Browsing

Video

ଶ୍ରାବଣ ମାସରେ ଶୁଭୁନି କାଉଡିଆଙ୍କ ବୋଲବମ ଡାକ

(ଅଜିତ ସାହୁ /ଜଳେଶ୍ୱର): ଆଜି ହେଉଛି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଆଜିର ଦିନରେ ପ୍ରତ୍ୟେକ ଶୈବ ପୀଠରେ ଜଳାଭିଷେକ ହୋଇଥାଏ। ଏଥିପାଇଁ କାଉଡ଼ିଆଙ୍କ ବେଶ ଭିଡ଼ ଜମିଥାଏ। ତେବେ ଚଳିତ ବର୍ଷ କୋଭିଡ କଟକଣା ପାଇଁ ଦେଖିବାକୁ ମିଳୁନି କାଉଡ଼ିଆଙ୍କର ପାଣି ଭାର, କି ଶୁଣିବାକୁ ମିଳୁନାହିଁ ବୋଲବମ…
Read More...

ଜଳସେଚନ ବିଭାଗ ଖାମଖିଆଲି ଯୋଗୁଁ ଚାଷୀ ଚିନ୍ତାରେ

(ଜୟନ୍ତ କୁମାର ସେଠୀ /ପୁରୀ): ଶ୍ରାବଣ ମାସ ଅ।ସି ଅଧା ହେଲାଣି, କିନ୍ତୁ ବର୍ଷାର ଦେଖାନାହିଁ, ପାଣି ଅଭାବରୁ ତଳି ନଷ୍ଟ ହେବାକୁ ବସିଥିବା ବେଳେ ବୁଣାଯାଇଥିବା ଧାନ ନଷ୍ଟ ହେବାକୁ ବସିଲାଣି, ସେପଟେ ଚାଷ ଜମିକୁ ଜଳସେଚିତ କରିବା ପାଇଁ କେନାଲରେ ପାଣି ନଥିବାରୁ ଚାଷୀଙ୍କ ସମସ୍ୟାକୁ ଦ୍ଵିଗୁଣିତ…
Read More...

ରଶି ଲଗାଇ ଯୁବକର ଆତ୍ମହତ୍ୟା

(ନିର୍ମଳେନ୍ଦୁ ମିଶ୍ର /ନରସିଂହପୁର): କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ କାନପୁର ଗ୍ରାମରେ ଘଟିଯାଇଛି ଏକ ଅଘଟଣ।କାନପୁର ଗ୍ରାମର ମହାଦେବ ସାହିଠାରେ ଥିବା ଶିବ ମନ୍ଦିର ପାଖରେ ଏକ କଦମ୍ବ ଗଛରେ ବେକରେ ରସି ଲଗାଇ ଯୁବକର ଆତ୍ମହତ୍ୟା।ଯୁବକ ଜଣଙ୍କ କାନପୁର ପାନେରା ସାହିର ପ୍ରଭଞ୍ଜନ ବସନ୍ତରା…
Read More...

ଗୋଷ୍ଠୀ ସଂଘର୍ଷ, ଉଭୟ ପକ୍ଷରୁ ୭ ଆହତ

(ଜଳେଶ୍ୱର/ ଅଜିତ ସାହୁ): କମରଦା ଥାନା ଦୁଡ଼ପଳ ଗ୍ରାମରେ ରାସ୍ତା ଅବରୋଧ କୁ କେନ୍ଦ୍ର କରି ଗୋଷ୍ଠି ସଂଘର୍ଷ। ଚାରି ଆହତ ତିନି ଗୁରୁତର। କମରଦା ଥାନାରେ ଅଭିଯୋଗ। ସୂଚନା ଅନୁଯାୟୀ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଜେନା ଓ ପଡୋଶୀ ଶ୍ରୀକାନ୍ତ ଜେନା , ହରିଶ୍ଚନ୍ଦ୍ର ଜେନାଙ୍କ ପରିବାର ଭିତରେ ଦୀର୍ଘ…
Read More...

ଗରିବ ସେବାୟତଙ୍କୁ ମିଳିବ ଘର

(ଜୟନ୍ତ କୁମାର ସେଠୀ /ପୁରୀ): ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ମିଳିବ ଘର । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କିଭଳି ଘର ମିଳି ପାରିବ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ କାର୍ୟ୍ୟ କରିବ। ଖୁବ ଶୀଘ୍ର…
Read More...

ମହାନଦୀ ଜଳ ବିବାଦ ମାମଲା, ଅଗଷ୍ଟ ୮ରେ ପରବର୍ତ୍ତୀ ଶୁଣାଣି

(ଅରୁଣ କୁମାର ସାହୁ)ରିପୋର୍ଟସଟୁଡେ: ଟ୍ରିବ୍ୟୁନାଲରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି ଶେଷ ହୋଇଛି । ବାରମ୍ବାର ବିଫଳ ହେବାରୁ ମହାନଦୀ ଜଳ ବିବାଦ ନେଇ ଇସ୍ୟୁ ଫ୍ରେମ କରିଛନ୍ତି ଟ୍ରିବ୍ୟୁନାଲ । ସବୁ ପକ୍ଷର ଦାବି ଶୁଣିବା ପରେ ୪୦ରୁ ୪୫ଟି ଇସ୍ୟୁ ଫ୍ରେମ ହୋଇଛି । ଓଡିଶା, ଛତିଶଗଡ,…
Read More...

ପ୍ରଥମ ବିଜେପି ପଦାଧିକାରୀ ବୈଠକ ଅନୁଷ୍ଠିତ

(ରିପୋର୍ଟରସଟୁଡେ / ଅରୁଣ କୁମାର ସାହୁ) : ରାଜ୍ୟର ପ୍ରଥମ ବିଜେପି ପଦାଧିକାରୀ ବୈଠକ ଆଜି ଅନୁଷ୍ଠିତ ହେଇଛି । ବିଜେପି ପାର୍ଟି ଅଫିସ ମଧ୍ୟରେ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଏହି ବୈଠକ ଅନୁଷ୍ଠିତ ହେଇଛି । ଏହି ବୈଠକକୁ ଉଦଘାଟନ କରିଛନ୍ତି ମାନ୍ୟବର କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ…
Read More...

ଏମ.ବି.କେ ଲକ୍ଷାଧିକ ଟଙ୍କା ଅ।ତ୍ମସାତ ନେଇ ଅଭିଯୋଗ ଆଣିଲେ ମହିଳା ମହାସଂଘର କର୍ମକର୍ତ୍ତା

(ଜୟନ୍ତ କୁମାର ସେଠୀ /ପୁରୀ): ମହିଳା ମହାସଂଘ ଦାୟିତ୍ଵରେ ଥିବା ଏମ.ବି.କେଙ୍କ ଦ୍ଵାରା ମହିଳା ମହାସଂଘର ଲକ୍ଷାଧିକ ଟଙ୍କା ଅ।ତ୍ମସାତ ଅଭିଯୋଗ ଅ।ଣିଲେ ନିମାପଡା ସଲଙ୍ଗ ମାତୃକୃପା ମହିଳା ମହାସଂଘର କର୍ମକର୍ତ୍ତା ମାନେ । ୮୪ ସ୍ଵୟଂ ସହାୟକ ଗୋଷ୍ଠୀକୁ ନେଇ ଗଠିତ ଏହି ମହାସଂଘ ଦାୟିତ୍ଵରେ…
Read More...

ଆର୍ଥିକ ସଙ୍କଟରେ ବାଉଁଶ କାରିଗର

(ଦୀପକ ମିଶ୍ର /ଉଦଳା): ବିଶ୍ୱ ମହାମାରୀ କୋରନା ସାଧାରଣତଃ ଜୀବନ ଜୀବିକା ଉପରେ ପ୍ରଭାବ ପକାଇଛି । ତେବେ ନିଜ ପରିବାର ପ୍ରତିପୋଷଣ ଚିନ୍ତାରେ ବାଉଁଶ କାରିଗରଙ୍କ ପରିବାର । କେମିତି ପରିବାର ଚଳିବ ତାହା ଏବେ ସେମାନଙ୍କ ପାଇଁ ପ୍ରଶ୍ନ ହୋଇ ଛିଡ଼ାହୋଇଛି । ଆମେ କହୁଚୁ ମୟୁରଭଞ୍ଜ ଜିଲ୍ଲା…
Read More...

ମାଲକାନଗିରି ଗଣଦୁଷ୍କର୍ମ: ପୁଲିସ ନିଜ କର୍ମଚାରୀଙ୍କୁ ଘଣ୍ଟଘୋଡାଉଥିବା ଅଭିଯୋଗ ଆଣିଲା ବିଜେପି

(ଅରୁଣ ସାହୁ): ମାଲକାନଗିରି ପୁଲିସ କ୍ୟାଣ୍ଟିନରେ ସହାୟିକା ଭାବେ କାର୍ଯ୍ୟରତ ମହିଳାଙ୍କୁ ଗଣଦୁଷ୍କର୍ମ ଓ ପରେ କୋରାପୁଟ ହସ୍ପିଟାଲରୁ ରାୟଗଡା ନିଆଯିବା ବେଳେ ମୃତ୍ୟୁ ଘଟଣାରେ ଜିଲ୍ଲା ଏସପିଙ୍କୁ ଟାର୍ଗେଟ କରିଛି ବିଜେପି । ବିଜେପି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି…
Read More...