ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ନନ୍ଦନକାନନ ରୋଡସ୍ଥିତ ଜେଡ୍ ଇଷ୍ଟେଟ୍ ପ୍ରାଇଭେଟ ଲିମିଟେଡର ପ୍ରୋଜେକ୍ଟ ଜେଡ୍ ଓ୍ବାନ୍ ରେ ଘର କିଣିଥିବା ଗ୍ରାହକମାନଙ୍କର ସଂଘ ଜେଡ୍ ଓ୍ବାନରେ ରେସିଡେନ୍ଟେସ୍ େଓ୍ବଲଫାୟାର ଆସୋସିଏସସନ ଅନେକ ଦିନ ଧରି ଡେଭଲପରଙ୍କ ନିୟମ ବହିର୍ଭୁତ କାର୍ଯ୍ୟ ଓ ଠକାମି ବିରୁଦ୍ଧରେ ବିରୋଧ ପଦର୍ଶନ କରିବା ସହ ନିଜର ଲଢାଇ ଜାରି ରଖିଛନ୍ତି । ଡେଭଲପର ଅନ୍ୟାୟ ଭାବେ ଘର ମାଲିକ ମାନଙ୍କ ଠାରୁ ଆଦାୟ ହୋଇଥିବା ଫଣ୍ଡରେ କୋଟି କୋଟି ଟଙ୍କା ନିଜର ଅନ୍ୟ ଏକ କମ୍ପାନୀ ୟୁଆରଏସଏଲଏଲପି ମଧ୍ୟରେ କରୁଥିବା ନେଇ ଅଭିଯୋଗ ହେଉଛି ।