ଏକମାସ ହେବ ଖୋର୍ଦ୍ଧା ଓକିଲ ସଙ୍ଘ ବିଭିନ୍ନ ଦାବିରେ ଆନ୍ଦୋଳନ

(ଆଦର୍ଶ ରାଉତ) : ଦୀର୍ଘଦିନ ଧରି ଖୋର୍ଦ୍ଧା ଓକିଲ ସଙ୍ଘ ବିଭିନ୍ନ ଦାବି ନେଇ ଖୋର୍ଦ୍ଧା କୋର୍ଟ ସମୁଖରେ ଧାରଣା ରେ ବସିଥିଲେ । ଆଜି ଖୋର୍ଦ୍ଧା ବିଧାୟକ ରାଜେନ୍ଦ୍ର ସାହୁଙ୍କ ସହ ଓକିଲ ସଙ୍ଘ ର ସଦସ୍ୟ ମାନେ ଆଇନିମନ୍ତ୍ରୀ ପ୍ରତାପ ଯେନା ଙ୍କୁ ସାକ୍ଷାତ କରିଥିଲେ ଆଉ ମନ୍ତ୍ରୀ ଖୁବଶିଘ୍ର ସେମାନଙ୍କ ଦାବି ପୁରଣ ହେବ ବୋଲି ପ୍ରତିଶୃତି ଦେଈଛନ୍ତି ।
ସେପଟେ ଓକିଲ ସଂଘର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନ ରୁ ହଟିବେ ନାହିଁ ବୋଲି କହିଛନ୍ତି ।