ଦେବକୁଣ୍ଡ ଖୋଲିବାକୁ ଦାବିପତ୍ର
ଦୀପକ ମିଶ୍ର (ଉଦଳା) : ୫୧ ତମ ଶକ୍ତିପୀଠ ଭାବେ ପରିଗଣିତ ଦେବକୁଣ୍ଡ ଖୋଲିବାକୁ ଏକଜୁଟ ହୋଇଛନ୍ତି ଉଦଳା ବାସିନ୍ଦା । ଦଳମତ ନିର୍ବିଶେଷରେ ଉପଜିଲ୍ଲାପାଳଙ୍କୁ ଭେଟି ତୁରନ୍ତ ଦେବକୁଣ୍ଡ ଖୋଲିବାକୁ ଉଦଳାବାସୀ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ।
କରୋନାକୁ ନଜରରେ ରଖି ରାଜ୍ୟ ସରକାର ମନ୍ଦିର ଏବଂ…
Read More...
Read More...