କେଉଁଝରର ରାଜା ଚକ୍ରର ଗୋଟିଏ କ୍ରସର ଜବତ କଲା EOW

0

ଭୁବନେଶ୍ୱର;(ସରୋଜ ରାଉତ );-ଗନ୍ଧମାର୍ଦନ ଲୋଡ଼ିଂ ଆଣ୍ଡ କୋପରେଟିଭ ସୋସାଇଟିରେ ୧୦୦ କୋଟିରୁ ଅଧିକ ଟଙ୍କା ଘୋଟାଲା ମାମଲା । କେଉଁଝରର ରାଜା ଚକ୍ର ଗୋଟିଏ କ୍ରସର ଜବତ କଲା EOW । ଏବେ ପର୍ଯ୍ୟନ୍ତ ୪୨ଟି ଗାଡି ରାଜା ଚକ୍ର ର ଜବତ କରିଛି । ଅର୍ଥ ନୈତିକ ଅପରାଧ ଶାଖା ୧୦୦ରୁ ଅଧିକ ଜବତ । ଆକାଉଣ୍ଟର ଆର୍ଥିକ କାରବାର ନେଇ ଖୋଳ ତାଡ଼ କରୁଛି EOW ଏବେ ବି ଚଢଉ ପ୍ରକ୍ରିୟା ଜାରି ରହିଛି ।