(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ) : ପୁରୀ ଜିଲ୍ଲା କୁଶଭଦ୍ରା ନଦୀର ନିମାପଡ଼ା ଧୀରପୁର ଘାଟରେ ବୁଡ଼ି ତିନିଜଣ ଯୁବକ ନିଖୋଜ ହୋଇଯାଇଛନ୍ତି । ନିଖୋଜ ଯୁବକମାନେ ଗାଧୋଇବାକୁ ଯାଇ କୈାଣସି କାରଣ ବସତଃ ଗୋଡ଼ ଖସିଥିବାରୁ ଏପରି ହୋଇଥିବା ଜଣାପଡ଼ିଛି । ସେମାନଙ୍କୁ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି ସହ ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି ।