Browsing Tag

mahanadi

ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର:- ଆଜି ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ହେଉଥିବା…
Read More...

ଉପର ମୁଣ୍ଡରେ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଖୋଲିବ ଗେଟ୍

ସମ୍ବଲପୁର-: ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉନଥିବାରୁ ଚଳିତ ବର୍ଷ ଶୀଘ୍ର ଗେଟ୍ ଖୋଲିବ । ଗେଟ ଖୋଲିବା ନେଇ ସୂଚନା ଦେଲେ ହୀରାକୁଦ ମୁଖ୍ୟ ଯନ୍ତ୍ରୀ ସୁଶିଲ ବେହେରା । ୬ ତାରିଖ ସକାଳ ୧୦ ଟାରେ ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯିବ । ହୀରାକୁଦ ତଳ…
Read More...

ମହାନଦୀ ସେତୁ ଠାରୁ ତେଲ ନଦୀ ସେତୁ ପର୍ଯ୍ୟନ୍ତ ଏକ ଗ୍ରୀନ କରିଡ଼ର ଲକ୍ଷ୍ୟ

ସୁବର୍ଣ୍ଣପୁର (ଓମ ପ୍ରକାଶ ମିଶ୍ର) : ଗୋପାଳଜୀ ତମଶ୍ଵା ଯୋଗାଳୟ, ବରିଷ୍ଠ ନାଗରିକ ସଂଘ, ସ୍ଵଚ୍ଛ ଭାରତ ସଂଗଠନ  ଏବଂ ବନ ବିଭାଗ ସୋନପୁର ର ମିଳିତ ଉଦ୍ୟମରେ ତଥା ସର୍ବ ବରିଷ୍ଠ ୮୫ ବର୍ଷୀୟ ଯୋଗୀ ମୃତ୍ୟୁଞ୍ଜୟ ନାରାୟଣ ଦାସଙ୍କ ଦୃଢ଼ ଇଚ୍ଛା ରେ ବଳିଷ୍ଠ ନେତୃତ୍ଵ ରେ ଏକ ସବୁଜ ସୋନପୁର…
Read More...

ଫୁଲୁଛି ମହାନଦୀ, ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ବଢୁଛି ଜଳସ୍ତର

ଫୁଲୁଛି ମହାନଦୀ। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିବା ପରେ ବଢୁଛି ଜଳସ୍ତର। କଟକ ମୁଣ୍ଡଳୀରେ ମହାନଦୀରେ ଜଳସ୍ତର କ୍ରମଗାତ ବୃଦ୍ଧି ପାଉଛି। ସକାଳ ୬ଟା ସୁଦ୍ଧା ମୁଣ୍ଡୁଳି ଦେଇ ନିଷ୍କାସିତ ହେଉଛି ୨ ଲକ୍ଷ କ୍ୟୁସେକ ବନ୍ୟା ଜଳ। ଗତକାଲି ହୀରାକୁଦର ୨୦ଟି ଗେଟ୍ ଖୋଲିବା ପରେ ମହାନଦୀର ଜଳସ୍ତର…
Read More...

ମୁଣ୍ଡଳୀ ନିକଟ ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ

ଭୁବନେଶ୍ୱର: ମହାନଦୀରେ ବୁଡି ଦୁଇ କଲେଜ ଛାତ୍ର ନିଖୋଜ । ମୁଣ୍ଡଳୀ ନିକଟ ମହାନଦୀରେ ଘଟିଛି ଏଭଳି ଅଘଟଣ । ନିଖୋଜ ଛାତ୍ର କଟକ ଅଞ୍ଚଳର ହୋଇଥିବା ସୂଚନା ରହିଛି । ଏବେ ଦୁଇ ଛାତ୍ରଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀର ଟିମ୍ । ବାଙ୍କୀ ଦେବୀଦ୍ୱାରା ପୀଠରେ ଗାଧୋଇବା ବେଳେ ଘଟିଛି ଅଘଟଣ । …
Read More...

ମହାନଦୀ ସିଷ୍ଟମରେ ଛୋଟଧରଣର ବନ୍ୟା ଆଶଙ୍କା

ଭୁବନେଶ୍ୱର: ମହାନଦୀ ସିଷ୍ଟମରେ ଛୋଟଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଲଗାଣ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି । ଏନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି ଏସଆରସି ବା ସ୍ୱତନ୍ତ୍ର ରିଲିଫ କମିଶନର । ସେହିପରି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ…
Read More...

ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମର ଝାରସୁଗୁଡା ଗସ୍ତ

ଝାରସୁଗୁଡା: ଆଜି ଝାରସୁଗୁଡା ଗସ୍ତ କରିଛ ମହାନଦୀ ଜଳ ବିବାଦର ସମାଧାନ ପାଇଁ ଗଠନ ହୋଇଥିବା ମହାନଦୀ ଜଳ ବିବାଦ ଟ୍ରିବୁନାଲ ଟିମି । ସମ୍ବଲପୁରର ବିଭିନ୍ନ ସ୍ଥାନରେ ଗତ ଦୁଇଦିନ ଧରି ମହାନଦୀର ସ୍ଥିତି ଅନୁୂଧ୍ୟାନ କଲାପରେ ଆଜି ରମ୍ପେଲା ସେତୁ ଦେଇ ଝାରସୁଗୁଡା ବନହରପାଲିକୁ ଆସିଛି ଏହି…
Read More...

ମହାନଦୀରେ ଭାସୁଛି ଅଜଣା ମୃତଦେହ

ଆଠଗଡ଼: ମହାନଦୀରେ ଏକ ଅଜଣା ମୃତ ଦେହ ଭାସୁଥିବାର ଦେଖାଯାଇଛି । ମୁଣ୍ଡଳୀ ବ୍ରିଜ ଠାରୁ ୨କିଲୋମିଟର ଦୂର ଆଠଗଡ଼ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଅନନ୍ତପୁର ଗାଁ ପାଖ ମହାନଦୀ କୂଳରେ ସୋମବାର ସ୍ଥାନୀୟ ଲୋକେ ଏକ ମୃତଦେହ ଭାସୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଖୁଣ୍ଟୁଣୀ ପୁଲିସ…
Read More...