କଳାହାଣ୍ଡିରେ ବିଜେଡି ର ଜୋରଦାର ପ୍ରଚାର

କଳାହାଣ୍ଡି : କଳାହାଣ୍ଡି ରେ ବିଜେଡି ର ଜୋରଦାର ପ୍ରଚାର । ଲାଞ୍ଜିଗଡ଼ ରେ କାର୍ତ୍ତିକ ପାଣ୍ଡିଆନ । ସେଠାରେ ସେ କହିଛନ୍ତି ଯେ , ନବୀନ ସରକାର ଲୋକଙ୍କ ସରକାର । ଲୋକଙ୍କ ଦାବୀ ପୂରଣ ହେଲେ ମୁଖ୍ୟମନ୍ତ୍ରୀ ସବୁଠାରୁ ବେଶୀ ଖୁସି ହୁଅନ୍ତି । ଜନଶୁଣାଣୀ ରେ ମିଳିଥିବା ଅଭିଯୋଗ ର ୮୦% ସମାଧାନ ଜୋଇଛି । ଲାଞ୍ଜିଗଡ ରେ ୧୧୦ କୋଟି ଟଙ୍କା ର ବିକାଶ କାମ ଚାଲିଥିବା କହିଛନ୍ତି । ବିରୋଧୀଙ୍କ ମିଠା କଥା ର ମାୟା ଜାଲ ଠାରୁ ଦୂରରେ ରୁହନ୍ତି । ଆପଣଙ୍କ ସୁଖ ଦୁଃଖ ରେ ସାମିଲ ହେଉଥିବା ଲୋକଙ୍କୁ ଆପଣଙ୍କ ନେତା ବାଛନ୍ତି । ନବୀନ ଙ୍କ ଈଝକଣ ଲୋକଙ୍କୁ ସାହସ ଦେଇଛି ବୋଲି କହିଛନ୍ତି ପାଣ୍ଡିଆନ ।