(ବନବାସି ପ୍ରଧାନ): ବାଲିଗୁଡା ବ୍ଳକର ସମସ୍ତ ପଞ୍ଚାୟତର ସରପଞ୍ଚ,ସମିତିସଭ୍ୟ,ଓ୍ବାଡମେମ୍ବର ସମେତ ବ୍ଲକଚ୍ୟାୟାରମେନଙ୍କ ନେତୃତ୍ବରେ ବ୍ଳକ ଅଫିସ ସମୁଖ ଫାଟକରେ ତାଲାପକାଇବା ସହ ବିକ୍ଷୋଭ ପ୍ରର୍ଦଶନ କରିଥିଲେ ।ବିଡିଓଙ୍କ ମନମୁଖୀ କାଯ୍ୟରେ ଅସୋନ୍ତୋଷ ହୋଈ ତାଲା ପକାଯାଇଥିବା ବ୍ଳକ ଚ୍ୟାୟାରମେନ ପ୍ରକାଶ କରିଛନ୍ତି ।ବିଡିଓ ପଞ୍ଚାୟତର କୈଣସି କାଯ୍ୟକୁ ସରପଞ୍ଚ,ସମିତିସଭ୍ୟଙ୍କ ସହିତ ଆଲୋଚନା ନକରି କାଯ୍ୟ କରୁଥିବିରୁ ସେମାନେ ଅସୋନ୍ତୋଷ ହୋଇ ବ୍ଳକ ସମୁଖରେ ତାଲା ପକାଇଥିବା କହିଛନ୍ତି । ଆମ ସହିତ ଆଲୋଚନା ନକରି କୈଣସି ମନମୁଖୀ କାଯ୍ୟ କରନ୍ତି ତାହାହେଲେ ଆଗାମୀ ଦିନରେ ଏହା ଏକ ଜନ ଆନ୍ଦୋଳନରେ ପରିଣତ ହେବ ବୋଲି ବ୍ଳକ ଚ୍ୟାୟାରମେନ ଚେତାବନୀ ଦେଇଛନ୍ତି ।
.