବୁଧବାର ରାଜଧାନୀ ଭୁବନେଶ୍ୱରରେ ଜମିଛି ଆମିଷ ବଜାର । ମିଳିଥିବା ତଥ୍ୟ ଅନୁସାରେ , ବୁଧବାର ରାଜଧାନୀରେ ଏକ ଲକ୍ଷ ଟଙ୍କାର ମଟନ ବିକ୍ରି ହୋଇଛି । ସେହିପରି ୮୫ ଲକ୍ଷ ଟଙ୍କାର ଚିକେନ୍ ଓ ୯୦ ଲକ୍ଷ ଟଙ୍କାର ମାଛ…
Read More...

ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଛେଉଛି ଅବପାତ ରୂପ: ଡିସେମ୍ବର ୨ରେ ବାତ୍ୟା

ଭୁବନେଶ୍ୱର : ଆସୁଛି ବାତ୍ୟା । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ନେଉଛି ଅବପାତର ରୂପ । ଡିମେସମ୍ବର ୨ରେ ବାତ୍ୟା ଆଶଙ୍କା । କିନ୍ତୁ ଗତି ପଥନେଇ ସ୍ପଷ୍ଟ ହେଇନି । ଓଡିଶାରେ ହାଲୁକାରୁ ମାଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି । ପାଣିପାଗ ବିଭାଗର ସୂଚନା ମୁତାବକ ଦକ୍ଷିଣ ପୂର୍ବ…
Read More...