ମାନବାଧିକାର କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଆଜି ରାଜ୍ୟ ମାନବାଧିକାର କାର୍ୟ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି। ଏସିର ସଟ ସର୍କିଟରୁ ଲାଗିଥିଲା ନିଆଁ । ଏନେଇ ସ୍ଥାନୀୟ ଲୋକେ ଦମକଳ ବାହିନୀକୁ ଖବର ଦେଇଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ôଚ ନିଆଁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ କାହାରୀ ଜୀବନ ଯାଇନାହିଁ । ଏହି ଅଗ୍ନିକାଣ୍ଡରେ ବର୍ତ୍ତିଯାଇଛି ତୋଷାଳି ଭବନ ।