ରେଙ୍ଗାଳବେଡାରେ ଫୁଟବଲ ଟୁର୍ନାମେଣ୍ଟ : ଏୟାର୍ସ ମାଷ୍ଟର ଟିମ ଚମ୍ପିୟାନ

ରାଇରଙ୍ଗପୁର/ ସତ୍ୟାନାରୟଣ ପାଲ  : ମୟୁରଭଞ୍ଜ ଜିଲ୍ଲାର  ବିଜାତଳା ବ୍ଲକ ଚଢେଇପାହାଡି ପଂଚାୟତ ରେଙ୍ଗାଳବେଡା ରେ ଯୁବକ ସଂଘ କ୍ଲର୍ବ ପକ୍ଷ ରୁ ଦୁଇ ଦିନ ଧରି ଫୁଟବଲ ଟୁର୍ନାମେଣ୍ଟ ହେଇଯାଇଛି lଟୁର୍ନାମେଣ୍ଟ ରେ 32 ଟି ଦଳ ଭାଗ ନେଇ ଥିଲେ l ଏୟାର୍ସ ମାଷ୍ଟର ଟିମ ଏବଂ ମହାଦେବଡି ଟିମ ମଧ୍ୟରେ…
Read More...

ପୁରୀ-ସାଗରଦ୍ଵୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ‘ଦାନା’

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାର ରୂପ ନେବା ପରେ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ମୁହାଁ ହେବ। ବାତ୍ୟା 'ଦାନା' ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ଵୀପ ମଧ୍ୟରେ କୌଣସି ଏକ ସ୍ଥାନରେ ସ୍ଥଳଭାଗ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା…
Read More...

ବାତ୍ୟା ପାଇଁ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହେବା ସମ୍ଭାବନା

ଭୁବନେଶ୍ୱର: ଓଡିଶା ମୁହାଁ ବାତ୍ୟା ‘ଦାନା’ । ବାତ୍ୟାର ମୁକାବିଲା ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ଶକ୍ତି ମନ୍ତ୍ରୀ କେ ଭି ସିଂହଦେଓ କହିଛନ୍ତି ଯେ ସମ୍ଭାବ୍ୟ କ୍ଷୟକ୍ଷତି ପାଇଁ ଶକ୍ତି ବିଭାଗ ପୂରା ପ୍ରସ୍ତୁତ ରହିଛି । ପ୍ରବଳ ପବନ ଯୋଗୁଁ ବିଦ୍ୟୁତ ଭିତ୍ତିଭୂମି ପ୍ରଭାବିତ ହେବାର…
Read More...

ସିଏମସିର କୌଣସି ଅଧିକାରୀ ମୁଖ୍ୟାଳୟ ଛାଡ଼ିପାରିବେନି; ମେୟର ସୁବାସ ସିଂ

କଟକ: ଆସୁଛି ବାତ୍ୟା 'ଦାନା' । ବାତ୍ୟା ଆସନ୍ତା ୨୩ ତାରିଖରେ ବାତ୍ୟା ସୃଷ୍ଟି ହୋଇ ୨୪ ତାରିଖ ସକାଳେ ଏହା ଓଡ଼ିଶା ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେବେ ଏହି ସାମୁଦ୍ରିକ ଝଡ ଭୀଷଣ ବାତ୍ୟାର ରୂପ ନେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନିକ…
Read More...

ସମଗ୍ର କଂଗ୍ରେସ ପରିବାର ଓ ରାହୁଲଙ୍କୁ କ୍ଷମା ପ୍ରାର୍ଥନା କଲେ ବୁଦ୍ଧାଦିତ୍ୟ

ଭୁବନେଶ୍ୱର: କ୍ଷମା ପ୍ରାର୍ଥନା କରିଛନ୍ତି ଓଲିଉଡ଼ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତି ଜନକ ମନ୍ତବ୍ୟ ଦେଇଥିବାରୁ କ୍ଷମା ପ୍ରାର୍ଥନା କରିଛନ୍ତି ବୁଦ୍ଧାଦିତ୍ୟ । ଭୁଲ ବଶତଃ ଏଭଳି ପୋଷ୍ଟ ହୋଇଥିବା ନେଇ ସେ କହିଛନ୍ତି ।…
Read More...

ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନରେ ବାତ୍ୟା ମୁକାବିଲା ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ।  ଆଜି ୪ ଟାରେ ରାଜସ୍ୱ ମନ୍ତ୍ରୀ , ମୁଖ୍ୟ ସଚିବ , ଏସଆରସି ଉପସ୍ଥିତିରେ ହେବ ଏହି ବୈଠକ ।  ସମ୍ଭାବ୍ୟ ବାତ୍ୟା ନେଇ ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକାଙ୍କ ସୂଚନା।ସ୍ଥଳଭାଗରେ ପବନର ବେଗ ଆକଳନ ହୋଇନି।…
Read More...

ଜଗନ୍ନାଥ ବସ୍ ଓ ପିକଅପ ବଲେରୋକୁ ଧକ୍କା ଦେଇ ରାସ୍ତାକଡରେ ଓଲଟିଲା ମହାକାଳ ନାମକ ଘରୋଇ ବସ୍

ମୋହନାରୁ /ତ୍ରିପତି ବିଷୋୟୀରତ୍ନ : ଜଗନ୍ନାଥ ବସ୍ ଓ ପିକଅପ ବଲେରୋ କୁ ଧକ୍କା ଦେଇ ରାସ୍ତାକଡରେ ଢଳିପଡିଲା ମହାକାଳ ନାମକ ଘରୋଇ ବସ୍ l ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ନିକଟସ୍ଥ ରାମଗଡ ଘାଟିରେ ବଡ ଦୁର୍ଘଟଣା ହୋଇଛି l ସୂଚନା ମୁତାବକ, ଜଗନ୍ନାଥ ନାମକ ଏକ ସରକାରୀ ବସ ପୁରୀ…
Read More...

ବାତ୍ୟା‘ଦାନା’ ର ଗତିପଥ ଉପରେ କଣ୍ଟ୍ରୋଲ ରୁମ୍ ତୀକ୍ଷଣ ନଜର

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ଆଖି ଆଗରେ ରଖି ଆଲଟରେ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ।  ‘ଦାନା’ ପାଇଁ ଏସଆରସିଙ୍କ କାର୍ଯ୍ୟାଳୟରେ  ଖୋଲିଯାଇଛି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ । ଯେଉଁ ଠାରେ ବାତ୍ୟାର  ଗତିପଥ ଉପରେ ନଜର ରହିଛି । ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର କାର୍ଯ୍ୟ ଉପରେ…
Read More...

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡପଡା ଥାନା SI 

ଖଣ୍ଡପଡା: ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ପୁଲିସ ବାବୁ। ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡିଲେ ଖଣ୍ଡପଡା ଥାନା ଏସଅ । ମଦ ବେପାରୀଠୁ ଲାଞ୍ଚ ନେଇ ଧରାପଡ଼ିଲେ SI  ଏସ୍‌କେ  ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଖଣ୍ଡପଡ଼ା ଥାନା SI  ଏସ୍‌କେ  ରେହମାନଙ୍କ ଧରିଛି ନୟାଗଡ଼ ଭିଜିଲାନ୍ସ…
Read More...

ଓଡ଼ିଆ ଝିଅ ଆରାଧନା ଦାସଙ୍କୁ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍-ଅପ୍ ମୁକୁଟ

ଦୁବାଇ: ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ପ୍ରତିଯୋଗିତାରେ ଓଡ଼ିଆ ଝିଅଙ୍କ କମାଲ । ଗତ ୮ ତାରିଖରେ ଦୁବାଇରେ ଅନୁଷ୍ଠିତ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟର ଦ୍ବିତୀୟ ସିଜିନ୍ ଫାଇନାଲରେ ଓଡ଼ିଆ ଝିଅ ଆରାଧନା ଦାସ ମିସେସ୍ ଇଣ୍ଡିଆ ମିଡିଲ୍ ଇଷ୍ଟ ଦ୍ୱିତୀୟ ରନର୍ସ ଅପ୍ ମୁକୁଟ ପିନ୍ଧିଛନ୍ତି । ମିସେସ୍…
Read More...