ପୁରୀ : ବହୁ ଅପେକ୍ଷାର ଘଟିବ ଅନ୍ତ । ଆସନ୍ତା କାଲି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷ ଯାତ୍ରା । ଏହା ପୂର୍ବରୁ ରଥଖଳାକୁ ବିଜେ ହେଲା ଆଜ୍ଞାମାଳ । ପଟିଦିଅଁଙ୍କ ଠାରୁ ଆସି ରଥଖଳାରେ ବିଜେ ହେଲା ଆଜ୍ଞାମାଳ । ତେବେ ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ନିକଟକୁ ଆସବ ତିନି ରଥ । ପ୍ରଥମେ ନନ୍ଦିଘୋଷ , ପରେ ଦେବଦଳନ ଏବଂ ତାଳଧ୍ୱଜ ରଥ ସିଂହଦ୍ୱାର ସମ୍ମୁଖକୁ ଆସିବ ।