ଆମେ ଦେଶ ରେ 2300 ଟଙ୍କା ବୋନସ ଦେଉଛୁ କିନ୍ତୁ ମୋହନ ବାବୁ ଆପଣ କମାଲ କରିଦେଲେ 3100 ଟଙ୍କା msp ଦେଲେ | ପୂର୍ବ ସରକାର ଚାଷୀ ଙ୍କ ପାଇଁ କିଛି କରିନଥିଲେ | ମହାନଦୀ ପାଣି କୁ ରୋକି ପାରିଲେନି | ଫସଲ ପାଇଁ ପାଣି ଦରକାର | ଫସଲ ଖରାଫ ହେଲେ ଫସଲ ର କ୍ଷତି ବି ଦେବୁ | ଓଡ଼ିଶାର ଆମ୍ବ ବହୁତ ଭଲ | ଓଡ଼ିଶା ଆଗକୁ ବଢୁଛି | ଆମକୁ ଏଠି ଅଟକିବାର ନାହିଁ ଆଗକୁ ଯିବା | ବୈଜ୍ଞାନିକ ଓ କୃଷକଙ୍କୁ ମିଶାଇ ଦେଲେ ଚାଷ ର ଉନ୍ନତି ହେବ | ଚାଷୀ ପାଖରେ ପଂହଁଚିବେ ବୈଜ୍ଞାନିକ | 15 ଦିନ ପର୍ଯ୍ୟନ୍ତ ଗାଁ କୁ ଯିବେ ବୈଜ୍ଞାନିକ | ଗୋଟିଏ ଗାଁ କୁ ପାଖ 7 ରୁ 8 ଗାଁ ଲୋକେ ଆସିବେ | କେଉଁ ମାଟିରେ କେଉଁ ଫସଲ ହେବ, କେତେ ଖତ ଦିଆଯିବ, କେଉଁ ଚାଷ କେବେ କଲେ ଲାଭ, କେଉଁ ଜଳ ବାୟୁ ରେ କେଉଁ ଚାଷ ହେବ, କ୍ଲାଇମେଟ ରୁ କେମିତି ଚାଷ କୁ ସୁରକ୍ଷିତ କରିବେ | ଏସବୁ ଉପରେ ଆଲୋଚନା ହେବ | କୃଷକ ପ୍ରଶ୍ନ କରିବେ ବୈଜ୍ଞାନିକ ସମାଧାନ କହୀବେ | ଏଣିକି ନିଷ୍ପତ୍ତି ଦିଲ୍ଲୀ ନୁହେଁ ଓଡ଼ିଶାର ଗାଁ ରୁ ହେବ | ଦୁନିଆ କୁ ଭାରତ ଏକ୍ସପୋର୍ଟ କରିବ ସେଦିନ ଦୂର ନାହିଁ | ଚାଷୀଙ୍କ ସେବା ମୋ ପାଇଁ ପୂଜା | ସମସ୍ତ ଚାଷୀ ଙ୍କୁ କେନ୍ଦ୍ର କୃଷି ମନ୍ତ୍ରୀ ଙ୍କ ଅପିଲ ବୈଜ୍ଞାନିକ ଆପଣଙ୍କ ପାଖକୁ ଯିବେ ଆପଣ ଲାଭ ଉଠାନ୍ତୁ | ବୈଜ୍ଞାନିକ ଭାବନ୍ତୁ ନାହିଁ କୃଷି ମନ୍ତ୍ରୀ କୁଆଡୁ ଆସିଲେ ଆମକୁ ଗାଁ କୁ ପଠାଇଲେ | ଚାଷୀ ଙ୍କ ଠାରୁ ଅନୁଭବ ଆଣ ଚାଷୀଙ୍କ ସମସ୍ୟା ଆଣ | ଏକ ରାଷ୍ଟ୍ର ଏକ କୃଷି ସମସ୍ତ ଙ୍କୁ ମିଶାଇ କୃଷିର ବିକାଶ କରିବା |