ଯାଜପୁର ଜିଲ୍ଲା ବ୍ୟାସନଗର ଅନ୍ତର୍ଗତ ବ୍ୟାସନଗର ସୋୟଂଶାସିତ ମହାବିଦ୍ୟାଳୟ ଯାଜପୁର ରୋଡ଼ ଠାରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ କୋରାଇ ର ମାନ୍ୟବର ବିଧାୟକ ମହୋଦୟ ଶ୍ରୀ ଆକାଶ ଦାଶନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରି ସଭାକୁ ଆରମ୍ଭ କରିଥିଲେ। ଓଡିଶା ଚଳଚିତ୍ର ଜଗତ ର ନାଇକା ସୂରିୟ ମଇ ମହାପାତ୍ର ଯୋଗ ଦେଇ ବାର୍ଷିକ ଉତ୍ସବ ରେ ଛାତ୍ର ଛାତ୍ରୀ ଙ୍କ ସହ ମନରଞ୍ଜନ କରିଥିଲେ ଏବଂ କଲେଜ ର ଶିକ୍ଷକ ଓ ଶିକ୍ଷଇତ୍ରୀ ଏବଂ ଛାତ୍ର ଛାତ୍ରୀ ମାନେ ଉତ୍ସବ କୁ ଶାନ୍ତି ଶୃଙ୍ଖଳା ରେ ପାଳନ କରିଥିଲେ ।