Browsing Tag

Gop

ଉତ୍କଳ ରତ୍ନ ସମ୍ମାନରେ ସମ୍ମାନିତ ହେଲେ ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟ

ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସତ୍ୟନାରାୟଣ ଆଚାର୍ଯ୍ୟଙ୍କୁ ଉତ୍କଳ ରତ୍ନ ସମ୍ମାନ , ପବିତ୍ର ରଥଯାତ୍ରା ଓ ସୁନାବେଶ ଅବସରରେ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୩୧ତମ ସୁନାବେଶ ଭଜନ ସମାରୋହ ଶରଧାବାଲି ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଚନ୍ଦନ ମଣ୍ଡପରେ ମହାପ୍ରଭୁଙ୍କ ସଂଧ୍ୟା ଦର୍ଶନର ଭଜନ ସମାରୋହ

ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ସଂଧ୍ୟା ଦର୍ଶନ ଭଜନ ସମାରୋହ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅଜା ଭାବରେ ପରିଚିତ ଶ୍ରୀ ସିଦ୍ଧ ବଳରାମ ଦେବଙ୍କ ରଥଯାତ୍ରା ଅବସରରେ ଗୁରୁବାର ସନ୍ଧ୍ୟା ଦର୍ଶନ ଭଜନ ସମାରୋହ ହୋଇଯାଇଛି। ସ୍ଥାନୀୟ ଚନ୍ଦନ ମଣ୍ଡପ ରେ ଠାକୁରଙ୍କ ନିକଟରେ ପ୍ରଦିପ ପ୍ରଜ୍ବଳନ କରି ଆୟୋଜିତ…
Read More...

ଶିକ୍ଷକଙ୍କୁ ଦୁର୍ବବ୍ୟବହାର କରି ଅଭିଯୁକ୍ତ ଗିରଫ

ମହଙ୍ଗା ପଡିଲା ଶିକ୍ଷକଙ୍କୁ ଅଶ୍ଳିଳ ଗାଳିଗୁଲଜ କରିବା, ଅଭିଯୁକ୍ତ ଗିରଫ, ସତ୍ୟବାଦୀ ଥାନାରେ ହୋଇଥିବା ଏକ ସଙ୍ଗୀନ ଅଭିଯୋଗକୁ ଆଧାର କରି ସତ୍ୟବାଦୀ ପୋଲିସ୍ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସ୍ଥାନୀୟ ଏକ ବିଦ୍ୟାଳୟ ପରିସରରେ ଜଣେ ଶିକ୍ଷକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ…
Read More...

ପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣକାଳୀଙ୍କ ଚରଣରେ ସମର୍ପିତ କଲେ ପୁରୀ ଏସପି ପ୍ରତୀକ ସିଂ

ରଥଯାତ୍ରା ୨୦୨୬ ପାଇଁ ପ୍ରସ୍ତୁତ ପୁରୀ ପୋଲିସର ‘ପୋଲିସ ବ୍ୟବସ୍ଥା’ ପୁସ୍ତିକା ମା’ ଦକ୍ଷିଣ କାଳୀଙ୍କ ଚରଣରେ ସମର୍ପିତ,ପବିତ୍ର ରଥଯାତ୍ରା ୨୦୨୬ ଉପଲକ୍ଷେ ପୁରୀ ପୋଲିସ ପକ୍ଷରୁ ପ୍ରସ୍ତୁତ ‘ପୋଲିସ ବ୍ୟବସ୍ଥା’ ପୁସ୍ତିକାକୁ ଆଜି ପୁରୀ ଏସ୍ପି ଶ୍ରୀ ପ୍ରତୀକ ସିଂ ମା’ ଦକ୍ଷିଣ କାଳୀଙ୍କ ଚରଣରେ…
Read More...

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ମେଗା କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଅନୁଷ୍ଠିତ

ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ମେଗା କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ କୃଷି ଋଣ ଆଉଟ୍‌ରିଚ୍ କାର୍ଯ୍ୟକ୍ରମ ପୁରୀ ସାକ୍ଷୀଗୋପାଳସ୍ଥିତ କ୍ରିଷ୍ଣା…
Read More...

ବିଶ୍ଵାସ ଆଗରେ ହାର ମାନିଛି ବିଜ୍ଞାନ

ଅନ୍ଧ ବିଶ୍ଵାସ ନୁହେଁ ଏ ହେଉଛି ବିଶ୍ଵାସ ର କଥା, ବିଶ୍ଵାସ ଆଗରେ ହାର ମାନିଛି ବିଜ୍ଞାନ । ଏହି ବିଶ୍ଵାସ ନେଇ ପିଠିରେ କଣ୍ଟା ଫୋଡି ହୋଇ ପ୍ରାୟ ତିରିଶ ହାତ ଉଚ୍ଚ ଖାଇରେ ଝୁଲୁଛନ୍ତି ଶହଶହ ପାଟୁଅ।। ବିଶ୍ଵାସ ମାଙ୍କର କରୁଣା ଲାଭ କରିବେ ଓ ମନସ୍କାମନା ପୂରଣ ହେବ । ନିସନ୍ତାନ ସନ୍ତାନ ଲାଭ…
Read More...

କୋଣାର୍କ ବନଖଣ୍ଡ ପକ୍ଷରୁ ଜଙ୍ଗଲ ସୁରକ୍ଷା ବନ୍ୟଜନ୍ତୁ ସ°ରକ୍ଷଣ ଅଭିଯାନ

କୋଣାର୍କ ବନଖଣ୍ଡ ଅଧିନରେ ଥିବା ସମସ୍ତ ବିଦ୍ୟାଳୟ ଓ ଆଖପାଖ ୭ଟି ପଞ୍ଚାୟତରେ ଦୁଇଦିନିଆ ଜଙ୍ଗଲ ସୁରକ୍ଷା ଯଥା ନିଆଁ ନଲାଗିବା ନେଇ ସଚେତନତା ରଥ ବୁଲିବା ସହ ଘୋଡା ନାଚ ମାଧ୍ୟମରେ ବିଦ୍ୟାଳୟରେ ଓ ଗାଁ ଗାଁରେ  କରାଯାଇଛି ସଚେତନତା।ଏଥିରେ ଜାତୀୟ ସବୁଜ ବାହିନୀ ପାଇଥିବା ବିଦ୍ୟାଳୟର…
Read More...

ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ବୈଜ୍ଞାନିକ ଶୈଳୀ ପ୍ରଦର୍ଶନ

ଦୁଇଦିନିଆ ପୁରୀ ଜିଲ୍ଲାସ୍ତରୀୟ ପିଏମଶ୍ରୀ ଉତ୍ସବ ନିମାପଡ଼ା ବାରବାଟି ପଡିଆ ଠାରେ ଉଦଘାଟନ କରି ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ସମଗ୍ର ଶିକ୍ଷା ପକ୍ଷରୁ ଆୟୋଜିତ ଏହି ଉତ୍ସବ ୨ଦିନ ଧରି…
Read More...

ମାନବ ସେବା ହିଁ ମାଧବ ସେବା ଏହି ସନ୍ଦେଶକୁ ନେଇ ରକ୍ତଦାନ ଶିବିର

ଗ୍ରାମାଞ୍ଚଳରେ ରକ୍ତଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ ମାନବ ସେବାର ମହାତ୍ମ୍ୟ ପ୍ରଚାର ପାଇଁ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ସ୍ଥାନୀୟ ସ୍ବେଛାସେବୀ ଅନୁଷ୍ଠାନ କୁରୁଜଙ୍ଗ ବିକାଶ ମଞ୍ଚ ସହାୟତାରେ କୁରୁଜଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଥମ କରି ଏକ ମେଗା ରକ୍ତଦାନ ଶିବିର…
Read More...

ଗୋପ ଥାନା ହାଜତରୁ ଫେରାର ହେଲେ ୨ ଅଭିଯୁକ୍ତ

ପୁରୀ:- ପୁରୀ ଜିଲ୍ଲା ଗୋପ ଥାନା ହାଜତରୁ ମଙ୍ଗଳବାର ୨ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ଜଣାପଡିଛି। ପାଇଖାନା ସ୍କାଏ ଲାଇଟ୍‌ ଭାଙ୍ଗି ଅଭିଯୁକ୍ତମାନେ ଚମ୍ପଟ ମାରିଥିବା ସୂଚନା ମିଳିଛି। ଚୋରି ମାମଲାରେ ବାଇକ୍‌ ସହ ୨ ଅଭିଯୁକ୍ତ ଗିରଫ ହେଇଥିଲେ। ତେବେ ଏତେ ସୁରକ୍ଷା ସତ୍ତ୍ବେ ଶୌଚ ହେବା…
Read More...