ଡ଼ି.ଏନ ଗୃପର ବେଆଇନ ଆର୍ଥିକ କାରବାରର ଖୋଳତାଡ଼ କରିବ ଇଡି

ଭୁବନେଶ୍ୱର:ଡି.ଏନ ଗୃପ ଉପରେ ଆଇଟି ରେଡ ମାମଲା ।ଡ଼ି.ଏନ ଗୃପର ବେଆଇନ ଆର୍ଥିକ କାରବାର ର ଖୋଳତାଡ଼ କରିବ ପ୍ରବର୍ତ୍ତନ ନିର୍ଦେଶଳୟ ବା ଇଡି ।ଖୁବ ଶୀଘ୍ର ନିଜ ଆଡୁ ମାମଲା ରୁଜୁ କରିବ ଇଡି ।ଗତକାଲି ଆୟକର ଚଢାଉ ବେଳେ ସଂସ୍ଥା ର ନିର୍ଦେଶକ ଙ୍କ ଘରୁ ଜବତ ହୋଇଛି ୩୦ କୋଟି ଟଙ୍କା ।ଇଡି ପକ୍ଷରୁ ସୂଚନା , ଡି.ଏନ ଗୃପରେ ଆୟକର ବିଭାଗର ଚଢ଼ାଉ ଘଟଣା । ସେପଟେ ଦ୍ୱିତୀୟ ଦିନରେ ମଧ୍ୟ ଚଢ଼ାଉ ଜାରି ।ରାତି ସାରା ଚଢ଼ାଉ ଜାରି ରଖିଛି ଆୟକର ବିଭାଗ ।ଏବେ ଵି ପୋଷ୍ଟାଲ କଲୋନୀରେ ଜବତ ଟଙ୍କାକୁ ଗଣୁଛି ଆୟକର ବିଭାଗ ।ଜବତ ଟଙ୍କାର ହିସାବ ଆୟକର ବିଭାଗ କୁ ଦେଇ ପାରୁନାହାନ୍ତି ଚଦ୍ରଶେଖର ପଣ୍ଡା ।