ଭୁବନେଶ୍ୱର: ବିଧାନସଭାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଙ୍କ ବଡ଼ ଘୋଷଣା। ପରିବାରର ପ୍ରତ୍ୟେକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଗୋଟିଏ ପରିବାର ଭିତରେ ତିନି ଜଣ ଥାନ୍ତୁ କି ଚାରି ଜଣ ମହିଳା ଥାନ୍ତୁ ସମସ୍ତେ ଭଦ୍ରା ଟଙ୍କା ପାଇବେ । ସେହିପରି ବିଧବା ମହିଳା କି ଝାତ୍ରବୃତ୍ତି ପାଉଥିବା କଲେଜ ଝିଅ ଙ୍କୁ ବି ମିଳିବ ସୁଭଦ୍ରା ଟଙ୍କା।