ଆଜି କାର୍ତ୍ତିକ ମାସର ଶେଷ ଦିନ;ପୁସ୍କରିଣୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ

ଭୁବନେଶ୍ବର: ଆ କା ମା ବୈ ପାନଗୁଆ ଥୋଇ… ପାନ ଗୁଆ ତୋ’ର.. ମାସକ ଧରମ ମୋର । ଆଜି କାର୍ତ୍ତିକ ମାସର ଶେଷ ଦିନରେ ପୁସ୍କରିଣୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । ଓଡିଶା ସଂସ୍କୃତି ଓ ପରମ୍ପରାକୁ ମନେପକାଇ ଡଙ୍ଗା ଭସାଯାଇଛି । ଭୋରରୁ ଜଳାଶୟରେ ପରମ୍ପରା ପାଳନ କରାଯାଇଛି । ପୁରୀ ମହୋଦଧୀ,…
Read More...

ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍; ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ଭୁବନେଶ୍ୱର;ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ,ଅପେକ୍ଷାର ଘଟିଲା ଅନ୍ତ । ଆଲୋଚନାର ପଡିଲା ପୂର୍ଣ୍ଣଚ୍ଛେଦ । ବିଦ୍ଧିବଦ୍ଧ ଭାବେ ବିଜେଡିରେ ମିଶିଲେ ଭିକେ.ପାଣ୍ଡିଆନ୍ । ନିକଟରେ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିଲେ ଭିକେ ପାଣ୍ଡିଆନ । ଇସ୍ତଫା ପରେ ତାଙ୍କୁ କ୍ୟାବିନେଟ ପାହ୍ୟା ସହିତ…
Read More...

ଓଡିଶାର ଏବେ ଗର୍ବ ଭିକେ.ପାଣ୍ଡିଆନ୍

ଭିକେ ପାଣ୍ଡିଆନ୍, ଏ ନାମକୁ ୪ କୋଟି ଓଡିଶାବାସୀ ଜାଣନ୍ତି । ସେ ହେଉଛନ୍ତି ବିକାଶର ପଥିକ । ତାଙ୍କ ବ୍ୟକ୍ତିତ୍ୱ ଯେତିକି ସରଳ ,ଜୀବନୀ ତାଙ୍କର ସେତେ ରୋମାଞ୍ଚକର । ନିଜକୁ ଭଲ ମଣିଷ ଭାବେ ଗଢି ତୋଳିବାକୁ କରିଛନ୍ତି ଅନେକ ସଂଘର୍ଷ । ଏହି ସଂଘର୍ଷ ଆଣିଦେଇଛି ତାଙ୍କୁ ଅନେକ ସଫଳତା । ତାଙ୍କ…
Read More...

ଲେଡ଼ି ବ୍ଲାକମେଲର ଅର୍ଚନା ନାଗ ଗିରଫ ଘଟଣା;ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କୁ ସର୍ତ୍ତମୂଳକ ଜାମିନ

ଭୁବନେଶ୍ୱର;ଲେଡ଼ି ବ୍ଲାକମେଲର ଅର୍ଚନା ନାଗ ଗିରଫ ଘଟଣା । ଅର୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ଙ୍କୁ ସର୍ତ୍ତମୂଳକ ଜାମିନ ।ହାଇକୋର୍ଟ ରୁ ମିଳିଲା ସର୍ତ୍ତମୂଳକ ଜାମିନ ।ଇଡି ମାମଲାରେ ମିଳିଲା ଜାମିନ ।ବେଆଇନ ଆର୍ଥିକ କାରବାର ଲିଙ୍କ ଅଭିଯୋଗ ରେ ଜଗବନ୍ଧୁ ଙ୍କୁ ଗିରଫ କରିଥିଲା ଇଡି ।ପୂର୍ବରୁ…
Read More...

ବିଧାୟକ ପ୍ରତାପ ଜେନାଙ୍କୁ ସମନ;ଅକ୍ଟୋବର ୩୧ ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର; ବିଧାୟକ ପ୍ରତାପ ଜେନାଙ୍କୁ ସମନ । ଅକ୍ଟୋବର ୩୧ ରେ ହାଜର ହେବାକୁ କୋର୍ଟଙ୍କ ନିର୍ଦ୍ଦେଶ । ମାହାଙ୍ଗା ଡବଲ ମର୍ଡର ଘଟଣା । ବିଧାୟକ ପ୍ରତାପ ଜେନାଙ୍କୁ ସମନ । ସମନ ଜାରି କଲେ ସାଲେପୁର ଜେଏମଏଫସି କୋର୍ଟ । ସ୍ପେଶାଲ ମେସେଞ୍ଜର ଜରିଆରେ ସମନ ପଠାଇଲେ କୋର୍ଟ । ଅକ୍ଟୋବର ୩୧ ହାଜର…
Read More...

ବିରୋଧୀ ଦଳ ନେତା ଓ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଗୁରୁତ୍ୱ ମିଳିବ ବୋଲି ଆଲୋଚନା ହୋଇଥିଲା; ହେଲେ ତାହା…

ଭୁବନେଶ୍ୱର;ସର୍ବଦଳୀୟ ବୈଠକରେ ପ୍ରଥମେ ବିରୋଧୀ ଦଳ ନେତା ଓ ପରେ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ଗୁରୁତ୍ୱ ମିଳିବ ବୋଲି ଆଲୋଚନା ହୋଇଥିଲା । ହେଲେ ତାହା ଦେଖିବାକୁ ମିଳୁ ନାହିଁ । ବିରୋଧୀଙ୍କୁ ସରକାର ଭୟ କରୁଛନ୍ତି । ତେଣୁ ଦୁଇ ଦିନ ହେଲାଣି ମୋତେ କହିବାକୁ ସୁଯୋଗ ଦେଉ ନାହାନ୍ତି । ଏହା…
Read More...

ଧଉଳି ଥାନା ଅଧୀନରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟଣା; ମୁଖ୍ୟ ଅଭିଯୁକ୍ତ ମଣ୍ଟୁ ଭୋଇ ସମେତ ୭ ଗିରଫ

ଭୁବନେଶ୍ୱର; ଧଉଳି ଥାନା ଅଧୀନରେ ଦୁଇ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଘଟଣା । ଉପର ସାହିର ମୁଖ୍ୟ ଅଭିଯୁକ୍ତ ମଣ୍ଟୁ ଭୋଇ ସମେତ ୭ ଗିରଫ । ଗତ ସୋମବାର ଲିଙ୍ଗିପୁର ପଞ୍ଚାୟତ ରଘୁନାଥପୁର ତଳସାହି ଓ ଉପରସାହି ମଧ୍ୟରେ ରାସ୍ତା ଉପରେ ଖଣ୍ଡା ବୁଲୁଥିଲା । ସେହିଦିନ ସନ୍ଧ୍ୟାରେ ଡାକ ଭୋଇକୁ ନୁଆଗାଁ ଛକରେ…
Read More...

କୃଷକଙ୍କୁ ଉଚିତ ପ୍ରାପ୍ୟ ମିଳୁ ,ନ ହେଲେ ୨୪ ନିର୍ବାଚନରେ କୃଷକ ମାନେ ଉଚିତ ଜବାବ ଦେବେ ;ସ୍ନେହାଙ୍ଗିନୀ ଛୁରିଆ,…

ଭୁବନେଶ୍ୱର; ଚାଷୀଙ୍କ ପାଇଁ ୩ଦଳ ପରସ୍ପରକୁ ଟାର୍ଗେଟ କଲେ । ରାଜ୍ୟର ୩ ପ୍ରମୁଖ ରାଜନୈତିକ ଦଳ ଚାଷୀଙ୍କ ହକ୍ ପାଇଁ ଲଢୁଥିବା ନେଇ ଗର୍ଜନ କରୁଥିବା ବେଳେ ବିଧାନସଭାର ମୌସୁମୀ ଅଧିବେଶନରେ ଏହାକୁ ସରଗରମ ହୋଇଛି ରାଜନୀତି । ସେହିପରି ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରୀଆ କହିଛନ୍ତି…
Read More...

ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର

ଭୁବନେଶ୍ୱର;ଉପସଭାପତି ପଦରୁ ସୌମ୍ୟ ବହିଷ୍କୃତ । ସୌମ୍ୟ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ବହିଷ୍କାର । ବହିଷ୍କାର କଲେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ।ଗତ କିଛିଦିନ ଧରିବିରୋଧୀ ମନ୍ତବ୍ୟ ଦେଉଥିଲେ ସୌମ୍ୟ ।ଏପରିକି ଦଳ ଛାଡ଼ି ସଂପାଦକୀୟ ଲେଖିବାକୁ ମଧ୍ୟ ଆହ୍ବାନ ଦେଇଥିଲେ। ବାରମ୍ବାର…
Read More...

ସିଂହଦ୍ଵାର ନିକଟରେ ପହଞ୍ଚିବା ପୂର୍ବରୁ ଲୁହା ବେରିକେଡରେ ପିଟି ହୋଇ ଭକ୍ତଙ୍କ ନାକ ଫାଟିଲା

ସିଂହଦ୍ଵାର ନିକଟରେ ପହଞ୍ଚିବା ପୂର୍ବରୁ ଲୁହା ବେରିକେଡରେ ପିଟି ହୋଇ ଭକ୍ତଙ୍କ ନାକ ଫାଟିଲା। ଏଭଳି ଅଭାବନୀୟ ଘଟଣା ଘଟିଛି ଆଜି ଶ୍ରୀମନ୍ଦିର ଦର୍ଶନ ପୂର୍ବରୁ। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟ ନିକଟରୁ ଭକ୍ତଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ ଲୁହା ବେରିଗେଡରେ ପିଟି ହୋଇଯାଇଥିଲେ ବଙ୍ଗୀୟ…
Read More...