Browsing

Video

ନିର୍ବାଚନ ପୂର୍ବରୁ ପ୍ରତିଶୃତି

(ଜୟନ୍ତ କୁମାର ସେଠୀ / ଗୋପ); ପିପିଲି ଉପନିର୍ବାଚନରେ ବିଜେପି ବିଜୟ ହାସଲ କରିବ ବୋଲି କେନ୍ଦ୍ରମନ୍ତ୍ରୀ ବିଶେଶ୍ଵର ଟୁଡୁ ଦୃଢୋକ୍ତି ପ୍ରକାଶ କରିଥିବା ବେଳେ ବିଜେପି ବିଜୟରେ ଦ୍ଵିମତ ନାହିଁ ବୋଲି ସ୍ଫଷ୍ଟ କରିଛନ୍ତି । ପୁରୀ ଗ୍ରସ୍ତରେ ଯିବା ସମୟରେ ପିପିଲି ବିଜେପି କାର୍ୟ୍ୟାଳୟଠାରେ…
Read More...

ବନ୍ଧୁକ ମୁନରେ ଲୁଟ ଉଦ୍ୟମ

(ପାରାଦ୍ୱୀପ,ପ୍ରଶାନ୍ତ କୁମାର ସ୍ୱାଇଁ ): ବନ୍ଧୁକ ମୁନରେ ଲୁଟ ଉଦ୍ୟମ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଫୁଲବେଲାରୀ ଗାଁରେ । ସୂଚନା ଅନୁଯାୟୀ ରବିବାର ଦିନ ସାଢେ଼ ଗୋଟାଏ ସମୟରେ ଭୁତୁମୁଣ୍ଡାଇ ଫୁଲବେଲାରୀ ଗ୍ରାମର ଓମ୍ ପ୍ରକାଶ ଦାସ ଓ ତାଙ୍କ ମା ଖାଇବାକୁ…
Read More...

କ୍ୟାନ୍ସର ପୀଡ଼ିତକୁ ସହଯୋଗର ହାତ ବଢ଼ାଇଲେ ନାରୀନେତ୍ରୀ

(ଜଳେଶ୍ୱର/ଅଜିତ ସାହୁ): କଥାରେ ଅଛି ବିପଦର ବନ୍ଧୁ ହିଁ ପ୍ରକୃତ ବନ୍ଧୁ । ଆଉ ଏହି କଥାକୁ ସତ କରି ଦେଖାଇଛନ୍ତି ବାଲେଶ୍ୱର ପୂର୍ବତନ ସାଂସଦ ରବିନ୍ଦ୍ର କୁମାର ଜେନା ଓ ସହ ଧର୍ମିଣୀ ତଥା ବିଜେଡିର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟା ସୁବାସିନୀ ଜେନା । ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ…
Read More...

ବ୍ୟବସାୟୀ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୋର୍ଟାଲ ମାଲିକ ଗିରଫ

ଭୁବନେଶ୍ୱର/ଆଦର୍ଶ ରାଉତ: ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗିରଫ । ୱେବ ପୋର୍ଟାଲ ଦ୍ୱାରା ବ୍ୟବସାୟୀଙ୍କୁ ଅପହରଣ ମାମଲାରେ ଫେରାର ପୋର୍ଟାଲ ମାଲିକ ରାଜା ଗିରଫ । କୋଲକାତାରୁ ରାଜାକୁ ଗିରଫ କରିଛି କମିଶନରେଟ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ୱେବ ପୋର୍ଟାଲ…
Read More...

ରାତି ଅଧରେ ସୌମ୍ୟଙ୍କ କ୍ୱାଟରକୁୁ ଯାଉଥିଲେ ଡିଏଫଓ : ପୂର୍ବତନ ରାତ୍ରି ଜଗୁଆଳ

(ଗଜପତି): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମୃତ୍ୟୁ ଘଟଣା ଦିନକୁ ଦିନ ଅସମାହିତ ପ୍ରଶ୍ନ ଭିତରେ ଘେରିହେବାରେ ଲାଗିଛି । ସୌମ୍ୟ ମୃତ୍ୟୁକୁ ୫୦ ଦିନ ବିତିଗଲାଣି ହେଲେ କୌଣସି ନିଷ୍ଟର୍ଷରେ ପହଞ୍ଚିପାରିନି ପୁଲିସ । ଏବଂ ସୌମ୍ୟଙ୍କ ପରିବାର ଏହି ତଦନ୍ତ ଉପରେ ଭରସା ମଧ୍ୟ କରିପାରୁନାହନ୍ତି । ଏହାକୁ…
Read More...

ଜୟପୁରିଆଙ୍କ ମୁହଁରେ ନବୀନଙ୍କ ଜୟଗାନ

ଭୁବନେଶ୍ୱର, ରାଜେଶ ସାହୁ: କଂଗ୍ରେସ ନେତା ତାରା ବାହିନୀପତିଙ୍କ ମୁହଁରେ ନବୀନଙ୍କ ପ୍ରଶଂସା । ଦିନେ ଯେଉଁ ତାରା ନବୀନଙ୍କୁ ସମାଲୋଚା କରିବାକୁ ପଛାଉନଥିଲେ ଆଜି ନିଜର ସୋସିଆଲ ମିଡିଆରେ ତାରିଫ ପରେ ତାରିଫ କରିବାକୁ ପଛାଇ ନାହାନ୍ତିଁ। କଟକ ବଡ଼ ମେଡ଼ିକାଲ ପରିସରରେ ବହୁ ପ୍ରତୀକ୍ଷିତ ଇକମୋ…
Read More...

ୱେବ୍ ଚ୍ୟାନେଲ ଫୋକସ ପ୍ଲସର ସମ୍ପାଦକ ଗିରଫ

ଭୁବନେଶ୍ୱର(ଆଦର୍ଶ ରାଉତ): ଦୂତୀ ଚାନ୍ଦଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆକ୍ଷେପ ଘଟଣାରେ ୱେବ୍ ଚ୍ୟାନେଲର ସମ୍ପାଦକ ସୁଧାଂଶୁ ଶେଖର ରାଉତ ଓ ସ୍ମୃତି ରଞ୍ଜନ ବେହେରାକୁ ଗିରଫ କରିଛି କମିଶେନେରେଟ ପୋଲିସ୍ । ଅଲିମ୍ପିଆନ ଦୂତି ଚାନ୍ଦଙ୍କୁ ଏକ ୱେବ୍ ପୋର୍ଟାଲ ସଂପାଦକ ବ୍ଲାକ୍ ମେଲିଂ କରିବା ସହ…
Read More...

ବିକାଶର ଅନ୍ୟ ନାମ ନବୀନ

ଭୁବନେଶ୍ୱର, ରାଜେସ ସାହୁ : ହଟିଲା ପୁରୁଣା ଓ ଗଡିଲା ନୂଆ ଏଣିକି ରାଜ୍ୟରେ ଗଡ଼ିବ ଚକାଚକ ବସ୍ । ସେବା ଯୋଗାଇବେ ରାଜ୍ୟ ସରକାର, ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ ପାଇଁ ଦୁଇଟି ଡିପୋ ଓ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଉଦ୍ଘାଟନ କରିଛନ୍ତି । ଏଥି ସହ ଓଏସ୍ଆରଟିସିର ୧୧୦ଟି…
Read More...

ସାମ୍ବାଦିକଙ୍କୁ ଉଠାଇ ନେଲା ପୋଲିସ

ଭୂବନେଶ୍ୱର(ରିପୋର୍ଟସ ଟୁଡେ) : ଦୂତି ଚାନ୍ଦଙ୍କ ବିଷୟରେ ଅପମାନକଜନକ ଖବର ପ୍ରସାରଣ କରିବା ଓ ବ୍ଲାକମେଲ କରିବା ନେଇ ପୋଲିସ ଜଣକୁ ଅଟକ ରଖିଛି । ଅଟକ ଜଣକ ହେଲେ ଫୋକସ ପ୍ଲସ ଓଡିଶା ନାମକ େଓ୍ବ ପୋର୍ଟଲ ସଂପାଦକ ସୁଧାଂଶୁ ଶେଖର ରାଉତ । ଆଜି ମହିଳା ଥାନା ପୋଲିସ ଝାଡପଡା ସ୍ଥିତ େଓ୍ବ ଚ୍ୟାନାଲ…
Read More...