ବଲାଙ୍ଗିର( ଜଗନ୍ନାଥ ଧାରୁଆ):- ବଲାଙ୍ଗୀର ଭିଜିଲାନ୍ସ ଜାଲରେ ପଡିଲା ବଡ଼ ମାଛ। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକ ବିଡ଼ିଓ ଭିଜିଲାନ୍ସ ଜାଲରେ। ଲାଞ୍ଚ ନେଉଥିବା ବେଳେ ବିଡ଼ିଓ ଙ୍କୁ କାବୁ କଲା ଭିଜିଲାନ୍ସ। ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବିଡ଼ିଓ ବିନୋଦ ନାଏକଙ୍କୁ ଧରିଲା ଭିଜିଲାନ୍ସ। ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଚଢ଼ାଉ କରି ଧରିଲା ଭିଜିଲାନ୍ସ ଟିମ।ଜଣେ ଠିକାଦାରଙ୍କ ଠାରୁ ନେଉଥିଲେ ଲାଞ୍ଚ।