ହୁତୁ ହୁତୁ ହୋଇ ଜଳୁଛି ଜଙ୍ଗଲ ଓଡିଶା By Reporters Today Bureau On Mar 2, 2023 Share (ନୂଆପଡା ରଘୁ ନାଗ) :-ହୁତୁହୁତୁ ହୋଇ ଜଳୁଛି ଜଙ୍ଗଲ। ନୂଆପଡା ଜିଲ୍ଲା ସିନାପାଲି ରେଞ୍ଜ ଅନ୍ତର୍ଗତ ଗୋଏଲପାଣି ଗାଁର ବାଗଜୋରା ଜଙ୍ଗଲରେ ରାତିରୁ ଜଳୁଛି । ଅନେକ ମୂଲ୍ୟବାନ ଗଛ ନଷ୍ଟ ହେଉଛି। ଏଥି ପ୍ରତି ଦୃଷ୍ଟି ଦେଇ ସିନାପାଲି ବନବିଭାଗ ନିଆଁ । ଆୟତ କରିବା ଜରୁରୀ ହୋଇ ପଡିଛି । BhubaneswarNuapadaOdishareporterstoday Share FacebookTwitterGoogle+ReddItWhatsAppPinterestEmail