ପରଜଙ୍ଗ/ସୁଜିତ ଦଳବେହେରା : ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କାର୍ଯ୍ୟକ୍ରମ ଶୁଭାରମ୍ଭ। ପରଜଙ୍ଗ ମିନି ଷ୍ଟାଡିୟମରେ “ଆମ ଓଡ଼ିଶା ନବୀନ ଓଡ଼ିଶା” କର୍ଯ୍ୟକର୍ମ ଅନୁଷ୍ଠିତ ହୋଇଯାଇଛି ।
ପରଜଙ୍ଗ ବ୍ଲକକୁ ୧୪କୋଟି ୫୦ ଲକ୍ଷ୍ୟ ଟଙ୍କା ବ୍ୟୟରେ ୩ ଶହ ୫୫ ଟି ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦ୍ଵାରା ଭର୍ଚୁଆଲ ମାଧ୍ୟମରେ ଶୁଭାରମ୍ଭ। ଏହି କାର୍ଯ୍ୟକ୍ରମରେ ପରଜଙ୍ଗ ବିଧାୟକ ଡଂ ନୃସିଂହ ଚରଣ ସାହୁ , ପଞ୍ଚାୟତ ଉନ୍ନୟନ ଅଧିକାରୀ ମନ୍ମଥ ନାୟକ, ତହସିଲଦାର ପତିତ ପାବନ ଦେବତା ସମସ୍ତ ଜିଲ୍ଲାପରିଷଦ ପ୍ରମୁଖ ଉପସ୍ଥିତ ଅଛନ୍ତି।