ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ଅଭିଜିତଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି

କଟକ:- ଓଡ଼ିଆ ସଙ୍ଗୀତ ଜଗତର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଓ ସଂଗୀତକାର ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର । ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲରୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି । ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସକୁ…
Read More...

ପରିବାରିକ କଳହ ପାଇଁ ଗଲା ସ୍ତ୍ରୀର ଜୀବନ

ମୟୁରଭଞ୍ଜ:- ସ୍ତ୍ରୀକୁ ପଥରରେ ଛେଚି ହତ୍ୟାକଲା ସ୍ୱାମୀ । ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଚାଉଳଘୋରୀ ଗାଁରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ମହିଳା ହେଲେ ୨୭ବର୍ଷୀୟା ମୀନା ସିଂ । ବାଙ୍ଗିରିପୋଷି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ଅଭିଯୁକ୍ତ…
Read More...

ଆସନ୍ତା ୧୦ ତାରିଖରୁ ସରକାର ଆରମ୍ଭ କରିବେ ସଚେତନତା ମୂଳକ କାର୍ଯ୍ୟକ୍ରମ ‘ଜୀବନ ଜିନ୍ଦାବାଦ୍‌’

ଭୁବନେଶ୍ୱର:- ଆତ୍ମହତ୍ୟା ରୋକିବ ‘ଜୀବନ ଜିନ୍ଦାବାଦ୍‌’ । ଆସନ୍ତା ୧୦ ତାରିଖରୁ ସରକାର ଆରମ୍ଭ କରିବେ ସଚେତନତା ମୂଳକ କାର୍ଯ୍ୟକ୍ରମ । ଲୋକସେବା ଭବନରେ ବଡ଼ ବୈଠକରେ ଆଲୋଚନା  ।  ବିଭିନ୍ନ ଜିଲ୍ଲା ହେଡକ୍ବାର୍ଟରରେ ହେବ କାର୍ଯ୍ୟକ୍ରମ । ରାଜ୍ୟରେ ବଢୁଛି ଆତ୍ମହତ୍ୟା । ଏହାକୁ ରୋକିବା ପାଇଁ…
Read More...

୫ ଟି ପିକଅପ ଭ୍ୟାନ ଯୋଗେ ଗୋରୁ ଚାଲାଣ ହେଉଥିବା ବେଳେ ମାଡିବସିଲା ବସିଲା ପୋଲିସ

କରଞ୍ଜିଆ:- କରଞ୍ଜିଆ ୫୩ ନମ୍ବର ରାଜ୍ୟ ରାଜପଥ ର କେନ୍ଦୁଜିଆଣି ତେଲ ନଦୀ ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ୫ ଟି ପିକଅପ ଭ୍ୟାନ ଯୋଗେ ଗୋରୁ ଓ ମଇଁଷି ବୋଝେଇ କରି ଚାଲାଣ ହେଉଥିବା ବେଳେ ଠାକୁରମୁଣ୍ଡା ଥାନା ପୋଲିସ ଗାଡି ଗୁଡ଼ିକୁ ଜବତ କରିଛି । ବୋଝେଇ ହୋଇ ଯାଉଥିବା ୧୯ ଟି ଗୋରୁ ଓ ୧୭…
Read More...

ଜଗତଗୁରୁଙ୍କୁ ଭେଟି ପରାମର୍ଶ ସହ ଆଶିର୍ବାଦ ନେଲେ ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଅଧ୍ୟକ୍ଷ

ପୁରୀ:- ବିଶ୍ୱହିନ୍ଦୁ ପରିଷଦର ପୂର୍ବତନ ଆନ୍ତର୍ଜାତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରବୀଣ ଭାଇ ତୋଗାଡିଆ ଦୁଇଦିନିଆ ପୁରୀ ଗସ୍ତ ସାରି ଭୁବନେଶ୍ଵର ଫେରିଯିବା ର କାର୍ଯ୍ୟକ୍ରମ ରହିଛି । ତେବେ ସେ ଗତକାଲି ଗୋବର୍ଦ୍ଧନ ପୀଠରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟି ଦେଶର…
Read More...

ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ତିନି ମାଓବାଦୀ ଗିରଫ

ମାଲକାନଗିରି:- ସୀମାନ୍ତରେ ସୁରକ୍ଷାକୁ ମିଳିଲା ବଡ ସଫଳତା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ଚିନ୍ତାଗୁଫା ଥାନା ପେଣ୍ଟାପାଦ ଗ୍ରାମରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଜିଲ୍ଲା ପୋଲିସ ଓ ସିଆରପିଏଫ ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ ଜଣ…
Read More...

ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି

କଟକ:- ଆରମ୍ଭ ହୋଇଛି ପାର୍ବଣ ଋତୁ, ତେଣୁ କଟକ ସହରର ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପେଶାଦାର ଅପରାଧୀଙ୍କୁ ସ୍କାନରରେ ରଖିଛି କମିଶନରେଟ୍ ପୋଲିସ । ଏହି ସମୟରେ ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ସକିଲ୍ କରିଛି ଆତ୍ମସମର୍ପଣ । ମଙ୍ଗଳାବାଗ ଥାନାର ଏକ ମାମଲାରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟାର…
Read More...

ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ

ରାୟଗଡା:- ପୁଣି ଖକୀରେ ଲାଗିଲା ଦାଗ । ପୋଲିସର ଭୟ ଦେଖାଇ ଲୁଟି ବନ୍ଧା ହେଲେ ୩ ହୋମଗାର୍ଡ । ୩ ହୋମଗାର୍ଡଙ୍କ ସମେତ ୭ ଜଣଙ୍କୁ ଗିରଫ କରିଛି ରାୟଗଡା ଟାଉନ୍‌ ପୋଲିସ । ପରାଧୀ ମାନେ ଜଣେ ବ୍ୟବସାୟୀଙ୍କ ଠାରୁ ୯ ଲକ୍ଷ ଟଙ୍କା ଓ ସୁନା ଚେନ୍‌ ଲୁଟି ଥିଲେ । ପୋଲିସ ଭୟ ଦେଖାଇ ଲୁଟିଥିବା ନେଇ…
Read More...

ରେଳବାଇ ବୁକିଙ୍ଗ କାଉଣ୍ଟରରୁ ଗଞ୍ଜା ଚୋରେଇ ନେଲେ ଯୁବକ

ଭୁବନେଶ୍ୱର:- ଗଞ୍ଜା ଚୋରି ଅଭିଯୋଗରେ ଜଣେ ଗିରଫ। ଭୁବନେଶ୍ୱର ରୁ ବୁକିଂ ହେଇ ଯାଉଥିଲା ନାଗପୁର୍ ଗଞ୍ଜା। ଯାହାକୁ ବୁକିଙ୍ଗ କାଉଣ୍ଟରରୁ ଚୋରେଇ ନେଲେ ଯୁବକ। ରେଳବାଇ ସମ୍ପତ୍ତି ଚୋରି ଅଭିଯୋଗରେ ଜଣେ ଗିରଫ। ଗିରଫ ଯୁବକ ଜଣକ ହେଲେ ଓମ୍ ଦଳେଇ। ଓମ୍ ଦଳେଇଙ୍କୁ ଗିରଫ କରିଛି ଆର୍. ପି.ଏଫ୍। ତେବେ…
Read More...

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ

ମାଲକାନଗିରି:- ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ପୁଣି ବୁଡିଲା ପୋଲ । କାଙ୍କୁରୁକୋଣ୍ଡା ପୋଲ ଉପରେ ଚାରି ରୁ ପାଞ୍ଚ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହବା ସହ ୩୨୬ ନମ୍ବର ଜାତୀୟ ରାଜପଥର ଉପରେ ମଧ୍ୟ ବନ୍ୟା ପାଣି ପ୍ରଭାବିତ ହବାର ଦେଖିବାକୁ ମିଳିଛି । ଯାହା ଫଳରେ ୩୨୬ ନମ୍ବର…
Read More...