ଆଜି ବସିବ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ

ଭୁବନେଶ୍ୱର : ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ | ଆଜି ବସିବ ଆନ୍ତଃ ମନ୍ତ୍ରୀସ୍ତରୀୟ ବୈଠକ। ସଂଧ୍ୟା ୫ଟାରେ ଲୋକସେବା ଭବନରେ ଏହି ବୈଠକ ବସିବ । ବୈଠକରେ ବିଭିନ୍ନ ଶିକ୍ଷକ ସଂଘର ଦାବି ସମ୍ପର୍କରେ କରାଯିବ ଆଲୋଚନା । ବୈଠକକୁ ଅଧ୍ୟକ୍ଷତା କରିବେ ଅର୍ଥମନ୍ତ୍ରୀ ବିକ୍ରମ କେଶରି ଆରୁଖ |