ଗାଈ ଲଢେଇକୁ କେନ୍ଦ୍ର କରି ମାରଣାନ୍ତକ ଆକ୍ରମଣ ଜଣେ ଗୁରୁତର, ଥାନାରେ ମାମଲା

ବସ୍ତା/ଅଜିତ କୁମାର ସାହୁ : ମରିମରି ଯାଉଛି ମଣିଷ ପଣିଆ, ଆଉ ହଜି ଯାଉଛି ମାନବିକତା ସହିତ ଦୟା ଓ କ୍ଷମା । ଆଧୁନିକ ଶିକ୍ଷିତ ସଭ୍ୟ ସମାଜରେ ହିଂସା, ହଣା କଟା କମିବା ବଦଳରେ ବରଂ ଦିନକୁ ଦିନ କ୍ରମସ ବୃଦ୍ଧି ପାଉଛି। ସାମାନ୍ୟ ଗାଈ ଚରିବା ଓ ପରେ ପଘାରୁ ଖସି ଯାଇ ଅନ୍ୟ ଏକ ଗାଈ ସହିତ ଲଢେଇ…
Read More...

ଫେବ୍ରୁଆରୀରେ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ( ସିବିଏସଇ)ର ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ୨୦୨୪ ଫେବ୍ରୁଆରୀ ୧୫ତାରିଖରୁ ଆରମ୍ଭ ହେବ । ଯାହା ପାଖାପାଖି ୫୫ ଦିନ ଧରି ଚାଲି ୧୦ ତାରିଖରେ ସରିବ ବୋଲି କୁହାଯାଉଛି । ତେଣୁ ପରୀକ୍ଷା ପରିଚାଳନା କରୁଥିବା ଅନ୍ୟ ସଂସ୍ଥାଗୁଡିକ ଏହାକୁ…
Read More...

ସନ୍ଦେହ ଜନକ ଅବସ୍ତାରେ ଯୁବତୀଙ୍କ ମୃତ ଦେହ ଜବତ

କୋରାପୁଟ/ ସୁନ୍ଦର କୁମାର ପାଣି : ସନ୍ଦେହ ଜନକ ଅବସ୍ତାରେ ଆଦିବାସୀ ଯୁବତୀଙ୍କ ମୃତଦେହ ଜବତ । ଦଶମନ୍ତପୁର ଥାନା କାଟ୍ରାଆମ୍ବ ଗାଁରୁ ଜଣେ ଯୁବତୀଙ୍କ ମୃତ ଦେହ ଠାବ ହୋଇଛି । ଗାଁ ମୁଣ୍ଡରେ ଥିବା ପଥର ଉପରେ ଶୋଇଥିବା ପରି ଅବସ୍ଥାରେ ମିଳିଛି ମୃତ ଦେହ । ମୃତ ଦେହ ନିକଟରୁ ୨ଟି ବ୍ୟାଗ…
Read More...

ମୁନିଗୁଡା ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ କଲ୍ୟାଣ ସମିତି ବୈଠକ

ମୁନିଗୁଡା / ରବିନ୍ଦ୍ର କୁମାର ସାହୁ :ରାୟଗଡା ଜିଲ୍ଲା ମୁନିଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସଭାଗୃହରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଷମ କଟକ ବିଧାୟକ ଯଥା ଅନୁସୂଚୀତଜାତି ଓ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।…
Read More...

ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପ୍ରଧାନମନ୍ତ୍ରୀ

ଫ୍ରାନ୍ସ ଗସ୍ତ ଶେଷ କରିବା ପରେ ୟୁଏଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ଆବୁଧାବି ଏୟାରପୋର୍ଟରେ ପହଞ୍ଚବା ପାରେ ତାଙ୍କୁ ସେଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ମୋଦି ଏହି ସମୟରେ ୟୁଏଇର ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାଏଦଙ୍କୁ ସାକ୍ଷାତ କରିଥିଲେ । ତେବେ ମୋଦି ସେଠାରେ ଆନେକୁ…
Read More...

ଲାପଟପ୍ ଡିବିଟି ଯୋଜନାରେ ବଢିଲା ଆବେଦନର ତରିଖ

ଭୁବନେଶ୍ୱର: ଦ୍ୱାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଲାପଟପ କିଣିବାକୁ ସହାୟତା ରାଶି ଦେଉଛନ୍ତି ରାଜ୍ୟ ସରକାର । ଏହି ଲାପଟପ ଡିବିଟି ଯୋଜନାରେ ୧୫ହଜାର ମେଧାବୀ ଛାତ୍ରଛାତ୍ରୀଙ୍କୁ ଆର୍ଥିକ ସହାୟତା ଦିଆଯାଉଛି । ଏଥିପାଇଁ ଛାତ୍ରଛାତ୍ରୀ ମାନେ ଅନଲାଇନ ମାଧ୍ୟମରେ ଆବେଦନ କରୁଛନ୍ତି…
Read More...

ଭଞ୍ଜନଗର ଉପକାରାଗାରରେ ଜଣେ କଏଦୀଙ୍କ ମୃତ୍ୟୁ

ଭଞ୍ଜନଗର: କାରାଗାରରେ କଏଦୀଙ୍କ ମୃତ୍ୟୁ । ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାର ପରିସରରେ ଆଜି ଜଣେ କଏଦୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ବେଲଗୁଣ୍ଠା ଥାନା ତନରଡା ଗ୍ରାମର ଚରଣ ବେହେରା ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ଚରଣଙ୍କୁ ବେଲଗୁଣ୍ଠା ପୁଲିସ ଚାରି ଦିନ ତଳେ ଚୋରି ସଂକ୍ରାନ୍ତୀୟ…
Read More...

ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜିନ ବିକାଶ କରିବେ ଭାରତ ଓ ଫ୍ରାନ୍ସ

ଫ୍ରାନ୍ସ ଗସ୍ତରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଭାରତ ଓ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗକୁ ବୃଦ୍ଧି କରିବାକୁ ଦୁଇ ଦେଶ ଏକ ଗୁରୁତ୍ୱ ପୂର୍ଣ୍ଣ ଘୋଷଣା କରିଛି । ଉଭୟ ଦେଶ ମିଳିତ ଭାବେ ଯୁଦ୍ଧ ବିମାନ ଇଞ୍ଜନ ବିକାଶ କରିବାକୁ ଯାଉଛନ୍ତି ।ଏହା ଉଭୟ ଦେଶର…
Read More...

ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସ ଓ ୧୪୧ ରନରେ ହରାଇଲା ଭାରତ

ଡୋମିନିକାରେ ଚାଲିଥିବା ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତ ଜବରଦସ୍ତ ପ୍ରଦର୍ଶନ କରିଛି । ଭାରତ ଏକ ଇନିଂସ ୧୪୧ରନରେ ବିଜୟୀ ହୋଇଛି । ୱେଷ୍ଟଇଣ୍ଡିଜକୁ ୧୪୧ ରନରେ ପରାସ୍ତ କରି ସିରିଜ ୧-୦ରେ ଆଗୁଆ ରହଛିି ଭାରତ । ଏହି ମ୍ୟାଚରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଜବରଦସ୍ତ ବୋଲିଂରେ…
Read More...

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ସୁରଜର ମୃତ୍ୟୁ

ଦକ୍ଷିଣ ଆଫ୍ରିକାରୁ ଭାରତ ଆସିଥିବା ଚିତା ମଧ୍ୟରୁ ଜଣଙ୍କ ପରେ ଜଣଙ୍କର ଯାଛି ଜୀବନ । ମଧ୍ୟ ପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପୁଣି ଏକ ଚିତାର ମୃତ୍ୟୁ ଘଟିଛି । ଆଜି ସକାଳେ ପାର୍କ ଭିତରୁ ସୁରଜର ମୃତଦେହ ଉଦ୍ଧାର କରାଯାଇଛି । ବାଘଙ୍କ ରକ୍ଷଣା ବେକ୍ଷଣା ଦାୟିତ୍ୱରେ ଥିବା କର୍ମଚାରୀମାନେ…
Read More...