ରେଳବାଇର ଚରମ ଅବହେଳା ପ୍ରତିବାଦରେ ଗଣଧାରଣା

( ଜୟନ୍ତ କୁମାର ସେଠୀ) : ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ଗଣଧାରଣା । ପୁରୀ – ଡେଲାଙ୍ଗ କଣାସରୋଡ ରେଳ ଉପଭୋକ୍ତା ପରିଷଦ ଓ ଡେଲାଙ୍ଗ ସଚେତନା ନାଗରିକ ମଞ୍ଚ ପକ୍ଷରୁ ପୁରୀ- ପାରାଦୀପ, ପୁରୀ– ବଡବିଲ ଦ୍ରୁତଗାମୀ ଟ୍ରେନର ରହଣି ଦାବିରେ ଆଜି ଗଣଧାରଣା ଦିଆଯାଇଛି । ଦାବି ପୂରଣ ନହେବା ଯାଏ ଗଣଧାରଣା ଚାଲିବ ବୋଲି ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ପ୍ରକାଶ କରିଛନ୍ତି ।