ଧୁଳି ସାତ ହେଲା ୧୪ ବଖରା

( ମୃତ୍ୟୁଞ୍ଜୟ ଭୋଇ / ରିପୋଟରର୍ସ ଟୁଡ଼େ) : ଗତକାଲି ବିଳମ୍ବିତ ରାତିରେ ଖଲିକୋଟ ବ୍ଲକ ଅନ୍ତର୍ଗତ ତାଳପଡ଼ା ଗ୍ରାମ ଠାକୁରାଣୀ ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଆଠଟି ପରିବାରର ୧୪ ବଖରା ଘର ଓ ଧାନ ଚାଉଳ ,ଆସବା ପତ ୍ର ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଖଲିକୋଟ ତହସିଲଦାର, ବିଡିଓ ଏବଂ ବ୍ଲକ ଅଧ୍ୟକ୍ଷା ପହଞ୍ଚି ଅଗ୍ନି ବିପନ୍ନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିବା ଜଣାପଡ଼ିଛି।