୨୦୨୭ ODI ବିଶ୍ୱକପ୍ ପାଇଁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କଲା ICC…

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଆସନ୍ତା ବର୍ଷ ଖେଳାଯିବାକୁ ଥିବା ୨୦୨୭ ODI ବିଶ୍ୱକପ୍ ଫର୍ମାଟରେ ଏକ ବଡ଼ ପରିବର୍ତ୍ତନ କରିଛି। ICC ଏକ ବିଜ୍ଞପ୍ତିରେ କହିଛି ଯେ ଏହି ପରିବର୍ତ୍ତନଗୁଡ଼ିକୁ ଏଡିନବର୍ଗରେ ଅନୁଷ୍ଠିତ ଏହାର ବାର୍ଷିକ ସାଧାରଣ ବୈଠକରେ (AGM) ଅନୁମୋଦନ କରାଯାଇଛି। ଆଗାମୀ…
Read More...

ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଜାତୀୟ ପାଠଚକ୍ର ଅନୁଷ୍ଠିତ…

ସତ୍ୟବାଦୀସ୍ଥିତ ଓଡ଼ିଆ ବିଶ୍ୱବିଦ୍ୟାଳୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୂଣ୍ୟ ଶ୍ରାଦ୍ଧୋତ୍ସବ ପାଳନ ଅବସରରେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ଓ ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ‘ସତ୍ୟବାଦୀ ସାହିତ୍ୟରେ ଶ୍ରୀଜଗନ୍ନାଥ  ଚେତନା’ ଶୀର୍ଷକ ଏକ ଜାତୀୟ ପାଠଚକ୍ର ଆୟୋଜିତ ହୋଇଯାଇଅଛି । କୁଳପତି…
Read More...

ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ନିତିନ ଗଡ଼କରୀଙ୍କ ବଡ଼ ବୟାନ…

ଏଥାନଲ ମିଶ୍ରିତ ପେଟ୍ରୋଲ କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ବଡ଼ ବୟାନ ଦେଇଛନ୍ତି। ସେ ଯେ, ଯେଉଁମାନେ ଗାଡ଼ିରେ ଏଥାନଲ ମିଶ୍ରିତ ପେଟ୍ରୋଲ ବ୍ୟବହାର କରିବାକୁ ଚାହୁଁନାହାନ୍ତି, ସେମାନେ ୧୦୦% ଶୁଦ୍ଧ ପେଟ୍ରୋଲ…
Read More...

ଶାରୀରିକ, ବୈଷୟିକ ଏବଂ କୃତ୍ରିମ ଶକ୍ତି ତାଲିମ ପାଉଛନ୍ତି ଆତଙ୍କବାଦୀ…

ପାକିସ୍ତାନରେ ଅବସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାର ଏକ ନୂତନ ରଣନୀତି ପ୍ରକାଶ ପାଇଛି। ଭାରତର ସବୁଠାରୁ ୱାଣ୍ଟେଡ୍ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ରାଣା ମହମ୍ମଦ ଅସଫାକ ବର୍ତ୍ତମାନ କେବଳ ଆତଙ୍କବାଦୀମାନଙ୍କୁ ଅସ୍ତ୍ରଶସ୍ତ୍ର ପରିଚାଳନା ତାଲିମ ଦେବାରେ ନିୟୋଜିତ ନୁହେଁ, ବରଂ ସେମାନଙ୍କୁ…
Read More...

ଧର୍ମଶାଳା ରଥଯାତ୍ରାରେ ବିଧାୟକ ହିମାଂଶୁ ଶେଖର ସାହୁ କରିବେ ଛେରା ପହଁରା…

ଯାଜପୁର ଜିଲ୍ଲା ଧର୍ମଶାଳାରେ ରଥଯାତ୍ରା ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ। ଏନେଇ ଭାଲୁଖାଇ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ଆସନ୍ତା ୧୬ ତାରିଖରେ ଧର୍ମଶାଳା ରଥଯାତ୍ରା ମହାଆଡ଼ମ୍ବର ସହକାରେ ପାଳିତ ହେବାକୁ ଯାଉଛି। ପ୍ରତିବର୍ଷ ପରି…
Read More...

ଆସୁଛି ନୂଆ ୧୦ କିଲୋଗ୍ରାମ ଏଲପିଜି ଗ୍ୟାସ ସିଲିଣ୍ଡର, ଜାଣନ୍ତୁ ଏହାର ଦାମ୍ କେତେ ହେବ…

ସରକାରୀ ତୈଳ ବଣ୍ଟନ କମ୍ପାନୀଗୁଡ଼ିକ (OMCs) ବଜାରରେ ଏକ ନୂତନ LPG ସିଲିଣ୍ଡର ଆଣିବା ବିଷୟରେ ବିଚାର କରୁଛନ୍ତି। ଏହି ସିଲିଣ୍ଡରଗୁଡ଼ିକର ଓଜନ 10 କିଲୋଗ୍ରାମ ହେବ ଏବଂ ଏହା ଘରେ ଘରେ ପହଞ୍ଚାଯିବ। ଯଦି ଅନୁମୋଦନ ମିଳେ, ତେବେ ଏହି ସିଲିଣ୍ଡରଗୁଡ଼ିକ ବାଣିଜ୍ୟିକ LPG ସହିତ ସମାନ ମୂଲ୍ୟରେ…
Read More...

ପାକିସ୍ତାନରୁ ଅଲଗା ହୋଇ ନିଜକୁ ସ୍ୱାଧୀନ ଘୋଷଣା କଲା ବେଲୁଚିସ୍ତାନ…

ବେଲୁଚିସ୍ତାନ ନିଜକୁ ଏକ ସ୍ୱାଧୀନ ଦେଶ ଘୋଷଣା କରିଛି, ଯାହା ପାକିସ୍ତାନ ପାଇଁ ଏକ ବଡ଼ ଝଟକା। ସୋସିଆଲ ମିଡିଆରେ ଏକ ବିବୃତ୍ତି ସେୟାର କରାଯାଇଛି ଯେଉଁଥିରେ ଦାବି କରାଯାଇଛି ଯେ ବେଲୁଚିସ୍ତାନକୁ "ବାଲୁଚିସ୍ତାନ ଗଣରାଜ୍ୟ" ନାମରେ ଏକ ସ୍ୱାଧୀନ ଦେଶ ଘୋଷଣା କରାଯାଇଛି। ଭାଇରାଲ ବିବୃତ୍ତିରେ…
Read More...

ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ଚୋରା ଚାଲାଣ ହେଉଥିବା ବେଳେ ଓଲଟିଲା ଭେନ…

ନର୍ଲା ଥାନା ଅନ୍ତର୍ଗତ ପରଭାଙ୍ଗି ଗ୍ରାମ ନିକଟରେ ମଙ୍ଗଳବାର ରାତ୍ର ସମୟରେ ଏକ ପିକପ ଭେନ ଗାଡି ନମ୍ବର୍ OD 18 P 8401 ଯୋଗେ ବକ୍ସାଇଟ୍ ଆଲୁମିନିୟମ ପାଉଡର ବସ୍ତା ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ଗାଡି ଟି ନର୍ଲା ଥାନା ଅନ୍ତର୍ଗତ ପରଭାଙ୍ଗି ଗ୍ରାମ ସ୍ଥିତ ବୁଲେଣି ଠାରେ ଭାରସାମ୍ୟ…
Read More...

ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ…

ଆସନ୍ତା ୨୪ ଘଂଟାରେ ସୃଷ୍ଟି ହେବ ଲଘୁଚାପ। ପ୍ରଭାବରେ ରାଜ୍ୟରେ ଭୀଷଣ ବର୍ଷା ପାଇଁ ରେଡ ଆଲର୍ଟ ଜାରି କଲା ପାଣିପାଗ ବିଭାଗ। ୪୮ ଘଣ୍ଟା ପାଇଁ ରେଡ ଆଲର୍ଟ ରହିଥିବା ବେଳେ ୪ ଦିନ ଯାଏ ପ୍ରବଳ ବର୍ଷା ନେଇ ଚେତାବନୀ ଦେଇଛି ପାଣିପାଗ ବିଭାଗ। ତେବେ ବର୍ତ୍ତମାନ ଉତ୍ତର ବଙ୍ଗୋପସାଗର ଓ ତା ପାଖପାଖି…
Read More...

ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ…

ରାୟଗଡ଼ା ଜିଲ୍ଲା ଗୁଣୁପୁର ନିକଟସ୍ଥ ଚୈତନ୍ୟଗୁଡ଼ା ନିକଟରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ମନ୍ଦିରରୁ ଫେରୁଥିବା ବେଳେ ବାଇକ୍ ଓ ସ୍କୁଟି ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଚିନ୍ତାଡା ରମେଶ (୫୦)ଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିବା ଜଣାପଡିଥିବା ବେଳେ।…
Read More...