ଆଜି ଆରମ୍ଭ ହେବ ସର୍ବଦଳୀୟ ବୈଠକ

(ସୌମ୍ୟ ରଂଜନ ସେଠୀ) : ପାଖେଇ ଆସୁଛି ନିର୍ବାଚନ, ନିର୍ବାଚନ କୁ ଆଖିଆଗରେ ରଖି ଆରମ୍ଭ ହେବ ସର୍ବଦଳୀୟ ବୈଠକ ଓ ଚାଲିବ ପୂର୍ବ ପ୍ରସ୍ତୁତ, ଆଜି ମୂଖ୍ୟନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟଳୟ ରେ ଏହି ବୈଠକ ଆରମ୍ଭ ହେବ । ଏଥିରେ ରାଜ୍ୟ ର ବିଭିନ୍ନ ରାଜନୈତିକ ଦଳ ଯୋଗ ଦେବେ । ଭୋଟର ତାଲିକା ସଂଶୋଧନ, ଇଭିଏମ ଓ ଭିତିପାଟ୍ ସିଷଟମ ପ୍ରସଗଂ ରେ ବୈଠକ ରେ ଆଲୋଚନା ହେବାର ସମ୍ଭାବନା ରହିଛି ।