Browsing Tag

kalahandi

ବିଦ୍ୟୁତ ଆଘାତରେ ମା ଝିଅଙ୍କ ମୃତ୍ୟୁ, ଜିଲ୍ଲାପାଳଙ୍କ ଅଫିସ ବାହାରେ ପରିବାରର ପ୍ରତିବାଦ

ଝିଅକୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା ଝିଅଙ୍କ ଚାଲିଗଲା ଜୀବନ। ଏଭଳି ଏକ ହୃଦୟ ବିଦାରକ ଘଟଣାର କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ଥାନା ସୀମା ଅନ୍ତର୍ଗତ କର୍ଲାସୋଡା ଗ୍ରାମରୁ ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ, ଶୀତଲ କପଡା ଶୁଖାଉଥିବା ସମୟରେ ଏକ ବିଦ୍ୟୁତ୍…
Read More...

ଲାଞ୍ଜି ଠାରେ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ସଚେତନତା ସଭା

କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ଗ୍ରାମପଞ୍ଚାୟତ ଠାରେ କିଟ,କିସ ତରଫରୁ ଅନ୍ତର୍ଜାତୀୟ ଆର୍ଟ ଅଫ୍ ଗିଭିଙ୍ଗ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।ସଂସ୍ଥାର ପ୍ରାଣ ପ୍ରତିଷ୍ଠାତା ପ୍ରଫେସର ଅଚ୍ୟୁତ ସାମନ୍ତ ବିଛୁଟି ଗାମୀ ଯୁବ ପିଢ଼ିଙ୍କ ପାଇଁ ଆଜିର ଯୁଗରେ ଦେବାର…
Read More...

ଜୟପାଟଣା ଏନଏସି ପାଇଁ ଜନଗଣନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଳାହାଣ୍ଡି-ଜୟପାଟଣା ଏନଏସି ପାଇଁ ଜନଗଣନାକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ଆଜି ଜୟପାଟଣାଠାରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ସ୍ଥାନୀୟ ବ୍ଲକ କନଫରେନ୍ସ ହଲ୍‌ରେ ପ୍ରଥମ ପର୍ଯ୍ୟାୟ ଗୃହ ତାଲିକାକରଣ ନିମନ୍ତେ ୧୭ ରୁ ୧୯ ତାରିଖ ପର୍ଯ୍ୟନ୍ତ ତିନି…
Read More...

ଟୋଲବ୍ରାହ୍ମଣୀ ଠାରେ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ସରିଆ ଗ୍ରାମପଞ୍ଚାୟତ ଅଧୀନରେ ଥିବା ରତ୍ନକୁଟୀର ମହିମା ଅଲେଖ ଲତା ଆଶ୍ରମ ଟୋଲବ୍ରାହ୍ମଣୀ ଗ୍ରାମ ଠାରେ  ୬୮ତମ ବିଶ୍ୱଶାନ୍ତି ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଯାଇଛି ବୈଦ ରାଜ ପବିତ୍ର ଶବର  ଓ ତାଙ୍କ ଧର୍ମ ପତ୍ନୀ ପଦ୍ମାବତୀ ଶବର ବ୍ରହ୍ମ ଅବଦୁତ ଭଗବାନ…
Read More...

ବାଇକ ଦୁର୍ଘଟଣାରେ ଗଲା ଜୀବନ

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ତୁନାପାରୀ ଗ୍ରାମ ଠାରେ ଗୁରୁବାର ସନ୍ଧ୍ୟାରେ ବାଇକ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟ ହେଇଥିବା ଜଣା ପଡିଛି | ସୂଚନା ଅନୁସାରେ ମୃତ ବ୍ୟକ୍ତି ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବାଲିସରା ଗ୍ରାମର କୁମାର ମାଝୀ (୫୦) ବୋଲି…
Read More...

ଜୟପାଟଣା ଚାଲିଛି ୫୬ ପ୍ରହର ଅଖଣ୍ଡ ନାମଯଜ୍ଞ

ଜୟପାଟଣା ମହାବୀରପଡା ନାମଯଜ୍ଞ କମିଟି ଆନୁକୂଲ୍ୟରେ ୫୬ ପ୍ରହର ଅଖଣ୍ଡ ନାମଯଜ୍ଞ ଆୟୋଜନ କରାଯାଇଛି।ଗତ ୫ତାରିଖ ଭବ୍ୟ କଲସଯାତ୍ର  ଶୋଭାଯାତ୍ରାରେ  ହୋଇଥିବା ବେଳେ ୬ ରୁ ୧୪ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ଧରି ଏହି ନାମଯଜ୍ଞ ଚାଲିବ।ନାମଯଜ୍ଞ କର୍ତ୍ତା ଭାବେ  ଘାସିରାମ ଅଗ୍ରୱାଲ ଓ ସହ…
Read More...

ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ

ଆଜି ୭୭ତମ ସାଧାରଣତନ୍ତ୍ର ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ଖୁଣ୍ଟିଆ ଭବାନୀ ପାଟଣା ଆସିଥିଲେ । ତାପରେ କଳାହାଣ୍ଡିର ମୁଖ୍ୟ ଦ୍ୱାର କେସିଙ୍ଗାରେ ଗୋଟେ ଷ୍ଟାଡିଅମ ଉଦ୍ଘାଟନ ପାଇଁ ଆସଥିଲେ । ଏଥିରେ ସାମ୍ବାଦିକମାନେ ଗତ କିଛି ଦିନ ତଳେ କନ୍ଧମାଲ ହାତୀ…
Read More...

ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଶେଷ ସମାପନ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା, ୪ ଜାନୁଆରୀ, ରୁ ୭ ଜାନୁଆରୀ ୨୦୨୬ ଉଯାପିତ ହୋଇଥିବାରୁ ଆଜି ହେଇଛି ସମାପନ  ଭବାନୀପାଟଣାସ୍ଥିତ କୃଷି ମହାବିଦ୍ୟାଳୟ ପରିସରରେ ଚାଲିଥିବା ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୫ ଆଜି ଦିନରେ ସଫଳତାର ସହ ଅତିକ୍ରମ କରିଛି। ମେଳାର 4 ଦିନ ମଧ୍ୟରେ…
Read More...

ପାଳିତ ହେଲା ଆଦିବାସୀଙ୍କ ଟୋକିମରା ପର୍ବ, ହଜାର ହଜାର ଜନ ସମାଗମ

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଚିର୍କା, ଭେଜିଗୁଡା ଓ ତୁମରିଖୋଲରେ ପାଳିତ ହୋଇଛି ଆଦିବାସୀଙ୍କ ଅନନ୍ୟ ପର୍ବ ଟୋକିମରା ପର୍ବ। ଚିର୍କାରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଆଦିବାସୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନେକ ଗାଁରୁ ଆଦିବାସୀମାନେ ପାରମ୍ପରିକ…
Read More...

ହ୍ୟୁମାନ ସାଗରଙ୍କ ଜନ୍ମଦିନରେ ଶ୍ରଦ୍ଧାଞ୍ଜଳି ସହ କ୍ୟାଣ୍ଡେଲ ଯାତ୍ରା

କଲାକାର ଜଗତରେ ନିଜ କଣ୍ଠସ୍ୱର ଏତେ ସୁନ୍ଦର ଭାବରେ ସଂଗୀତ ଜଗତରେ ନିଜ ନାଁ ରଖିଥିଲେ । ଆଜି ମଧ୍ୟ୍ୟ ଓଡିଶାବାସି ଝୁରି ହେଉଛନ୍ତି । କାହିଁକିନା ହ୍ୟୁମାନ ସାଗରଙ୍କ ତାଙ୍କ ଗୀତ ସାରା ଓଡିଶା ଘରେ ଘରେ ଶୁଣାଯାଉଛି । ହେଲେ ହ୍ୟୁମାନ ସାଗର ଅଫେରା ରାଇଜରେ ଚାଲି ଯାଇଛନ୍ତି । ସେ ଆଉ କେବେ…
Read More...