WPL 2026 ଫାଇନାଲ ତାରିଖ: କେବେ ଏବଂ କେଉଁଠି ହେବ ଟାଇଟଲ ଲଢ଼େଇ?

ମହିଳା ପ୍ରିମିୟର ଲିଗ୍ ୨୦୨୬ ର ଟାଇଟଲ୍ ମ୍ୟାଚ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ। ଲିଗ୍ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରି RCB ସିଧାସଳଖ ଫାଇନାଲରେ ପ୍ରବେଶ କରିଥିଲା। ଏଲିମିନେଟର ମ୍ୟାଚ୍ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଥିବା…
Read More...

ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ ସମୂର୍ଣ୍ଣତା ଅଭିଯାନ ଅନୁଷ୍ଠିତ

ଜିଲ୍ଲା ପ୍ରଶାସନ ଓ ନୀତି ଆୟୋଗ ପକ୍ଷରୁ  ସମୂର୍ଣ୍ଣତା ଅଭିଯାନ ୨.୦ କାର୍ଯ୍ୟକ୍ରମକୁ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଉଦଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ସୁନିଲ ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ମୁଖ୍ୟ ଉନ୍ନୟନ…
Read More...

ସରକାରଙ୍କ ନୂଆ ଗାଇଡଲାଇନ୍, ନିଲାମ ବନ୍ଦ କରି ଆରମ୍ଭ ହେବ ଇ-ଲଟେରୀ ବ୍ୟବସ୍ଥା

ଲାଗୁ ହେଲା ନୂଆ ଖଣିଜ ନିୟମ। ଏଣିକି ନିଲାମ ନୁହେଁ ଇ-ଲଟେରୀରେ ବାଲି ଓ ପଥର ଖଣି ଲିଜ୍‌ ମିଳିବ । ନୂଆ ଗାଇଡଲାଇନ୍ ଅନୁସାରେ, ଏକଚାଟିଆ କାରବାର ବା କାର୍ଟେଲାଇଜେସନ୍ ରୋକିବା ପାଇଁ ସରକାର ଇ-ଅକ୍ସନ ବା ନିଲାମ ବନ୍ଦ କରି ଇ-ଲଟେରୀ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଏଣିକି ଏମଏସପି ଧାର୍ଯ୍ୟ…
Read More...

T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିପାରୁଥିବା 5 ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି

ଭାରତ ଏବଂ ଶ୍ରୀଲଙ୍କା ଦ୍ୱାରା ମିଳିତ ଭାବରେ ଆୟୋଜିତ ICC T20 ବିଶ୍ୱକପ୍ 2026 ଫେବୃଆରୀ 7 ତାରିଖରେ ଆରମ୍ଭ ହେବାକୁ ଯାଉଛି। ଏହି ବିଶ୍ୱକପରେ ଅନେକ ଭାରତୀୟ ବଂଶୋଦ୍ଭବ ଖେଳାଳି ଅନ୍ୟ ଦଳ ପାଇଁ ଖେଳୁଛନ୍ତି। ତେଣୁ, ଆମେ ଆପଣଙ୍କୁ ପାଞ୍ଚ ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ବିଷୟରେ କହିବାକୁ…
Read More...

ରାଂସଳ ଓ କୁହିକା ମଣ୍ଡଳର ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଟିସ୍କୋ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଦିନ ରାଂସଳ ଓ କୁହିକା ମଣ୍ଡଳ ର  ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ରବିବାର ଦିବା ୧୦ ଘଟିକା ସମୟରେ ରଙ୍ଗମାଟିଆ ଡମଶାଳ ନଦୀ   ଠାରୁ ୧୦୮ ଜଣ ମହିଳାଙ୍କ ଏକ…
Read More...

ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ

ମାଘମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ପ୍ରାୟ  ଚାରିଘଣ୍ଟା ଜଗନ୍ନାଥ ମହାପ୍ରଭୁଙ୍କ ର ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ କୁହାଯାଇଛି।  ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ସରିବା ପରେ…
Read More...

ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ଇଚ୍ଛା ଶକ୍ତି ଆଗରେ ହାର ମାନିଛି  ବୟସ। ଆଉ ଅବସର ପରେ,   ପରିଣତ ବୟସରେ ବି,  ନିଜ ପାଇଁ ଚିନ୍ତା ନକରି, ସମାଜ ପାଇଁ ଚିନ୍ତା କରି ,କେହି ଯେମିତି ରକ୍ତ ଅଭାବ କିମ୍ବା ଦୃଷ୍ଟିଶକ୍ତି ଅଭାବ ର ସ୍ବୀକାର ନ ହୁଅନ୍ତୁ। ସେଥି ପାଇଁ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ବରିଷ୍ଠ ନାଗରିକ…
Read More...

୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ

୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ଆଜି ଓଡିଶା ବନ୍ଦ ରହିବ । ଏହି ତିନିଟି ପ୍ରସଙ୍ଗକୁ ନେଇ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ । ସକାଳ ୬ ଟାରୁ ଦିନ ୨ଟା, ୮ ଘଣ୍ଟା ବନ୍ଦ ପାଳନ ହେବ । ଧାନ…
Read More...

ଏଆଇସିସି ସଭାପତି ଖଡ଼ଗେଙ୍କୁ ଭେଟିଲେ ଆରୋ ପ୍ରସାଦ

ଅଖିଳ ଭାରତୀୟ କଂଗ୍ରେସ କମିଟିର ରିସର୍ଚ୍ଚ ବିଭାଗର ଜାତୀୟ ସଂଯୋଜକ ଶ୍ରୀ ଆରୋ ପ୍ରସାଦ ମିଶ୍ର ଏଆଇସିସି ସଭାପତି ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଛନ୍ତି । ଶ୍ରୀ ମିଶ୍ର ଏଆଇସିସି ସଭାପତି ଶ୍ରୀ କାଡ଼ଗେଙ୍କ ବାସଭବନ୧୦,ରାଜାଜୀ ମାର୍ଗରେ ସାକ୍ଷାତ କରି ପ୍ରାୟ ୩୦ମିନିଟ୍ ରୁ ଉର୍ଦ୍ଧ ସମୟ ଧରି…
Read More...

ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ବସିବ ଛତିଶା ନିଯୋଗ ବୈଠକ

ଆଜି ବସିବ ଛତିଶା ନିଯୋଗ ବୈଠକ। ଅପରାହ୍ନ ୪ ଟା ୩୦ରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ମହାମହିମ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଦର୍ଶନ ନିମନ୍ତେ ପ୍ରସ୍ତୁତିକୁ ନେଇ ଏହି ବୈଠକ ବସିବ । ଛତିଶା ନିଯୋଗ ଓ ନୀତି ସବ୍ କମିଟିର ଯୁଗ୍ମ ବୈଠକରେ ରାଷ୍ଟ୍ରପତିଙ୍କ ଦର୍ଶନ…
Read More...