Browsing

Video

କ୍ରାଇମବ୍ରାଞ୍ଚ ଉପରେ ଭରସା ପାଉନି ସୌମ୍ୟଙ୍କ ପରିବାରର

ଭୁବନେଶ୍ୱର: କିଛି ଦିନର ବିରାମ, ପୁଣି ଆକ୍ଟିଭ ହୋଇଛି କ୍ରାଇମ ବ୍ରାଞ୍ଚ । ଏସିଏଫ ସୌମ୍ୟ ହତ୍ୟା ଘଟଣାରେ ବାଲେଶ୍ୱରରେ କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ । ବେଗୁନିଆରେ ପହଞ୍ଚି ତାଙ୍କ ବାପା, ମା, ଭାଇ ଓ ମାମୁଁଙ୍କ ବୟାନ ରେକର୍ଡ କରିଛି । ଆସନ୍ତା କାଲି ମାମଲାର ମୁଖ୍ୟ ଅଭିଯୁକ୍ତ…
Read More...

କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବେ ପ୍ରଦୀପ

ଭୁବନେଶ୍ୱର: କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲା କୁମାର ଓଡିଶା ଆସି ଛନ୍ତି । ହେଲେ କେହି ବି ଚେଲାଙ୍କ ଆଗରେ ନିରଞ୍ଜନଙ୍କ ବିରୋଧରେ କିଛି ବିଷୋଦଗାର କଲେ ନାହିଁ । ବିଷ ଉଗାରୁଥିବା ଜୟପୁର ବିଧାୟକ ତାରା ବାହିନୀପତିଙ୍କ ସ୍ୱରରେ ଆସିଥିଲା ପରିବର୍ତ୍ତନ । କିନ୍ତୁ ନିରଞ୍ଜନଙ୍କ ବିରୋଧରେ ତାରା…
Read More...

ଟଙ୍କା ବଣ୍ଟାକୁ କେନ୍ଦ୍ର କରି, ଗାଁରେ ଉତ୍ତେଜନା

ଜଳେଶ୍ୱର, ଅଜିତ ସାହୁ: ଟଙ୍କା ବଣ୍ଟନକୁ କେନ୍ଦ୍ର କରି, ଗାଁରେ ଉତ୍ତେଜନା । ଏ ଦୃଶ୍ୟ ହେଉଛି, ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ବେଣାପୁରା ଗ୍ରାମର । ବାଲେଶ୍ୱର ଜିଲ୍ଲା ବସ୍ତା ତହସିଲ ଓ ବସ୍ତା ଥାନା ବେଣାପୁରା ଠାରେ, ସୁବର୍ଣ୍ଣ ରେଖା ନଦୀ ବାଲି ସୌରାତକୁ ସରକାରୀ ଭାବରେ ନିଲାମ ଦିଆ…
Read More...

ଗାଁକୁ ମିଳିଲା ସୁଦ୍ଧ ପାନୀୟ ଜଳ

(କଲ୍ୟାଣସିଂହପୁର, ସନ୍ତୋଷ କୁମାର ଲମତା):  ରାୟଗଡା ଜିଲ୍ଲାରେ ଦେଖିବାକୁ ମିଳିଛି ରିପୋର୍ଟର୍ସ ଟୁଡେର ମହା ପ୍ରଭାବ । କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଡମ୍ବଲିମା ଗାଁକୁ ସୁଦ୍ଧ ପାନୀୟ ଜଳ ଯୋଗା ଯାଇଥିବା ଦେଖିବାକୁ ମିଳିଛି । ଏହି ଗ୍ରାମବାସୀ ବହୁଦିନ ଧରି ପାନୀୟ ଜଳ…
Read More...

ରାଜ୍ୟରେ ସାରର ଘୋର ଅଭାବ

ଭୁବନେଶ୍ୱର(ରାଜେଶ ସାହୁ): କେନ୍ଦ୍ରରୁ ଆବଶ୍ୟକ ସାର ଆସୁନଥିବାରୁ ରାଜ୍ୟରେ ସାରର ଅଭାବ ଦେଖା ଦେଇଛି । ଯାହା ଫଳରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି । କେନ୍ଦ୍ର ପାଖରେ ସାର ପାଇଁ ଦାବି କରି ଆସୁଛନ୍ତି ଓଡ଼ିଶା ସରକାର । ଏନେଇ କେନ୍ଦ୍ରକୁ କୃଷି ମନ୍ତ୍ରୀ ମଧ୍ୟ ଚିଠି ଲେଖିଛନ୍ତି । ମରୁଡ଼ି…
Read More...

ସୌମ୍ୟଙ୍କ ଘରେ କ୍ରାଇମବ୍ରାଞ୍ଚ ! ଜେରା ହେବେ ବିଦ୍ୟା ଭାରତୀ

(ଭୁବନେଶ୍ୱର, ଆଦର୍ଶ ରାଉତ): ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ମୃତ୍ୟୁ ଘଟଣାର ଅଡୁଆ ସୁତା ଭଳି ଗୁଡେଇ ହୋଇ ଚାଲିଛି । ପୁଲିସ ଏ ଯାଏଁ ତାର ଖିଅ ପାଉନି । ଏସିଏଫ ସୌମ୍ୟ ମୃତ୍ୟୁ ଡେଥ୍ ମିଷ୍ଟ୍ରିର ଖିଅ ଖୋଜୁଛି କ୍ରାଇମ ବ୍ରାଞ୍ଚ । ଏ ନେଇ ଜେରା କରିବାକୁ ଖଇରାରେ ଏକ ୪ ଜଣିଆ କ୍ରାଇମ ବ୍ରାଞ୍ଚ…
Read More...

ଗିରଫ ହେଲା ୭ ବର୍ଷର ଫେରାର ଅପରାଧୀ

(କଟକ, ଜଗନ୍ନାଥ ମହାନ୍ତି): ୭ ବର୍ଷର ଲୁଚକାଳି ପରେ ଶେଷରେ ପୋଲିସ ହାତରେ ଧରା ପଡିଛି ଜଣେ ଅଭିଯୁକ୍ତ । ବହୁ ଚର୍ଚ୍ଚିତ କଟକ ମାଲଗୋଦାମର ଡାଲି ବ୍ୟବସାୟୀ ମହମ୍ମଦ ୟାକୁବ ଓରଫ ଫାରୁକ ହତ୍ୟା ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ୭ ବର୍ଷ ପରେ ଗିରଫ କରିଛି କମିଶନରେଟ ପୋଲିସ । ଗିରଫ…
Read More...

ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ

ଗୋପ(ଜୟନ୍ତ କୁମାର ସେଠୀ): ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । ଆରଟିଆଇ ଆଧାରରେ ମିଳିଥିବା ତଥ୍ୟକୁ ନେଇ ପୁଣି ଚର୍ଚ୍ଚା । ରତ୍ନଭଣ୍ଡାରର ସ୍ଥିତି ବିପଦ ସଙ୍କୁଳ ଥିବା ନେଇ ବାରମ୍ବାର ଭଣ୍ଡାର ମେକାପ ଅଭିଯୋଗ କଲେ ବି କେହି ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି…
Read More...

ଧରାପଡିଲେ ଦେଶୀ ମଦ ତିଆରି ଗ୍ୟାଙ୍ଗ

ଭୂବନେଶ୍ୱର (ଆଦର୍ଶ ରାଉତ): ଭୂବନେଶ୍ୱର ନୟାପଲ୍ଲୀରେ ଅବକାରୀ ବିଭାଗର ମିଳିତ ଚଢାଉ । ଚଢ଼ାଉ ବେଳେ ଏକ ବଡ଼ ଧରଣର ଦେଶି ମଦ ଗ୍ୟାଙ୍ଗକୁ ଧରିଛି ପୋଲିସ । ଚଢ଼ାଉରେ ୫ହଜାର ଲିଟର ଗୁର ୱାସ, ୬ହଜାର କେଜି ରାଇସ ୱାସ, ୧ହଜାର ଲିଟର ଦେଶୀ ମଦ, ଗୋଟିଏ ବାଇକ୍ (ହୋଣ୍ଡା ସାଇନ) ଓ ୪୦୦ ମଦ ତିଆରୀ ହଣ୍ଡା…
Read More...

ଖେଳନା ବନ୍ଧୁକ ଦେଖାଇ ଲୁଟିନେଲା ଲକ୍ଷାଧୀକ ଟଙ୍କା

ଭୁବନେଶ୍ୱର: ଫୁଲ ପ୍ଲାନିଂରେ ବ୍ୟାଙ୍କ ଲୁଟ ପାଇଁ ଯାଇଥିଲା । ଲୁଟ ବି କଲା । ହେଲେ ଦୁର୍ଭାଗ୍ୟ, ମାଡିବସିଲେ ସ୍ଥାନୀୟ ବାସିନ୍ଦା । ଏପରି ଘଟଣା ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ । ଗତକାଲି ସଂଧ୍ୟାରେ ବାଲିଅନ୍ତା ସ୍ଥିତ ଏସବିଆଇ ଶାଖାରୁ ଏହି ଲୁଟ ହୋଇଥିଲା । ତେବେ ଲୁଟେରାର…
Read More...