ବଲାଙ୍ଗୀର : ବାଇକ ଉପରେ ଚଢିଗଲା ବୋଲେରୋ ଗାଡି, ୩ଜଣ ମୃତ | ବୋଲେରୋ ଧକ୍କାରେ ଶଳା ଭେଣେଇ ସହ ଆଉ ଜଣେ ସର୍ମ୍ପକିୟ ମୃତ ! ଲୋଇସିଂହା‐ଭରସୁଜା ରାସ୍ତା କରକଚିଆରେ ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି | ମୃତକ ମାନେ ହେଲେ ରୋତ୍ ଗାଁର ରାଜେଶ ପଟେଲ ରାଜେଶର ଭେଣେଇ ତୁଳସୀରାମ ପଟେଲ ଓ ସଦେଇପାଲି କୁଶଙ୍ଗ ଗାଁର ସୁର୍ଜନ ପଟେଲ |