ଭୁବନେଶ୍ୱର: ରାୟରେ ଆଜି ଦୈନିକ କରୋନା ସଂକ୍ରମଣ ବଢ଼ିଛି। ଗତକାଲି ୨୯୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୨୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଓ ୧୪୭ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏହାସହ ୮୦ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୬, ୧୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୩,୧୪, ୭୫୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୧୪୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୮ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Covid-19 Report For 24th August
New Positive Cases: 355
Of which 0-18 years: 80
In quarantine: 208
Local contacts: 147(Details of local contacts will be shared by concerned District)
1. Angul: 1
2. Balasore: 7
3. Bargarh: 12
4. Bhadrak: 2
5. Balangir: 25
6. Boudh: 28— I & PR Department, Odisha (@IPR_Odisha) August 25, 2022
24. Nuapada: 11
25. Puri: 4
26. Rayagada: 4
27. Sambalpur: 6
28. Sonepur: 5
29. Sundargarh: 78
30. State Pool: 14New recoveries: 403
Cumulative tested: 33083915
Positive: 1326121
Recovered: 1314752
Active cases: 2148— I & PR Department, Odisha (@IPR_Odisha) August 25, 2022