ଅପରିଷ୍କାର ଓ ଦୁର୍ଗନ୍ଧରେ ଚଣ୍ଡିଖୋଲ ପରିବାହାଟ ଓ ଯାତ୍ରୀ ବିଶ୍ରାମ ଗାର

ବଡଚଣା / ବେଦପ୍ରକାଶ ନାୟକ : ଓଡ଼ିଶା ମାନଚିତ୍ରରେ ସ୍ଥାନ ଅଧିକାର କରିଥିବା ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଛକ ଓ ତାହାର ପରିବାହାଟ ଦୃଶ୍ୟ ନକହିବା ଭଲ। ଏହା ବ୍ୟବସାୟର ପେଣ୍ଠସ୍ଥଳୀ କିନ୍ତୁ ଏଠି ଯେଉଁଠି ଦେଖିବେ ସେଇଠି କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା । ଦୁର୍ଗନ୍ଧରେ ନାକ ଫାଟି ପଢ଼ୁଛି । ଏବେ…
Read More...

ସିବିଆଇରେ ହାଜର ହେଲେ ଦୁଇ ରେଳ କର୍ମଚାରୀ

ଭୁବନେଶ୍ୱର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଅନେକ ଦିନ ପୁରିଯାଇଥିଲେ ମଧ୍ୟ ଏବେ ବି କାହାରି ମନରୁ ଲିଭିନି ସେ ରାତିର କାରୁଣ ଦୃଶ୍ୟ । ସେପଟେ ତଦନ୍ତକୁ ଜୋରଦାର ଚଳାଇଚି ସିବିଆଇ । ଏପଟେ ସିବିଆଇରେ ହାଜର ହେଲେଣି ଦୁଇ ରେଳ କର୍ମଚାରୀ । ସେମାନଙ୍କ ମଧ୍ୟରେ ଷ୍ଟେସନ ମାଷ୍ଟର ଏ ଏସ ପଟ୍ଟନାୟକ ଓ…
Read More...

ବାଘୁଣୀ ‘ସାରା’ଅସୁସ୍ଥ

ଭୁବନେଶ୍ୱର: ନନ୍ଦନକାନନରେ ରହୁଥିବା ବାଘୁଣୀ ‘ସାରା’ ଅସୁସ୍ଥ ହୋଇଛି । ରକ୍ତହୀନତା ରୋଗରେ ଆକ୍ରନ୍ତ ହୋଇଛି ମହାବଳ ବାଘୁଣୀ । ବାଘୁଣୀ ସାରା କୁ ୧୭ବର୍ଷ ବୟସ ହୋଇଥିବା କୁହାଯାଉଛି । ବୟସାଧିକ କାରଣରୁ ସେ ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ ତାକୁ ସ୍ୱତନ୍ତ୍ର ଚାମ୍ବରରେ ରଖାଯାଇ ଚିକିତ୍ସା…
Read More...

ବିଏସଏଫ ଯବାନଙ୍କ ତରଫରୁ ମାଗଣା ସ୍ବାସ୍ଥ୍ୟ ଶିବିର

ବୈପାରିଗୁଡା/ ଯୋଗେନ୍ଦ୍ର ପଟ୍ଟନାୟକ: କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଦଣ୍ଡାବାଡି ପଞ୍ଚାୟତ ପଡାପଦର ଅଙ୍ଗନବାଡ଼ି କେନ୍ଦ୍ରରେ ମାଗଣା ସ୍ବାସ୍ଥ୍ୟ ଶିବିର ।  ୧୮୦ ବାଟାଲିୟନର  ବିଏସଏଫ ତରଫରୁ ଯବାନଙ୍କ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ଦ୍ଵିତୀୟ କମାଣ୍ଡୋ ସତେନ୍ଦ୍ର…
Read More...

ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩

ନୂଆ ଦିଲ୍ଲୀ: ଆଜି ଗର୍ବ ଆଉ ଗୌରବର ଦିନ । ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଲା ଚନ୍ଦ୍ରାୟାନ-୩ । ଆଜି ଦିନ ୨ଟା୩୫ରେ ସତୀଶ ଧାୱନ ଲଞ୍ଚ ପ୍ୟାଡରୁ ଏହି ରକେଟ ଉତକ୍ଷେପଣ କରାଯାଇଛି । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି। ଏହି ଲଞ୍ଚର ମାସକ ପରେ ଚନ୍ଦ୍ରୟାନ-୩ ତାର କକ୍ଷ ପଥରେ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଅଛନ୍ତି । ଗସ୍ତର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ତଥା ସାମରିକ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦି ଲିଜନ୍ ଅଫ୍ ଅନର୍’ରେ ବିଭୂଷିତ କରାଯାଇଛି। ‘ଏଲିଜି…
Read More...

ଆସନ୍ତା ୧୬ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ୟକୁ ଆସୁଛି ବର୍ଷା । ଆସନ୍ତା ୧୬ତାରିଖରେ ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଏହା ଘନୀଭୂତ ହୋଇ ଲଘୁଚାପର ରୂପ ନେଇପାରେ । ଲଘୁଚାପ ସୃଷ୍ଟି ପାଇଁ ପାଗ ଅନୁକୂଳ ରହିଥିବା ଅନୁମାନ କରାଯାଉଛି । ପରିବର୍ତ୍ତୀ ସମୟରେ ଏହା ଅବପାତରେ ପରିଣତ ହେବାର…
Read More...