ଅଭିଯୋଗ ପ୍ରକଷ୍ଠରେ ସମସ୍ୟା ଶୁଣି ସମାଧାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଭେଟିବେ ସମସ୍ୟକ୍ଷ ଅବଗତ କରାଇବେ । ଆଉ ମୁଖ୍ୟମନ୍ତ୍ରୀ ଗୁହାରି ଶୁଣିବେ । ରାଜ୍ୟ ବିଭିନ୍ନ ସ୍ଥାନରୁ ସହ ସହ ଅଭିଯୋଗକରି ଆସିଛନ୍ତି, ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିବାକୁ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗପ୍ରକଷ୍ଠ ସକଳୁ ସକଳୁ ଲାଗିଁଛି ଗହଳି । ବିଭିନ୍ନ ବର୍ଗର ଲୋକ ବିଭିନ୍ନ ଅଭିଯୋଗ ନେଇ ଆସିଛନ୍ତି । ସକାଳ ୮ଟାରୁ ପଞ୍ଜିକରଣ ଆରମ୍ଭ ହେଇଥିବା ଵେଳେ, ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣି ସମାଧାନ କରିବେ ।