ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ବର୍ଷା

ଭୁବନେଶ୍ୱର : ତାତିରୁ ମିଳିଛି ଆଶ୍ୱସ୍ତି । ତାତି ଓ ଗୁଳୁଗୁଳିରୁ ତ୍ରାହି ପାଇଛନ୍ତି ରାଜ୍ୟବାସୀ । ରାଜ୍ୟରେ କାଳବୈଶାଖୀ ପ୍ରଭାବରେ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ଲାଗିରହିବ ବର୍ଷା । କିନ୍ତୁ ଆସନ୍ତା ୩ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ୪ ଓ ୫ ତାରିଖରେ…
Read More...

ICSE  ଦଶମ ଓ ISC ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପ୍ରକାଶ ପାଇଲା ରେଜଲ୍ଟ

ନୂଆଦିଲ୍ଲୀ : କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ସଜାମିନେସନ (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍ ସାର୍ଟିଫିକେଟ୍ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ICSE) ଦଶମ ଏବଂ ଇଣ୍ଡିଆନ୍ ସ୍କୁଲ ସାର୍ଟିଫିକେଟ୍ (ISC) ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି।…
Read More...

ଚାଷୀଙ୍କ ଖାତାକୁ ଗଲା CM କିଷାନ ଟଙ୍କା

ଭୁବନେଶ୍ୱର  :  ଖାତାକୁ ଗଲା ଟଙ୍କା । ଅକ୍ଷୟ ତୃତୀୟାରେ ଚାଷୀଙ୍କ ଖାତାକୁ CM କିଷାନ ଟଙ୍କା ପଠାଇଲେ ରାଜ୍ୟ ସରକାର । ପଞ୍ଜୀକୃତ ଚାଷୀଙ୍କ ଖାତାକୁ ୨ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପଠାଇଲେ ମୁଖ୍ୟମନ୍ତ୍ରୀ । ମୋଟ୍ ୫୦ ଲକ୍ଷ ୧୬ ଚାଷୀଙ୍କ ଖାତାକୁ ଟଙ୍କା ପଠାଯାଇଛି । ପବିତ୍ର ଅକ୍ଷୟ…
Read More...

ଉଦଘାଟିତ ହୋଇ ସାରିଥିଲେ ସୁଦ୍ଧା କାମରେ ଆସି ପାରିନାହିଁ ଟ୍ରାଫିକ ପୋଷ୍ଟ

ସୁବର୍ଣ୍ଣପୁର:  ସୁବର୍ଣ୍ଣପୁର ସହରରେ ଥିବା ୪ ଟ୍ରାଫିକ ପୋଷ୍ଟ ଦୀର୍ଘ ବର୍ଷ ହେଲା ଉଦଘାଟିତ ହୋଇ ସାରିଥିଲେ ସୁଦ୍ଧା କାମରେ ଆସି ପାରିନାହିଁ। ଫଳରେ ଅଧିକାଂଶ ସମୟରେ ଟ୍ରାଫିକ ସମସ୍ୟା ଦେଖା ଦେଉଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଲୋକସଂଖ୍ୟା ସାଙ୍ଗକୁ ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଆସନ୍ତାକାଲି ବସିବ CCS ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ବସିବ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ପହଲଗାମ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ କିଛି ବଡ଼ ନିଷ୍ପତ୍ତି ନିଆଯାଇପାରେ।   ମୋଦିଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଗୃହମନ୍ତ୍ରୀ…
Read More...

ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜୟନ୍ତୀ ଓ ଓକିଲ ଦିବସ ପାଳିତ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ମଧୁସୂଦନ ଦାଶଙ୍କ ଜୟନ୍ତୀ ଓ ଓକିଲ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ସୁବିଧା କେନ୍ଦ୍ର ପରିସର ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସଭାପତି ପ୍ରତାପ ପୁରୋହିତ ସଭାପତିତ୍ବ କରି ଆଇନଜୀବୀ ନିଷ୍ଠାର ସହ…
Read More...

ମହାରାଜ ବିରମିତ୍ରୋଦୟ ସିଂହ ଦେବ ଙ୍କ ୮୮ ତମ ଶ୍ରାଦ୍ଧ ଦିବସ ପାଳିତ

ସୁବର୍ଣ୍ଣପୁର  : ଓଡିଆ  ଭାଷା ଭିତ୍ତିକ ଆମ ରାଜ୍ୟ ଓଡ଼ିଶା ଗଠନ ରେ ସୋନପୁର ମହାରାଜା ବୀରମିତ୍ରୋଦୟ ସିଂହଦେବଙ୍କ ଅବଦାନକୁ ଅସ୍ବୀକାର କରାଯାଇ ନପାରେ। ସେହି ସମୟରେ ସବୁ କ୍ଷେତ୍ରରେ  ସାମଗ୍ରିକ ବିକାଶ ପାଇଁ ମହାରାଜା ପୁରା ସହଯୋଗ ଯୋଗାଇ ଦେଇଥିବା କଥା ଇତିହାସ ପୃଷ୍ଠାରୁ ଜଣାଯାଏ। ଏ…
Read More...

ଦନ୍ତାହାତୀ ଦଳି ଦେବାରୁ ଯୁବକଙ୍କ ମୃତ୍ୟୁ: ସରକାରୀ ସହାୟତା ଦାବି

ବସ୍ତା/ ଅଜିତ ସାହୁ: ହାତୀ ନେଲା ଯୁବକଙ୍କ ଜୀବନ । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୀମାନ୍ତ ରାସଗୋବିନ୍ଦପୁର ଥାନା ଅମରଦା ପଞ୍ଚାୟତ ର ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମରେ। ଦନ୍ତାହାତୀ ଦଳି ଦେବାରୁ ଯୁବକ ଙ୍କ ମୃତ୍ୟୁ ଘଟିଛି । ମୃତକ ହେଲେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ହେମନ୍ତ କୁମାର…
Read More...

ଯୁବକଙ୍କୁ ହତ୍ୟା କରି ରାସ୍ତାରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଗଞ୍ଜାମ /  ରଜନୀକାନ୍ତ ପାତ୍ର : ଯୁବକଙ୍କ ଗଳା କାଟି ହତ୍ୟା| ରାସ୍ତା କଡ଼ରେ ପଡ଼ି ରହିଛି ଯୁବକଙ୍କ ରକ୍ତାକ୍ତ ମୃତ ଦେହ|ନିକଟରେ ରାସ୍ତା ଉପରେ ରହିଛି ଯୁବକଙ୍କ ବୁଲେଟ|ଏହି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କେ.ନୂଆଗାଁ  ଥାନା ଧାନଘର ବାଳକୁମାରୀ ରାସ୍ତା ବ୍ରହ୍ମଣବନ୍ଧ…
Read More...

ଆଜି ସରୁଛି ଭିସାଧାରୀଙ୍କ ପାଇଁ ସମୟସୀମା

ଭୁବନେଶ୍ବର: ଜମ୍ମୁ-କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅନେକ କଡ଼ା ପଦକ୍ଷେପ ନେଉଛନ୍ତି ଭାରତ ସରକାର । ସେଥିମଧ୍ୟରୁ ଗୋଟିଏ ହେଲା ଅଟାରୀ-ବର୍ଡରକୁ ଅସ୍ଥାୟୀ ରୂପେ ବନ୍ଦ କରିବା ଏବଂ ପାକିସ୍ତାନ ନାଗରିକଙ୍କ ଭିସା ରଦ୍ଦ କରି ସେମାନଙ୍କୁ ୪୮ ଘଣ୍ଟା ଭିତରେ…
Read More...