ମୁଣ୍ଡଳୀ ନିକଟ ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ ଦୁର୍ଘଟଣା By Reporters Today Bureau On Aug 8, 2023 Share ଭୁବନେଶ୍ୱର: ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ । ମୁଣ୍ଡଳୀ ନିକଟ ମହାନଦୀରେ ଘଟିଛି ଏଭଳି ଅଘଟଣ । ନିଖୋଜ ଛାତ୍ର କଟକ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏବେ ଦୁଇ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀର ଟିମ୍ । ବାଙ୍କୀ ଦେବୀଦ୍ୱାରା ପୀଠରେ ଗାଧୋଇବା ବେଳେ ଘଟିଛି ଅଘଟଣ । mahanadiRepoters TodaySubhashree Pattanaik Share FacebookTwitterGoogle+ReddItWhatsAppPinterestEmail