ଢେଙ୍କାନାଳ: ଦୁର୍ଘଟଣାରେ ୫ କଳାକାରଙ୍କ ସମେତ ୬ ଆହତ । ସ୍କର୍ପିଓକୁ ଧକ୍କା ଦେଇ ହୋଟେଲ ଭିତରକୁ ପଶିଗଲା ଟ୍ରଲର । ସ୍କର୍ପିଓରେ ଥିବା ୫ କଳାକାରଙ୍କ ସମେତ ୬ଜଣ ଆହତ । ଏନ୍ଏଚ୍ ୫୫ ମହିଷାପାଟ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଦାଣ୍ଡିଆ ନାଇଟ ପାଇଁ ଭୁବନେଶ୍ୱରରୁ ତାଳଚେର ଯାଉଥିଲେ କଳାକାର । ଆହତ ୬ ଜଣ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି ।