ରୟାଲ ଡ୍ୟାନ୍ସ ଏକାଡେମୀ RDA ଓ ରିଦ୍ଧିମା ଏଣ୍ଟର ଟେଣ୍ଟମେଣ୍ଟ ଦ୍ୱାରା ଆୟୋଜିତ ଜାତୀୟ ନୃତ୍ୟ ମହୋତ୍ସବ

କେନ୍ଦ୍ରାପଡ଼ା(ମହେଶ ପାଢ଼ୀ):- ରୟାଲ ଡ୍ୟାନ୍ସ ଏକାଡେମୀ RDA ଓ ରିଦ୍ଧିମା ଏଣ୍ଟର ଟେଣ୍ଟମେଣ୍ଟ ଦ୍ୱାରା ଆୟୋଜିତ ଜାତୀୟ ନୃତ୍ୟ ମହୋତ୍ସବ । ୨୦୨୩  ତୁଳସୀ କ୍ଷେତ୍ର ଜାତୀୟ ଡ୍ୟାନ୍ସ ଫେଷ୍ଟିଭାଲ,କେନ୍ଦ୍ରାପଡ଼ା ଟାଉନ ହଲଠାରେ ହୋଇଯାଇଛି ।ସାରା ରାଜ୍ୟର ୨୮ ଜିଲ୍ଲାର ନୃତ୍ୟଶିଳ୍ପୀ ଓ ୩ଟି…
Read More...

ଆଜି ଜାତୀୟ କ୍ରୀଡା ଦିବସ ;ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ

ଭୁବନେଶ୍ୱର; ଆଜି ଜାତୀୟ କ୍ରୀଡା ଦିବସ । ହକି ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ । ଅଲିମ୍ପିକ୍ସରେ ହକି ପ୍ରତି ଧ୍ୟାନଚାନ୍ଦଙ୍କ ରହିଛି ଅତୁଳନୀୟ ଅବଦାନ । ୧୯୨୮ରୁ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ଅଭିଯାନ ଆରମ୍ଭ ହୋଇଥିଲା । ତାଙ୍କ ବଳିଷ୍ଠ ଖେଳ ବଳରେ ୧୯୨୮,୧୯୩୨ ଏବଂ ୧୯୩୬…
Read More...

ଡ୍ରେନ ଖୋଳିବା ସମୟରେ ଭୁଶୁଡ଼ିଲା ପାଚେରୀ;ଶ୍ରମିକଙ୍କ ମୃତ୍ୟୁ

ଭୁବନେଶ୍ୱର;ମନ୍ଦିର ପାଚେରୀ ଭାଙ୍ଗି ଶ୍ରମିକଙ୍କ ମୃତ୍ୟୁ । ଡ୍ରେନ ଖୋଳିବା ସମୟରେ ଭୁଶୁଡ଼ିଲା ପାଚେରୀ । ମୃତ ଶ୍ରମିକ ହେଲେ ନୟାଗଡ଼ର ନବକିଶୋର ନାୟକ । ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତ ଶ୍ରମିକ ନୟାଗଡ଼ ଗୋଡିପଡାର ବୁଦ୍ଧୁରାମ ଦାସ ଇନ୍ଦିରା କଲୋନୀ ହାଉସିଂ କଲୋନୀରେ ଥିବା…
Read More...

ପଣ୍ଡା ପାର୍କ ବସ୍ତିର ନାବାଳକ ଦୈତ୍ୟରଜ୍କୁ ହତ୍ୟା କରିଥିବା ଅଶୋକ ଜେନା ଗିରଫ

ଭୁବନଶ୍ୱେର;ପଣ୍ଡା ପାର୍କ ବସ୍ତିର ନାବାଳକ ଦୈତ୍ୟରଜ୍କୁ ହତ୍ୟା କରିଥିବା ଅଶୋକ ଜେନା କୁ ଗଜପତି ମୋହନା ଜଙ୍ଗଲରୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ସୁଚନା ଅନୁସାରେ ଅଶୋକ ଜେନା ନିଜ ଘରେ ୩୫ହଜାର ଟଙ୍କା ରଖି ଗାଧେଇବାକୁ ଯାଇ ଫେରିବା ବେଳକୁ ରଖା ଯାଇଥିବା ଟଙ୍କା ଟେବୁଲ୍ ଉପରେ…
Read More...

ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ଭୁବନେଶ୍ୱର, ରାଜ୍ୟ ବିଧାନସଭା ପରିସରରେ ସୁଉଚ୍ଚ ଜାତୀୟ ପତାକା ସ୍ତମ୍ଭ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି lଉଦଘାଟନ ପରେ ରାଜ୍ୟ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ବାଦନ କରାଯାଇଥିଲା lଏହି ଉଦଘାଟନ ସମୟରେ ସଂସଦୀୟ  ବ୍ୟାପାର ଓ…
Read More...

ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ;ପତାକା ଉତ୍ତୋଳନ କରିବେ…

ଭୁବନେଶ୍ୱର::ସ୍ୱାଧୀନତା ଦିବସ ଅବସରରେ ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାଜଧାନୀର ୟୁନିଟ୍-୩ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ । ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପୂର୍ବାହ୍ନ ୯ଟା…
Read More...

୩ ଦିନ ହେବ ନିଖୋଜ ମୃତ୍ୟୁଞ୍ଜୟ ମହାପାତ୍ର;ଫ୍ଲିପକାର୍ଟ ରେ ଡେଲିଭରୀ ବୟ କାମ କରନ୍ତି ମୃତ୍ୟୁଞ୍ଜୟ

ଭୁବନେଶ୍ୱର(ସରୋଜ ରାଉତ):-୩ଦିନ ହେବ ନିଖୋଜ ମୃତ୍ୟୁଞ୍ଜୟ  ମହାପାତ୍ର । ଫ୍ଲିପକାର୍ଟରେ ଡେଲିଭରୀ ବୟ କାମ କରନ୍ତି ମୃତ୍ୟୁଞ୍ଜୟ  । ଗତ ଶୁକ୍ରବାର ସକାଳ ୧୦ଟା ରୁ ଠାରୁ ଡେଲିଭରୀ ଦେବାକୁ ଯିବା ପରେ ଆଉ ଫେରିନାହାନ୍ତି ମୃତ୍ୟୁଞ୍ଜୟ । ଘର ଡ଼ୁମଡ଼ୁମା ହାଉସିଂ ବୋର୍ଡ କଲୋନୀ ଫେଜ ୨ ରେ…
Read More...

ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢୁଛି ହୀରାକୁଦର ଜଳସ୍ତର;ଖୋଲିବ ଗେଟ୍

ଭୁବନେଶ୍ୱର(ହରପ୍ରସାଦ ବିଶୋଇ):-ଖୋଲାଯିବ ହୀରାକୁଦ ଜଳଭଣ୍ଡାର ଗେଟ୍ । ଉପରେ ମୁଣ୍ଡରେ ବର୍ଷା ଯୋଗୁଁ ବଢ଼ୁଛି ହୀରାକୁଦର ଜଳସ୍ତର । ତେଣୁ ଆଜି ଅପରାହ୍ନରେ ଖୋଲିବ ଗେଟ । ଏବେ ୨ଟି ଗେଟ୍ ଦେଇ ହୀରାକୁଦରୁ ବନ୍ୟାଜଳ ନିଷ୍କାସିତ ହେଉଛି । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗର ସର୍ବୋଚ୍ଚ…
Read More...

ସହିଦନଗର ଥାନା ଅଧୀନ ଭିଏସ୍ଏସ୍ ନଗର ଫାଣ୍ଡି ନିକଟରେ ଥିବା ଏକ ଓମଫେଡ ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ କଳା କନା…

ଭୁବନେଶ୍ୱର(ସରୋଜ ରାଉତ):-ସହିଦନଗର ଥାନା ଅଧୀନ ଭିଏସ୍ଏସ୍ ନଗର ଫାଣ୍ଡି ନିକଟରେ ଥିବା ଏକ ଓମଫେଡ  ଦୋକାନ ତାଲା ଭାଙ୍ଗି ଦୁର୍ବୃତ୍ତ କଳା କନା ବୁଲାଇଛନ୍ତି। ଦୋକାନରେ ଥିବା ଟଙ୍କା, ସିଗାରେଟ, ଚକୋଲେଟ ଆଦି ଲୁଟି ନେଇଛନ୍ତି। ଅଭିଯୋଗ ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। …
Read More...

କମିଶନରେଟ୍ ପୁଲିସର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ପିଟି ରକ୍ତାକ୍ତ କଲେ…

ଭୁବନେଶ୍ୱର(ସରୋଜ ରାଉତ);-ସହିଦନଗର ଥାନା ଅଞ୍ଚଳରେ ଘଟିଛି ସାଂଘାତିକ ଘଟଣା। କମିଶନରେଟ୍ ପୁଲିସ୍ ଜଣେ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତରେ ଏକ ଘରୋଇ ଫାଇନାନ୍ସ କର୍ମଚାରୀଙ୍କୁ ପିଟି ରକ୍ତାକ୍ତ କରିଛନ୍ତ ଅସାମାଜିକ। ଆହତ ଫାଇନାନ୍ସ କର୍ମଚାରୀ ହେଲେ ପବିତ୍ର ମୋହନ ମଲ୍ଲିକ। ତାଙ୍କୁ କ୍ୟାପିଟାଲ୍…
Read More...