ଭୁବନେଶ୍ୱର: ପ୍ରଧାନ ଶିକ୍ଷକଙ୍କୁ ଧରିଲା ଭିଜିଲାନ୍ସ ।୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ବରଗଡ଼ କୁସନପୁରୀ ହାଇସ୍କୁଲର ପ୍ରଧାନ ଶିକ୍ଷକ । ଜଣେ ଏସଏଚଜି କର୍ମୀଙ୍କ ଠାରୁ ବିଲପାସ ପାଇଁ ନେଉଥିଲେ ଲାଞ୍ଚ ବୋଲି ସୂଚନା ରହିଛି । ତେବେ ଉକ୍ତ ଟଙ୍କା ଜବତ କରିଛି ଭିଜିଲାନ୍ସ। ଏହାପରେଆୟ ବହିର୍ଭୁତ ଦମ୍ପତ୍ତି ଠୁଳ ମାମଲାରେ ତାଙ୍କର ଏକକାଳୀନ ୨ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି ରହିଥିବା ସୂଚନା ରହିଛି ।